ସ୍କୁଲ ସମ୍ମୁଖରେ ମୁକୁଳା ଟ୍ରାନ୍ସଫର୍ମର ସହ ଗାଁ ଭିତରେ ଅଧା ଢଳିଥିବା ବିଦ୍ୟୁତ ଖୁମ୍ବ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବିଦ୍ୟୁତ ସବଡିଭିଜ ଅନ୍ତର୍ଗତ ଡୁମ୍ବେରବାହାଲ ଗ୍ରାମର ସ୍କୁଲ ଗେଟ ସମ୍ମୁଖରେ ଦୀର୍ଘ ବର୍ଷ ହେଲା ମୁକୁଳା ଭାବେ ଏକ ୧୦୦ କେଭି ଟ୍ରାନ୍ସଫର୍ମର ରହିଥିବା ବେଳେ ଗାଁ ଭିତରେ ଜୀବନ୍ତ ତାର ଯାଇଥିବା ଏକ ଲୁହା ବିଦ୍ୟୁତ ଖୁମ୍ବ ଅଧା ଢଳିଯାଇଛି । ଏହାର!-->…
Read More...
Read More...