Browsing Tag

padampur news

ଗୁଦେରପାଲି ୫-ଟି ହାଇସ୍କୁଲରେ ଛାତ୍ରୀ ପରିଶ୍ରାଗାର ନାହିଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷା ଦାନ ଯୋଗାଇ ଦେବା ପାଇଁ ସରକାର ସ୍ମାର୍ଟ ଶ୍ରେଣୀ କୋଠରୀ ସହ ଇଲାଇବ୍ରେରୀ ଆଦି କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗୁଦେରପାଲି ବାପୁଜୀ ହାଇସ୍କୁଲକୁ ୫ଟିରେ ରୂପାନ୍ତର କରିଛନ୍ତି । ହେଲେ ୫ଟିରେ ରୁପାନ୍ତର ହୋଇ, ବିଗତ…
Read More...

ପଦ୍ମପୁର ଉପଖଣ୍ଡ ବିଭିନ୍ନ ବ୍ଳକର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବିଭିନ୍ନ ବ୍ଳକ ରାଜବୋଢାସମ୍ବର, ପାଇକମାଲ, ଝାରବନ୍ଧ ଓ ଗାଇସିଲେଟ ଆଦି ୪ଟି ବ୍ଲକରେ ଆଜି ଅଧ୍ୟକ୍ଷ ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଯାଇଛି । ପାଇକମାଲ ବ୍ଲକ ନୂତନ ଅଧ୍ୟକ୍ଷା ଭାବନା ସିଂ, ରାଜ ବୋଡାସମ୍ବର ନୂତନ ଅଧ୍ୟକ୍ଷ…
Read More...

ଉଦୟନାଥ ଫର୍ଣ୍ଣିଚର ତରଫରୁ ମାସିକ କିସ୍ତି ଯୋଜନାର ୯ମ ଲକି ଡ୍ର ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୯ମ ଲକି ଡ୍ର ଉଠାଣ ଗତକାଲି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ପାଟଣାଗଡ଼ର ରାମୁ ବାଗ । ଏହି କାର୍ଯ୍ୟକ୍ରମରେ…
Read More...

ଦଳିତ ସାମ୍ବାଦିକଙ୍କୁ ଆକ୍ରମଣକାରୀକୁ ଗିରଫ ଦାବୀରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ଆମ୍ବେଦକର ୱାରିୟର ସଂଗଠନର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଚରଣ ବିଧି ଉଲଘଂନ ପ୍ରସଙ୍ଗରେ ଖବର ପ୍ରକାଶିତ କରି ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକମାନେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି, ଯାହା ଗଣମାଧ୍ୟମର କଣ୍ଠରୋଧ ଅଟେ । କେତେକ ଘଟଣାର…
Read More...

ପାଇକମାଲ ପଞ୍ଚାୟତରେ ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ତୁଲାବତୀ ତାଣ୍ଡିଙ୍କ ଦାୟିତ୍ଵ ଗ୍ରହଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ସଦର ଗ୍ରାମ ପଞ୍ଚାୟତରେ ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ତୁଲାବତୀ ତାଣ୍ଡି ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି । ଆଜି ପାଇକମାଲ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଅନୀଲ କୁମାର ପାଣିଗ୍ରାହୀଙ୍କ ଠାରୁ ସେ…
Read More...

ଟ୍ରକ ଚକ ତଳେ ଚାପି ହୋଇ ଛାତ୍ରୀଙ୍କ ମୃତ୍ୟୁ, ଘଟଣା ସ୍ଥଳେ ଗାଡି ଚାଳକ ଓ ପୋଲିସକୁ ନିସ୍ତୁକ ମାଡ଼

ପଦ୍ମପୁର, (ନିରୋଜ କୁମାର ପାଣୀ) : ଟ୍ରକ ଚକ ତଳେ ଚାପି ହୋଇ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଟ୍ରକ ଚାଲକ ଓ ପୋଲିସକୁ ନିସ୍ତୁକ ମାଡ଼ ମାରିଛନ୍ତି ଜନସାଧାରଣ । ଏମିତି ଏକ ଦୃଶ୍ୟ ଆସିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଶରଧାପାଲି ଗିରିଧାରୀ କଲେଜ ପାଖରେ…
Read More...

କ୍ଷୁଦ୍ର ଉଦ୍ୟୋଗ ବିକାଶ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଅନ୍ତର୍ଗତ ଗୁଣ୍ଡୋଲମାଲ ସ୍ୱୟଂସହାୟିକା ଗୋଷ୍ଠୀରୁ ୩୦ ଜଣ ପ୍ରାପ୍ତ ବୟସ୍କା ମହିଳାମାନଙ୍କୁ ନେଇ ଚାଲିଥିବା କ୍ଷୁଦ୍ର ଉଦ୍ୟୋଗ ବିକାଶ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ନାବାର୍ଡ ସହାୟତାରେ ଓ ଦେବଦତ୍ତ କ୍ଲବ…
Read More...

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ତରଫରୁ ମହିଳା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ କମାଣ୍ଡେଣ୍ଟ ପବନ କୁମାର ତିବାରୀଙ୍କ ନିର୍ଦ୍ଦେଶନାରେ କସ୍ତୁରବା ଗାନ୍ଧୀ ମାଟ୍ରିକିନେଟାନ୍ ଅନାଥ ଆଶ୍ରମ ପାଇକମାଲରେ ଛୋଟ ଶିଶୁ ଏବଂ କର୍ମଚାରୀଙ୍କ ସହ ମହିଳା ଦିବସ ପାଳନ କରାଯାଇଥିଲା । ଓଡିଶା ଓପିଏସ୍ ବିଏନ୍‌…
Read More...

ତାଲୁକ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ପଦ୍ମପୁର ସବ୍ କଲେକ୍ଟର ସମ୍ମିଳନୀ କକ୍ଷରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ତାଲୁକ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ପଦ୍ମପୁର ସବ୍ କଲେକ୍ଟର ସମ୍ମିଳନୀ କକ୍ଷରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହେବା ସହ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ଏହି ସଚେତନତା ଶିବିରରେ ଅତିରିକ୍ତ ଜିଲ୍ଲା ବିଚାରପତି ତଥା ତାଲୁକ…
Read More...

ସାଇଡୁଙ୍ଗୁରିପାଲିରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକର ସାଇଡୁଙ୍ଗୁରିପାଲିଠାରେ ନାବାର୍ଡ ସହାୟତାରୁ ଦେବଦତ୍ତ କ୍ଲବର ତତ୍ୱାବଧାନରେ ଅଞ୍ଚଳର ମହିଳାମାନଙ୍କୁ ନେଇ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଗାଇସିଲାଟ ବ୍ଳକର ଜିଲ୍ଲା ପରିଷଦ ସଭ୍ୟା ଝରଣା…
Read More...