ଭାରତ ମାତାର ସେବା କରିବେ ବିଏସଏଫ ଯବାନ ସୁବାଚନ ସରମଡିଆ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଳକ ଚେରଙ୍ଗାଝାଞ୍ଜ ଗାଁର ସାଧୁ ସରମଡିଆଙ୍କ ସାନପୁଅ ସୁବାଚନ ସରମଡିଆ ଏବର୍ଷ ବିଏସଏଫରେ ପାଇଛନ୍ତି । ସେ ୨୦୧୮ରେ ଏସସିସିରେ ଆବେଦନ କରି ନିଜକୁ ପ୍ରସ୍ତୁତ ହେଉଥିଲେ । ନିଜ ଗାଁରେ ପାଠ ପଢି ମାଣ୍ଡୋସିଲ ଯୁକ୍ତଦୁଇ ବେଳୁ ନିଜକୁ ପ୍ରସ୍ତୁତ!-->…
Read More...
Read More...