Browsing Tag

padampur news

ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସିଏସସି ଆସୋସିଆସନ ଗାଇସିଲେଟ ବ୍ଲକ ତରଫରୁ ଶ୍ରଦ୍ଧାକର ସାହୁଙ୍କର ନେତୃତ୍ୱରେ ଏକ ବୃକ୍ଷରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଡାଙ୍ଗବାହାଲରୁ ଲେବିଡ଼ି ରାସ୍ତାରେ ପ୍ରାୟ ୧୦୦ରୁ ଅଧିକ ଚାରା ଲଗା ଯାଇଥିଲା । ସମାଜକୁ ପରିବେଶ ବଞ୍ଚାଅ
Read More...

ମରଣଯନ୍ତା ସାଜିଛି ପ୍ରଧାନମନ୍ତ୍ରୀ ସଡକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ବୈରଖପାଲି ଗ୍ରାମରୁ ବୁଡାପାଲି ଗ୍ରାମକୁ ସଂଯୋଗ କରୁଥିବା ଦୁଇଟି ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟିଛି । ଏଠାରେ ସୂଚନା ଯୋଗ୍ୟ ଯେ, ଗଙ୍ଗାଧର୍ ମେହେର ଉଠା ଜଳସେଚନ ପ୍ରକଳ୍ପର କାମ ଚାଲିଥଲା । ରାସ୍ତାରେ ଗାତ ଖୋଳି ନଳ
Read More...

ପାଇକମାଲଠାରେ ସମଲପୁରୀ ଦିନ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲରେ ସମଲପୁରୀ ଦିନ ପାଇଁ ଅନ୍ତିମ ପ୍ରସ୍ତୁତି ବୈଠକ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଂପାଦକ ରାଜେନ୍ଦ୍ର କୁମାର ମହାନ୍ତି ବୈଠକର
Read More...

ବରିଷ୍ଠ ପ୍ରଧାନ ଶିକ୍ଷକ ଜତିନ୍ଦ୍ର ଦାଶଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ କଂସର ବିଦ୍ୟାଳୟରେ କାର୍ଯ୍ୟରତ ଥିବା ପ୍ରଧାନ ଶିକ୍ଷକ ଜତିନ୍ଦ୍ର କୁମାର ଦାଶ ଅବସର ଗ୍ରହଣ କରିଛନ୍ତି । ସେ ଜଣେ ଆଦର୍ଶ ଶିକ୍ଷକ ଭାବରେ ଅଞ୍ଚଳରେ ବେଶ ପରିଚିତ । ଏହି ଅବସରରେ ସଦାନନ୍ଦ ପୁରୋହିତଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା ସଭା
Read More...

୧୮ ଜୁଲାଇରୁ ପଦ୍ମପୁର ସବଡିଭିଜନକୁ ଅଚଳ କରିବ ରାଜବୋଡାସମ୍ବର କୃଷକ ସଙ୍ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର କୃଷକ ସଂଗଠନର ପକ୍ଷରୁ ଗୋରୁବଜାର ପ୍ରାଙ୍ଗଣରେ ସ୍ଥାୟୀ ସଭାପତି ବାଞ୍ଛାନିଧି ସାହୁଙ୍କ ସଭାପତିତ୍ୱରେ ଫସଲବୀମା ବିଭ୍ରାଟକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ୨୦୨୧ ଖରିଫ ଋତୁରେ ଭୟଙ୍କର ମରୁଡି ସତ୍ୱେ
Read More...

ପଦ୍ମପୁର ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ପରିସରରେ ବନ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଯୁବ ରେଡକ୍ରସ୍,ଏନଏସଏସ, ଏନ୍‌ସିସି ଓ ଇକୋ କ୍ଲବ୍‌ର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପୂର୍ବରୁ ଛାତ୍ରଛାତ୍ରୀମାନଙ୍କ
Read More...

ନୃସିଂହନାଥ ହାଇସ୍କୁଲରେ ବନ ମହୋତ୍ସବ ପାଳିତ

ବୃକ୍ଷ ବଞ୍ଚିଲେ ପରିବେଶ ଓ ମଣିଷ ବଂଚିବ ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ନୃସିଂହନାଥ ହାଇସ୍କୁଲ ପରିସରରେ ୭୩ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନେ ଫ୍ଲାଏ କାର୍ଡ ଧରି ଜର୍ଜଗଡ ଗ୍ରାମ ପରିକ୍ରମଣ କରି ସଚେତନତା ବାର୍ତ୍ତା ଓ
Read More...

ଅଲଗ୍‌ କୋଶଲ ରାଜ୍ୟ ଯଥାର୍ଥ : ମହେଶ ପଣ୍ଡା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଲଗ୍‌ କୋଶଲ ରାଜ୍ୟ ଯଥାର୍ଥ ବୋଲି ନିଜ ମତରେ କହିଛନ୍ତି ରାଜ ବୋଡାସମ୍ବରର କୋଶଲ ସଂଗ୍ରାମୀ ମହେଶ ପଣ୍ଡା । ସେ ନିଜ ମତରେ କହିଛନ୍ତି ଯେ, କୋଶଳ ରାଜ୍ୟ ନାଇଁ ହେଇପାରେ ଭାବ୍-ବାରଟା ଗୁଟେ ବୃଥା ସନ୍ଧେହ ଆଏ । ଓଡ଼ିଶା ରାଜ୍ୟରେ ୧୩ଟା ଜିଲ୍ଲା ନୁ ୩୦ଟା
Read More...

ଚିତିସାପ କାମୁଡ଼ାରେ ମହିଳା ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦୁଝର ସଦର ଥାନା ହାଣ୍ତିଭଙ୍ଗା ପଞ୍ଚାୟତ କାଠବାଉଁଶୁଳି ଗ୍ରାମରେ ଚିତିସାପ କାମୁଡ଼ାରେ ସ୍ବର୍ଗତ ଗର୍ଖା ମୁଣ୍ତାଙ୍କ ସ୍ତ୍ରୀ କୁନି ମୁଣ୍ତା (୪୫)ଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ କୁନି ରାତିରେ ଘରେ ଶୋଇଥିବା ସମୟରେ ତାଙ୍କୁ ଏକ ଚିତିସାପ
Read More...

ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଲେରଗାଁ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରାଜ କିଶୋର ରଥଙ୍କୁ ଅବସରକାଳୀନ ସମ୍ୱର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟର ଚେୟାରମେନ ହିରାଲାଲ ରାଉତଙ୍କ ସଭାପତିତ୍ୱରେ ସଭାର ମୁଖ୍ୟ ଅତିଥି ପାଇକମାଲ ବ୍ଲକ ଗୋଷ୍ଠୀ ଶିକ୍ଷା
Read More...