ପିଏଚ୍ଡ଼ି ପାଇଲେ ଗୁଦେରପାଲି ଦେବତା ପରିବାରର ଝିଅ ଅଧ୍ୟାପିକା ନୀଲମ୍ ଦେବତା
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗ୍ରାମ ପଞ୍ଚାୟତ ଜାମୁଟପାଲି ଗାଁର ବ୍ୟାଙ୍କ କର୍ମଚାରୀ ସ୍ୱର୍ଗତ ହରିହର ଦେବତା ତଥା ଚାଷୀ ନେତା କିଶୋର ଚନ୍ଦ୍ର ଦେବତାଙ୍କ ଝିଆରୀ ନୀଲମ୍ ଦେବତା । ବରପାଲି ମହିଳା ମହାବିଦ୍ୟାଳୟର ଇଂରାଜୀ ବିଭାଗ!-->…
Read More...
Read More...