Browsing Tag

padmapur news

ଧରାପଡିଲେ ଲକ୍ଷାଧିକ ଟଙ୍କା ନେଇ ଫେରାର୍‌ ଥିବା ଅଭିଯୁକ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ପୋଲିସକୁ ବଡ଼ ସଫଳତା ମିଳିଛି । ପାଇକମାଲ ଥାନା ଅଞ୍ଚଳର ବିଭିନ୍ନ ଆଠଟି ଅର୍ଥ ଲଗାଣ ସଂସ୍ଥାରୁ ୫୩ଜଣ ମହିଳାଙ୍କ ପାସ୍‌ବୁକ ଜାଲିଆତି କରି ସେମାନଙ୍କ ନାଁରେ ୫୪ ଲକ୍ଷ ଟଙ୍କା ଉଠାଇ ଫେରାର୍‌ ହୋଇଯାଇଥିବା ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଓ
Read More...

ଲୋକ ପରମ୍ପରା ଆଧାରରେ ‘ସଚେତନ ହେମା’ର ନୂଆଁଖାଇ ଭେଟ୍‌ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଦ ଗ୍ରାମରେ ସଚେତନ ହେମା ନାଟ୍ୟ ଅନୁଷ୍ଠାନ ତରଫରୁ ଓ ଢୋଲବନ୍ଧ ଗ୍ରାମବାସୀଙ୍କ ସହଯୋଗରେ ନୂଆଁଖାଇ ଭେଟ୍‌ ଭବ୍ୟ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଟିକେଲାଲ ସ୍ୱାଇଁ, ବିଜୟ ସ୍ୱାଇଁ, ଅନୁବ୍ରତ ସାହୁ,
Read More...

ଭଜନ ଓ ଶ୍ରୀ ଜଗନ୍ନାଥ କଥାମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ନୂଆଁଖାଇ ପର୍ବ ଅବସରରେ ପାଇକମାଲ ବ୍ଲକ ଗୌରଜୁରୀ ଗ୍ରାମରେ ନୂଆଁଖାଇ ଜୁହାର କାର୍ଯ୍ୟକ୍ରମରେ ଭଜନ ଓ ଶ୍ରୀ ଜଗନ୍ନାଥ କଥାମୃତ ଅନୁଷ୍ଠିତ ହୋଇଥିଲା । କଣ୍ଠଶିଳ୍ପୀ ତଥା ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାରକ ରମେଶ ଚନ୍ଦ୍ର ଦାଶ ଭଜନ ଓ ଶ୍ରୀ ଜଗନ୍ନାଥ
Read More...

ପଦ୍ମଶ୍ରୀ ବାବା ବାଳିଆଙ୍କ ନାରେ ଥାନାରେ ଅଭିଯୋଗ ଦେଲା ଗାଇସିଲେଟ ବ୍ଲକ କୋସଲ ରାଏଜ ମୁକ୍ତି ମୋର୍ଚ୍ଚା

ପଦ୍ମପୁର, (ନିରୋଜ କୁମାର ପାଣୀ) : କିଛି ଦିନ ଆଗରୁ ଆମର କୋସଲାଞ୍ଚଳର ଗଣପର୍ବ ନୂଆଁଖାଇ ପରମ୍ପରାକୁ ତାଚ୍ଛଲ୍ୟ କରି ପଶ୍ଚିମ ଓଡିଶାର ଦେବା ଦେବୀ ଉପରେ ଖରାପ ମନ୍ତବ୍ୟ ଦେଇଥିବା ପଦ୍ମଶ୍ରୀ ବାବା ବାଳିଆଙ୍କ ନାମରେ ଗାଇସିଲେଟ ଥାନାରେ ଏତଲା ଦେଲା ଗାଇସିଲେଟ ବ୍ଲକ କୋସଲ ରାଏଜ ମୁକ୍ତି
Read More...

ସଂକ୍ରିଠାରେ ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଅମଠୀ ଗ୍ରାମ ପଞ୍ଚାୟତର ସଂକ୍ରିଠାରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲିଙ୍ଗରାଜ ପାଣ୍ଡେଙ୍କ ସଂଯୋଜନାରେ ହନୁମାନପଡାର ସମସ୍ତ ଅଧିବାସୀ ଯୋଗଦାନ କରିଥିଲେ । ଅତିଥି ଭାବେ
Read More...

ପାଇକମାଲରେ ଅହିଂସା ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ସାଧାରଣ ସଭାରେ ସ୍ୱାଧୀନତା ସଂଗ୍ରାମୀ ଦାୟଦଙ୍କୁ ସମ୍ମାନିତ ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଓଡ଼ିଶା ପରିଭ୍ରମଣ କରୁଥିବା 'ଅହିଂସା ରଥ'କୁ ପଦ୍ମପୁର ଉପଖଣ୍ଡରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ
Read More...

୨୦୨୧ର ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶିରୁ ବଞ୍ଚିତ ଚାଷୀ ଦୀଲ୍ଲିପ ସାହୁଙ୍କ ଆତ୍ମାହୂତି ସ୍ଥଗିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୨୦୨୧ ବର୍ଷର ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ଯୋଗାଇବାରେ ଏଚଡିଏଫସି ବୀମା କମ୍ପାନୀ ଓ ରାଜ୍ୟ ସରକାରଙ୍କ ମନମୁଖି ଟାଳଟୁଳ ନୀତି ଓ ବୀମା ରାଶି ପ୍ରଦାନରେ ଅହେତୁକ ବିଳମ୍ବ ସହ ଚାଷୀ ବୀମା କରିଥିବା ପଞ୍ଜିକରଣ ଆବେଦନକୁ ଏଯାଏ ଚାଷୀଙ୍କୁ ପ୍ରଦାନ ନ
Read More...

ଆସନ୍ତା ୪ରେ ‘ପରବାସୀ କୁଟୁମ୍‌ ଓ ଉତାଲଗଡର’ର ନୂଆଁଖାଇ ଭେଟ୍‌

ଶୋଭାଯାତ୍ରା, ସଭା, ସମ୍ମାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲିକିବ ତାଳପଦରର ଖଗେଶ୍ୱର ମଣ୍ଡପ ପଦ୍ମପୁର, (ନିରୋଜ କୁମାର ପାଣୀ) : ପରବାସୀ କୁଟୁମ୍‌ ଓ ଉତାଲଗଡ ନାଟ୍ୟ ସଂସଦର ମିଳିତ ଆୟୋଜନରେ ଆଗାମୀ ୪ ସେପ୍ଟେମ୍ବର ରବିବାର ଦିନ ନୂଆଁଖାଇ ଭେଟ୍‌ଘାଟ୍‌ ବିଜେପୁର ବ୍ଲକର ତାଳପଦର
Read More...

ସଚେତନ ହେମା ଅନୁଷ୍ଠାନ ତରଫରୁ ଅହିଂସା ରଥକୁ ସ୍ୱାଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଥିବା ସଚେତନ ହେମା ନାଟ୍ୟ ଅନୁଷ୍ଠାନ ତରଫରୁ ସର୍ଗିବାହାଲ ଛକଠାରେ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା ଓ ସ୍ୱାଗତ କରାଯାଇଛି । ଅହିଂସା ଓ ଭାରତ ମାତାର ଜୟ ଗାନ କରାଯାଇ ରଥକୁ ପୂଜା କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ
Read More...

ଶୁଦ୍ଧିକ୍ରିୟାରେ ରକ୍ତଦାନ ଶିବିର ସହ ବୃକ୍ଷ ରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ତହସିଲ ଅଫିସ ନିକଟସ୍ଥ ଜର୍ଜଗଡ଼ରେ ଶୁଦ୍ଧିକ୍ରିୟା ଅବସରରେ ଏକ ରକ୍ତଦାନ ଶିବିର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରୋପକାରୀ ଗରିବ ଯୁବକ ସ୍ୱର୍ଗତ କୀର୍ତ୍ତନ ଚନ୍ଦନଙ୍କ ଶୁଦ୍ଧିକ୍ରିୟା ଅବସରରେ ରାଜକୁମାର
Read More...