ସମ୍ପିଆ ହତ୍ୟାକାଣ୍ତ : ଘଟଣା ସ୍ଥଳରେ ଏସପି
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଥାନା ସମ୍ପିଆ ଗ୍ରାମରେ ଦୁଇ ପରିବାର ମଧ୍ୟରେ ଜମି ସଂକ୍ରାନ୍ତୀୟ ଗଣ୍ତଗୋଳ ଉଗ୍ର ରୂପ ନେଇଥିଲା । ଫଳରେ ମନୋଜ ବେହେରା ମୃତ୍ୟୁର ଶଶକାର ହୋଇଛନ୍ତି । ଭୀମ, ଗୌତମ ଓ ରାଜେଶ ଗୁରୁତର ଅବସ୍ଥାରେ ବୁର୍ଲା ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।!-->…
Read More...
Read More...