ଶିକ୍ଷକଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ : ବଦଳି ବନ୍ଦ, ଦରମା ବି ବନ୍ଦ
ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୧୧ ପରବର୍ତ୍ତୀ ବ୍ୟାଚର ଶିକ୍ଷକ ନିଯୁକ୍ତିରେ ଗାଇଡ୍ ଲାଇନ୍କୁ ଅନୁସରଣ ନ କରି ନିଯୁକ୍ତି ପ୍ରଦାନ, ଖାଲି ପଦବୀ ସଂଖ୍ୟା ନ ଦର୍ଶାଇ, ମେଧା ତାଲିକାକୁ ଗୁରୁତ୍ୱ ନ ଦେଇ ନିଜ ମନରେ ଯାହା ଆସିଲା ଶିକ୍ଷକଙ୍କୁ ଦୂରଦୂରାନ୍ତରରେ ନିଯୁକ୍ତି ଦିଆଯାଇଛି ।!-->…
Read More...
Read More...