Browsing Tag

padampur news

ପାଇକମାଲରେ ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲରେ ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସେମିନାରରେ ପ୍ରଧାନ ଶିକ୍ଷକ ଦ୍ୱାଦଶ କୁମାର ପ୍ରଧାନ ସଭାପତିତ୍ୱ କରିଥିଲେ । ଏହି ସେମିନାର କାର୍ଯ୍ୟକ୍ରମରେ ପାଇକମାଲ ବ୍ଲକର ୧୮ଟି…
Read More...

ପଦ୍ମପୁର ବନଦୁର୍ଗା ଦେବୀଙ୍କ ସ୍କନ୍ଦମାତା ବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ସ୍ଥିତ ବନଦୁର୍ଗା ମନ୍ଦିରରେ ଆଜି ବନଦୁର୍ଗା ଦେବୀ ସ୍କନ୍ଦମାତା ବେଶରେ ଦର୍ଶନ ଦେଇଥିଲେ । ଦେବୀଙ୍କୁ ସ୍କନ୍ଦମାତା ବେଶରେ ଦର୍ଶନ ପାଇଁ ମନ୍ଦିର ଆଗରେ ଭକ୍ତଙ୍କ ସମାଗମ ହୋଇଥିଲା । ଭକ୍ତ ମାନେ ପୂଜା ସାମଗ୍ରୀ ସହିତ ଲମ୍ବା ଧାଡିରେ ଛିଡା…
Read More...

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପଦ୍ମପୁର ବ୍ଲକ ମହୁଲପାଲି ଅଙ୍ଗନଦୀରୁ ଜଳ ସଂଗ୍ରହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ୩୦ଟି ଜିଲ୍ଲାରୁ ପାଣି ଓ ମାଟି ଯିବ ସେହିପରି ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ମହୁପାଲି ପଞ୍ଚାୟତ ମହୁପାଲି ଗାଁରୁ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ମହୁଳପାଲି ଅଙ୍ଗ ନଦୀରୁ ଆଜି ଜଳ ସଂଗ୍ରହ କରାଯାଇଛି । ଜିଲ୍ଲାର ଅନ୍ୟ ଦୁଇ ଜାଗାରୁ ଘେଁସ ଓ ପାଣିମୋରାରୁ…
Read More...

ୟୁଥ କ୍ଲବ ପକ୍ଷରୁ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲାଟ ବ୍ଲକର ୟୁଥ କ୍ଲବ ଗାଇସିଲାଟ ଆହ୍ୱାନରେ ୟୁଥ କ୍ଲବ ପରିସରରେ ଏକ ଜରୁରୀ କାଳୀନ ବୈଠକ ପୂର୍ବତନ ସଭାପତି ସୁନୀଲ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ପଦ୍ମପୁର ନବଦୁର୍ଗା ପୂଜାରେ ଆଜି ମା’ ଦୁର୍ଗାଦେବୀ କୂଷ୍ମାଣ୍ଡା ବେଶରେ ସୁସଜ୍ଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ସ୍ଥିତ ବନଦୁର୍ଗା ମନ୍ଦିରରେ ଦେବୀ ଦୁର୍ଗାଙ୍କର ନଅ ଦିନ ବ୍ୟାପୀ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆରମ୍ଭ ହୋଇଯାଇଛି । ଆଜି ଚତୁର୍ଥ ଦିନରେ ମା' ଦୁର୍ଗାଙ୍କୁ କୂଷ୍ମାଣ୍ଡା ବେଶରେ ସଜ୍ଜିତ କରାଯାଇ ପଣ୍ଡିତ ମାନେ ଚଣ୍ଡିପାଠ, ଆଳତୀ,…
Read More...

ସତୀଭଟା ଦେଓଳି ଉଚ୍ଚ ବିଦ୍ୟାଳୟଠାରେ ବିଶ୍ଵ ହୃତପିଣ୍ଡ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପୁରେନା ଦ୍ୱାରା ପଦ୍ମପୁର ବ୍ଲକ ଦେଓଳି ଉଚ୍ଚ ବିଦ୍ୟାଳୟ ସତୀଭଟାଠାରେ ବିଶ୍ୱ ହୃତପିଣ୍ଡ ଦିବସ ପାଳନ କରାଯାଇଛି । ଏହି ଅବସରରେ ଦୀପକ କୁମାର ସାହୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ହୃତପିଣ୍ଡ ଜନିତ ରୋଗର କାରଣ ଲକ୍ଷଣ…
Read More...

ସଚେତନ ହେମା ସାଂସ୍କୃତିକ ସଂଗଠନ ପକ୍ଷରୁ ‘ମା ସାବିତ୍ରୀବାଇ ଫୁଲେ’ ନାଟକ ପ୍ରଦର୍ଶିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଚେତନ ହେମା, ସାଂସ୍କୃତିକ ସଂଗଠନ ଢୋଲବନ୍ଧ, ସର୍ଗିବାହାଲ ପକ୍ଷରୁ କମଗାଁ କନିଷ୍ଠ ମହାବିଦ୍ୟାଳୟ, କମଗାଁ, ବରଗଡଠାରେ 'ମା ସାବିତ୍ରୀବାଇ ଫୁଲେ' ନାଟକ ପ୍ରଦର୍ଶିତ ହୋଇଟାଇଛି । ନାଟକକୁ ରଚନା ଓ ନିର୍ଦ୍ଦେଶନା ଦେଇଥିଲେ ରାଜକୁମାର ସାହୁ । ସାବିତ୍ରୀ…
Read More...

ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀ ନେଇ କେଏମ୍‌ଏମ୍‌ ପକ୍ଷରୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀ ନେଇ ଦୀର୍ଘ ବର୍ଷରୁ ଆନ୍ଦୋଳନ ହୋଇ ଆସୁଛି । ଆଜି ପଶ୍ଚିମ ଓଡ଼ିଶାର କେନ୍ଦ୍ରୀୟ ଓକିଲ ସଂଘ ତରଫରୁ ଧାରଣା ଦିଆଯାଇଥିବା ବେଳେ ସମର୍ଥନ ଜଣାଇବା ସହ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍‌ସ୍ଥାୟୀ…
Read More...

୧୫ ବର୍ଷରେ ପଦାର୍ପଣ କଲା ପଦ୍ମପୁର ବନଦୁର୍ଗା ପୂଜା ଉତ୍ସବ : ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଦଶହରା ମାସ, ଧରାପୃଷ୍ଠରେ ଦେବୀ ଦୁର୍ଗା ଅବତରଣେ କରିଛନ୍ତି । ଓଡ଼ିଶାର ବିଭିନ୍ନ ଶକ୍ତିପୀଠରେ ଦେବୀ ଦୁର୍ଗାଙ୍କ ନବରାତ୍ର ପୂଜା ଚାଲିଛି । ଯାହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ପଦ୍ମପୁର ବନ ଦୁର୍ଗା ମନ୍ଦିର । ପଦ୍ମପୁର ବଡ଼ବନ୍ଧ ସ୍ଥିତ…
Read More...

ଦେବଦତ୍ତ କ୍ଲବରେ କୃଷକ ଉତ୍ପାଦକ କମ୍ପାନୀର ସାଧାରଣ ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଅନ୍ତର୍ଗତ କେନ୍ଦୁଭଟା ସ୍ଥିତ ଦେବଦତ୍ତ କ୍ଲବଠାରେ ଡାଲି ଓ ପନିପରିବା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ନାବାର୍ଡ ସହାୟତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାବାର୍ଡ ବରଗଡରେ…
Read More...