Browsing Tag

padmapur news

ବିଜେପିର ଜନ ସଂପର୍କ ଯାତ୍ରା : ବିଜୁ ଯୁବ ବାହିନୀ ପ୍ରମୁଖ, ଗାଁ ଗୌନ୍ତିଆ ବିଜେଡି ନେତା ବିଜେପିରେ ସାମିଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ତରଫରୁ ଝାରବନ୍ଧ ବ୍ଲକରେ ତ୍ରିସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନରେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ, ସରପଞ୍ଚ, ସମିତିସଭ୍ୟ ପ୍ରାର୍ଥୀ ମାନଙ୍କୁ ବିଜୟୀ କରିବା ପାଇଁ ଏକ ଜନ ସଂପର୍କ ଯାତ୍ରା ସହ ହରଡାଟାଲ ଗ୍ରାମରେ ଯୁବନେତା
Read More...

ଇଲେଭେନ୍‌ ଷ୍ଟାର କ୍ରିକେଟ କପ୍‌ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଦହିତା ଠାରେ ବ୍ଲକ ସ୍ତରୀୟ ଇଲେଭେନ ଷ୍ଟାର କ୍ରିକେଟ କପ୍‌ ଉଦ୍‌ଘାଟିତ ହୋଇଯାଇଛି । ଖଲିଆପାଲି ପୂର୍ବତନ ସରପଞ୍ଚ କେତନ ମେହେର ମୁଖ୍ୟ ଅତିଥି ଭାବେ ଓ ସମ୍ମାନିତ ଅତିଥି ଭାବେ ନାରୀ ନେତ୍ରୀ ପଙ୍କଜିନି ପ୍ରଧାନ, ଦହିତା ସରପଞ୍ଚ ପ୍ରାର୍ଥୀ
Read More...

ସଚେତନ କାର୍ଯ୍ୟକ୍ରମ : କବିର୍‌ କଲମେ ଭୋଟ ବାର୍ତା

ସାମାଜିକ ପ୍ରଗତି ପାଇଁ କଲମ ଆଣିବ ଚେତନା ପଦ୍ମପୁର, (ନିରୋଜ କୁମାର ପାଣୀ) : ସମାଜରେ ରାଜନୈତିକ ବ୍ୟବସ୍ଥା ବଦଳି ଚାଲିଛି । ମଣିଷର ପ୍ରବୃତି ଓ ପ୍ରକୃତି ମଧ୍ୟ ଧିରେ ଧିରେ ବଦଳି ଯାଉଛି । ଯାହା କି ସମାଜର ବିକାଶରେ ଅନ୍ତରାୟ ସୃଷ୍ଟି କରୁଛି । ତେଣୁ ଏହି ଗମ୍ଭିର ସମସ୍ୟାର ସମାଧାନ
Read More...

କି ବିଚିତ୍ର ଚିତ୍ର : ନିମ୍ବ ଗଛରୁ ଝରୁଛି ମିଠା କ୍ଷୀର

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାଧାରଣତଃ ନିମ୍ବ ଗଛର ଫଳ, ଫୁଲ ଠାରୁ ଆରମ୍ଭ କରି ପ୍ରତ୍ୟେକ ଅଂଶ ପିତା । ଏହି ଗଛର ରସ ମଧ୍ୟ ପିତା । ତେବେ ଏକ ନିମ୍ବ ଗଛରୁ ଧଳା ରଙ୍ଗର ମିଠା କ୍ଷୀର ଝରିବା ଓ ଗଛ ପାଖରେ ଯେତେ ଅଧିକ ଲୋକ ଗହଳି ହେଲେ ସେତେ ଅଧିକ କ୍ଷୀର ବାହାରିବା ଭଳି ବାସ୍ତବ ଓ
Read More...

ଡୁମ୍ବେରବାହାଲ ବୁଢ଼ାରଜା କ୍ରିକେଟ ଟୁର୍ଣ୍ଣାମେଣ୍ଟ : ନଅଗାଁକୁ ହରାଇ ଢେଙ୍କିମୁଣ୍ଡା ଚମ୍ପିୟାନ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତ ଡୁମ୍ବରବାହାଲ ଗ୍ରାମରେ ଇନ୍ଦିରା ପ୍ରିୟଦର୍ଶିନୀ କ୍ଲବ ଆନୁକୁଲ୍ୟରେ ଛଅ ଦିନ ଧରି ଚାଲିଥିବା ୨୧ତମ ବୁଢ଼ାରଜା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି ।‌ ନଅଗାଁ ଏକାଦଶ ଓ ଢେଙ୍କିମୁଣ୍ଡା ଏକାଦଶ
Read More...

ଜିଲ୍ଲା ପରିଷଦ ପ୍ରାର୍ଥିନୀ ସୁରଭି ବରିହାଙ୍କ ପାଇଁ କାର୍ଯ୍ୟକର୍ତ୍ତା ସମ୍ମିଳନୀ : ୮୦ ଜଣ ବିଜେଡି, କଂଗ୍ରେସ କର୍ମୀ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟିରୁ ଲଖମରା ଜୋନ୍‌ରେ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଶ୍ରୀମତୀ ସୁରଭି ବରିହାଙ୍କ ନିର୍ବାଚନ ପରିଚାଳନା ପାଇଁ ପାଇକମାଲ ବ୍ଲକ ଘେଁସରା ଗ୍ରାମ ଠାରେ ବିଜେପି ପୂର୍ବତନ ମଣ୍ଡଳ ସଭାପତି ସୌମିତ୍ରି ପଧାନଙ୍କ ନେତୃତ୍ୱରେ କାର୍ଯ୍ୟକର୍ତ୍ତା
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ବିଜେଡି ଦୁଇ ଭାଗ

ପଦ୍ମପୁର, (ନିରୋଜ କୁମାର ପାଣି) : ସାରା ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ଦୁଇ ଭାଗରେ ନିର୍ବାଚନ ଲଢୁଥିବା ଦେଖିବାକୁ ମିଳୁଛି । ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ
Read More...

ସିର୍ଜିନା ସାହିତ୍ୟ ଏବଂ ସାଂସ୍କୃତିକ ଅନୁଷ୍ଠାନରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ ସହ କବିତା ଆସର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ରବିବାର ଦିନ ସିର୍ଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଆଜି ଅନୁଷ୍ଠାନରେ ଏକ ଆଭାସୀ କବିତା ଆସର ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପସଭାପତି ତଥା
Read More...

ଯୁବ ଗୋଷ୍ଠୀଙ୍କ ସମର୍ଥନରେ ନିର୍ବାଚନ ଲଢ଼ିବେ ଯୁବ ସାମ୍ବାଦିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗ୍ରାମ ପଞ୍ଚାୟତରେ ଗୁଦେରପାଲି ଗ୍ରାମ ପଞ୍ଚାୟତର ଯୁବ ଗୋଷ୍ଠୀଙ୍କ ସମର୍ଥନରେ ଯୁବ ସାମ୍ବାଦିକ ରିଙ୍କୁ ଦେବତା ସମିତି ସଭ୍ୟ ପ୍ରାର୍ଥୀ ଭାବରେ ଆଜି କୋଭିଡ ଗାଇଡ୍‌ ଲାଇନକୁ ମାନି ବିଧିବଦ୍ଧ ଭାବରେ
Read More...

ସ୍ୱର୍ଗତ ଡ.ମଙ୍ଗଳୁ ଚରଣ ବିଶ୍ୱାଳ ଓ ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଗ୍ରାମ ପଞ୍ଚାୟତର ଢୋଲବନ୍ଧ ଗ୍ରାମରେ ଥିବା 'ସଚେତନ ହେମା' ଅନୁଷ୍ଠାନ ପକ୍ଷରୁ ସ୍ୱର୍ଗତ ଡ. ମଙ୍ଗଳୁ ଚରଣ ବିଶ୍ୱାଳ ଓ ମିହିର ଦାସଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ନାଟ୍ୟକାର ରାଜକୁମାର
Read More...