ମହିଳା ଡିଗ୍ରୀ ମହାବିଦ୍ୟାଳୟ କର୍ମଚାରୀଙ୍କ ବିୟୋଗ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡିଗ୍ରୀ ମହା ବିଦ୍ୟାଳୟର କର୍ମଚାରୀ ବିଲାସିନୀ ବାରିକଙ୍କ ଅକାଳ ବିୟୋଗ ହୋଇଥିବା ଖବର ମିଳିଛି । ମୃତ୍ୟୁ ସମୟରେ ତାଙ୍କୁ ୩୩ ବର୍ଷ ବୟସ ହୋଇଥିଲା । ସେ ଏହି କଲେଜରେ ଚତୁର୍ଥ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ । ସେ ମିଷ୍ଟଭାଷୀ ତଥା!-->…
Read More...
Read More...