Browsing Tag

padmapur news

ଟ୍ଵିଟର ଗାର୍ଲଙ୍କ କମାଲ : ମରାମତି ହେବ ପୁଟକାରୁ ନୂଆପଡା ରାସ୍ତା, ଉପକୃତ ହେବେ ଅଞ୍ଚଳବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଝାରବନ୍ଧ ବ୍ଲକରୁ ସରାଇପାଲି ଯିବା ରାସ୍ତା ମରଣଜନ୍ତା ପାଲଟିଛି, ପୁଟୁକାରୁ ନୂଆପଡ଼ା ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ହୋଇପଡିଛି, ଯାହା ଫଳରେ ଲୋକେ ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି । କିନ୍ତୁ ଟ୍ଵିଟର ଗାର୍ଲ ଦୀପା ବାରିକଙ୍କ
Read More...

ସର୍ଗିବାହାଲ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସଂକୁଳ ଅନ୍ତର୍ଗତ ସର୍ଗିବାହାଲ ଶିଶୁ ମନ୍ଦିରରେ ମହାସମାରୋହରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । ଶିଶୁ ଭାଇ ଭଉଣୀମାନେ ନିଜକୁ ଯଶୋଦା, ରାଧା ଓ ଶ୍ରୀକୃଷ୍ଣ ବେଶରେ ସଜାଇ ହୋଇଥିଲେ । ମୁଖ୍ୟ ଅତିଥି ଭାବରେ ସ୍ନେହଳତା ସାହୁ ଯୋଗ ଦେଇ ଜନ୍ମାଷ୍ଟମୀର
Read More...

ଜଳଛାୟା ପ୍ରକଳ୍ପ ଦୁର୍ନୀତି : ଅଧିକାରୀମାନଙ୍କୁ ଥାନା ପଠାଇଲେ ଜିଲ୍ଲାପାଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚାଷୀମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ଲକ୍ଷ୍ୟରେ ଜଳଛାୟା ପ୍ରକଳ୍ପରେ ବର୍ଷକୁ କୋଟି କୋଟି ଟଙ୍କାର ଅନୁଦାନ କେନ୍ଦ୍ର ସରକାର ଯୋଗାଇ ଦେଉଛନ୍ତି । କିନ୍ତୁ ଅଧିକାଂଶ ସ୍ଥାନରେ ଚାଷୀ ଆତ୍ମ ନିର୍ଭରଶୀଳ ହେବ କଣ, ଜଳଛାୟା ଅଧିକାରୀ, କମିଟିର ସଂପାଦକମାନଙ୍କୁ
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପୃଥିରାଜ ସାହୁ ସ୍ଥାନୀୟ ସଭାପତି ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।
Read More...

ଶହ ଶହ ଗଙ୍ଗାଧର ପ୍ରେମୀଙ୍କ ଗହଣରେ ଘେଁସରେ ସ୍ୱଭାବ କବିଙ୍କ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଭିମନ୍ୟୁ ସାହିତ୍ୟ ସଂସଦ ଘେଁସ ଓ ଭୂଲିଆ ସମାଜ ମିଳିତ ଆୟୋଜନରେ ବୈଦିକ ଯଜ୍ଞ ମଣ୍ଡପଠାରେ ସ୍ୱଭାବ କବିଙ୍କର ଜୟନ୍ତୀ ପାଳିତ ହୋଇଯାଇଛି । ସାହିତ୍ୟ ସଂସଦର ସଭାପତି ସୁଶାନ୍ତ ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଜୟନ୍ତୀ ସଭାରେ ଗଙ୍ଗାଧର ସାହିତ୍ୟର ପ୍ରସିଦ୍ଧ
Read More...

ପୋଷ୍ୟ ସ୍କୁଲରେ ପାଣି ପଶୁଥିବାରୁ କ୍ଷୁବ୍ଧ ହୋଇ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଦୀପା : ୨୪ ଘଣ୍ଟା ମଧ୍ୟରେ ପାଇକମାଲ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଭିନ୍ନ ସମୟରେ ଅସହାୟ ଲୋକଙ୍କୁ ସହାୟତା କରି ଚର୍ଚ୍ଚାରେ ଥିବା ପାଇକମାଲ ଅଞ୍ଚଳର ସ୍ୱେଚ୍ଛାସେବୀ ଦୀପା ବାରିକ ନିଜ ପୋଷ୍ୟ ସ୍କୁଲର ପିଲାମାନଙ୍କ ପାଇଁ ପ୍ରଶାସନ ସହିତ କରୁଥିବା ସଂଘର୍ଷ ପ୍ରେରଣାଦାୟୀ ହୋଇପାରିଛି । ସୂଚନା ଅନୁସାରେ ବରଗଡ଼ ଜିଲ୍ଲା
Read More...

ଛିନ୍ଦେଇକେଲାରେ ଆଜାଦି କା ତ୍ରିରଙ୍ଗା ମହୋତ୍ସବ ପାଇଁ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଛିନ୍ଦେଇକେଲା ପଞ୍ଚାୟତର ସଭା ଗୃହଠାରେ ଆଜାଦି କା ତ୍ରିରଙ୍ଗା ମହୋତ୍ସବ କାର୍ଯ୍ୟକ୍ରମ ପାଇଁ ସରପଞ୍ଚ ଶ୍ରୀମତୀ ସୁବାସିନୀ ନନ୍ଦଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜାଦି କା ଅମୃତ ମହୋତ୍ସବ ପାଇଁ ଏକ ଶୋଭାଯାତ୍ରା କରିବାର ନିଷ୍ପତ୍ତି
Read More...

ଟ୍ୱିଟର ଗାର୍ଲ ଦୀପାଙ୍କଟ୍ଵିଟ ପରେ ମରାମତି ହେବ ବୈତାଳିରୁ ଅଡାପାଣି ରାସ୍ତା : ଉପକୃତ ହେବେ ଅନେକ ପର୍ଯ୍ୟଟକ ତଥା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ତୁର୍ଲାରୁ ଶକ୍ତିଲେର ଗାଁ ଛକ ପର୍ଯ୍ୟନ୍ତ ରାସ୍ତା ମରଣଜନ୍ତା ପଲଟିଥିବା ବେଳେ ପାଇକମାଲ ଅଞ୍ଚଳର ଟ୍ଵିଟର ଗାର୍ଲ ଭାବେ ଜଣାଶୁଣା ସ୍ୱେଚ୍ଛାସେବୀ ଦୀପା ବାରିକଙ୍କ ପ୍ରୟାସ ଯୋଗୁଁ ଉକ୍ତ ରାସ୍ତା ଅଳ୍ପ ଦିନ ମଧ୍ୟରେ
Read More...

ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ଘରେ ଲଗାଇଲେ ଜାତୀୟ ପତାକା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସମଗ୍ର ଦେଶବ୍ୟାପୀ 'ହର ଘର ତ୍ରିରଙ୍ଗା' କାର୍ଯ୍ୟକ୍ରମ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଏହି କ୍ରମରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ତାଙ୍କର
Read More...

ସଂସ୍କୃତ ମହାବିଦ୍ୟାଳୟରେ ଚାରା ରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆନ୍ତର୍ଜାତୀୟ ଯୁବ ଦିବସ ଓ ବନ ମହୋତ୍ସବ ପାଳନ ଅବସରରେ ବରିକେଲ ସ୍ଥିତ ଲାଳାଜୀ ଗୋପାଳଜୀ ସଂସ୍କୃତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଅଧ୍ୟକ୍ଷ ହରେକୃଷ୍ଣ ମିଶ୍ରଙ୍କ
Read More...