Browsing Tag

padampur news

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନ ବିଭାଗର ବିଦାୟକାଳୀନ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନରେ ଯୁକ୍ତତିନି ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ମହା ବିଦ୍ୟାଳୟର ଅଧ୍ୟକ୍ଷ ଡ ଲତିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଦାୟ ଉତ୍ସବରେ ବିଭାଗୀୟ ମୁଖ୍ୟ ଡ…
Read More...

ବୀମାରାଶି ନ ମିଳିବା ପ୍ରତିବାଦରେ ଗାଇସିଲେଟରେ ରାସ୍ତାରୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୨୦୨୧ ଫସଲ ବୀମା କ୍ଷତି ପୂରଣ ଆଜି ପର୍ଯ୍ୟନ୍ତ ମିଳିନଥିବା ଅଭିଯୋଗରେ ଏବଂ ଏଚ୍‌ଡିଏଫ୍‌ସି ବୀମା କମ୍ପାନୀର ମନମୁଖୀ କାରବାର, ଅନିୟମିତତା ଏବଂ ଚାଷୀ କୂଳ ସହ ଛକାପଞ୍ଛା ଖେଳ ଏବଂ ଫସଲ ବୀମା ଆଇନକୁ ଉଲଙ୍ଘନ କରୁଥିବା ପ୍ରତିବାଦରେ ବାଧ୍ୟ ହୋଇ ଆଜି ସକାଳ…
Read More...

କନସିଂହା ସେବା ସମବାୟ ସମିତି ଲିଃ ନିର୍ବାଚନରେ ଦସ୍ତଖତ ଜାଲିଆତି ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ କନସିଂହା ସେବା ସମବାୟ ସମିତି ଲିଃ.ର ଡାଇରେକ୍ଟର ପଦବୀ ପାଇଁ ନାମାଙ୍କନ ପତ୍ରରେ ସମର୍ଥକ ଏବଂ ପ୍ରସ୍ତାବକଙ୍କ ଦସ୍ତଖତ ଜାଳିଆତି ଅଭିଯୋଗରେ ଜଣେ ପ୍ରାର୍ଥିନୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଥିବା ଜଣାପଡିଛି । ସେହିପରି ଅନ୍ୟ ପ୍ରାର୍ଥୀ…
Read More...

ଉତ୍ତର ପ୍ରଦେଶ ଇଟାଭାଟି ମାଲିକ ପାଖରେ ଗରିବ ଆଦିବାସୀ ଶ୍ରମିକଙ୍କ ୧ ଲକ୍ଷ ଟଙ୍କା ବାକି ଥିବା ଅଭିଯୋଗ : ଶ୍ରମିକମାନେ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଉତ୍ତର ପ୍ରଦେଶ ଇଟାଭାଟି ମାଲିକ ପାଖରେ ଗରିବ ଆଦିବାସୀ ଶ୍ରମିକଙ୍କ ୧ ଲକ୍ଷ ଟଙ୍କା ବାକି ଥିବା ଅଭିଯୋଗ ହୋଇଛି । ଏନେଇ ଶ୍ରମିକ ମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ ବରଗଡ ଜିଲ୍ଲାର ପାଇକମାଲ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର ଗ୍ରାମ…
Read More...

ଓଡିଶା ମାଟିର ଗର୍ବ ଶ୍ରୀମତୀ ଦୌପଦୀ ମୁର୍ମୁ ବିପୁଳ ଭୋଟରେ ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ କାମନା କରି ଅଖଣ୍ଡ ଦୀପ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ୧୮ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଦେଶର ରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନରେ ଓଡିଶାର ଗର୍ବ ଶ୍ରୀମତୀ ଦୌପଦୀ ମୁର୍ମୁ ବିପୁଳ ଭୋଟରେ ବିଜୟୀ ହେବା ପାଇଁ ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହ ମହାପ୍ରଭୁଙ୍କ ନିକଟରେ ଆଜି ଦିନ…
Read More...

ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ମେଧାବୀ ଅଭିନନ୍ଦନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିକ୍ଷାବର୍ଷ ୨୦୨୧-୨୨ ମାଟ୍ରିକ ପରୀକ୍ଷାରେ ୯୦% ଅଧିକ ନମ୍ବର ରଖିଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରୁ ୧୭ ଜଣ ଓ ଗାଇସିଲାଟ ଶିଶୁମନ୍ଦିରରୁ ୪ ଜଣଙ୍କୁ ଆଜି ବିଦ୍ୟାମନ୍ଦିର ପରିସରରେ ମେଧାବୀ…
Read More...

ମରୁଡି ଘୋଷଣା, ବୀମାରାଶି ପ୍ରଦାନ ଓ ଚାଷୀଙ୍କୁ ୟୁରିଆ ସାର ଯୋଗାଣ ଦାବୀରେ ଆନ୍ଦୋଳନ ନିଷ୍ପତ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭାରତୀୟ ଜନତା ପାର୍ଟିର ଝାରବନ୍ଧ ଓ ଜଗଦଲପୁର ମଣ୍ତଳର କାର୍ଯ୍ୟକର୍ତ୍ତାମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବିଜେପିର ବରିଷ୍ଠ ନେତା ଦୁର୍ଗାପ୍ରସାଦ ଅଗ୍ରୱାଲଙ୍କ ସଭାପତିତ୍ୱରେ ଝାରବନ୍ଧ ଯାଦବ ସଭା, କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । କ୍ରପ…
Read More...

ସାମ୍ବାଦିକଙ୍କ ମା’ ଦୌପଦୀ ଦାସଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦର୍ହା ନିବାସୀ ତଥା ସାମ୍ବାଦିକ ମନୋହର ଦାସଙ୍କ ମାତା ଦୌପଦୀ ଦାସଙ୍କ ଏକାଦଶାହରେ ତାଙ୍କ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପଦ୍ମପୁର ପୂର୍ବତନ ବିଧାୟକ ତଥା…
Read More...

ଘରେ ଶୋଇଥିବା ଅବସ୍ଥାରେ ସାପ କାମୁଡାରେ ସ୍ୱାମୀ ସ୍ତ୍ରୀ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଥାନା ଝିଟିକି ଗ୍ରାମରେ ଏକ ଅଭାବନୀୟ ଘଟଣା କ୍ରମରେ ଗତ ରାତିରେ ଘରେ ଶୋଇଥିବା ଅବସ୍ଥାରେ ବିଷାକ୍ତ ସାପ କାମୁଡାରେ ସ୍ୱାମୀ ସ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ଦେଢ ବର୍ଷର ଶିଶୁ ଅଳ୍ପକେ ରକ୍ଷା ପାଇଛି । ଘଟଣାରୁ ପ୍ରକାଶ ଯେ, ଝିଟିକି…
Read More...

ଯୋଖିପାଲି ଗ୍ରାମର କୁନି ପ୍ରତିଭା ସିଦ୍ଧି ସ୍ମରଣୀକା ମହାଲିଙ୍ଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ପମି ଡନସନାଙ୍କ ଏକମାତ୍ର ସୁକନ୍ୟା ସିଦ୍ଧି ସ୍ମରଣୀକା ମହାଲିଙ୍ଗ ବର୍ତ୍ତମାନ ଘେଁସ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଚତୁର୍ଥ ଶ୍ରେଣୀର ଛାତ୍ରୀ ଅଟନ୍ତି । ତାଙ୍କ ମା' ସରଣ୍ଡାପାଲି ହାଇସ୍କୁଲର ଜଣେ…
Read More...