ପାଇକମାଲ ବ୍ଲକ ଅଧ୍ୟକ୍ଷ ଦୁର୍ଘଟଣାଗ୍ରସ୍ତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅଧ୍ୟକ୍ଷ ଅଲତାଫ ମହମ୍ମଦ ଏକ ସଡକ ଦୁର୍ଘଟଣାରେ ଗୁରୁତର ଭାବରେ ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ସେ ଚଳାଉଥିବା ସ୍କୁଟରରୁ ପଡିଯାଇ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣା ସ୍ଥଳରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ପାଇକମାଲ!-->…
Read More...
Read More...