ମରୁଡି ଘୋଷଣା, ବୀମାରାଶି ପ୍ରଦାନ ଓ ଚାଷୀଙ୍କୁ ୟୁରିଆ ସାର ଯୋଗାଣ ଦାବୀରେ ଆନ୍ଦୋଳନ ନିଷ୍ପତ୍ତି
ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭାରତୀୟ ଜନତା ପାର୍ଟିର ଝାରବନ୍ଧ ଓ ଜଗଦଲପୁର ମଣ୍ତଳର କାର୍ଯ୍ୟକର୍ତ୍ତାମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବିଜେପିର ବରିଷ୍ଠ ନେତା ଦୁର୍ଗାପ୍ରସାଦ ଅଗ୍ରୱାଲଙ୍କ ସଭାପତିତ୍ୱରେ ଝାରବନ୍ଧ ଯାଦବ ସଭା, କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । କ୍ରପ!-->…
Read More...
Read More...