ଇନ୍ପୁଟ୍ ସବସିଡି ପାଇବା ଦାବୀରେ ଜିଲ୍ଲା କୃଷି ଅଧିକାରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ପାଇକମାଲ ବ୍ଲକର ସମସ୍ତ ଚାଷୀ ଇନ୍ପୁଟ୍ ସବସିଡି ପାଇବା ଦାବୀରେ ବ୍ଲକ କୃଷି ଅଧିକାରୀଙ୍କ ଜରିଆରେ ଜିଲ୍ଲା କୃଷି ଅଧିକାରୀ ବରଗଡ଼ଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଚଳିତ ବର୍ଷ ଖରିଫ ଋତୁରେ!-->…
Read More...
Read More...