ପୁରେନାଦୁର୍ଗେଇ କ୍ଲବ ଦ୍ୱାରା ନୂଆଁଖାଇ ଭେଟ୍ଘାଟ୍
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ପୁରେନାଦୁର୍ଗେଇ କ୍ଲବ ଆନୁକୂଲ୍ୟରେ 'ନୂଆଁଖାଇ ଭେଟ୍ଘାଟ୍' ମହାସମାରୋହରେ ପାଳିତ ହୋଇଯାଇଛି । କ୍ଲବ ସଭାପତି ଭାରତ ପୁଟାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଶିକ୍ଷକ ନରେନ୍ଦ୍ର ଦାଉ ସଂଯୋଜନା କରିଥିଲେ ।!-->…
Read More...
Read More...