ରାଜବୋଡାସମ୍ବର ସଂଗୀତ ସମିତି ତରଫରୁ ମୁହୁରୀ ଉତ୍ସବ ଅନୁଷ୍ଠିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ରାମଜୀ ଟାଉନ୍ ହଲଠାରେ ସଂଗୀତ ସମିତି ପଦ୍ମପୁର ଆନୁକୂଲ୍ୟରେ ପ୍ରଥମ ରାଜବୋଡାସମ୍ବର ମୁହୁରୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଭିନ୍ନ ଗ୍ରାମରୁ ଆସିଥିବା ଦଳ ଓ ମୁହୁରୀ ବାଦକାର ଏବଂ ସାଥୀ କଳାକାର ଶହ ଶହ ସଂଖ୍ୟାରେ!-->…
Read More...
Read More...