Browsing Tag

padampur news

ପିଲାଙ୍କୁ ପାଠ ପଢ଼ାଇଲେ ସରପଞ୍ଚ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବହାଲ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ଏକ ନିଆରା ପ୍ରୟାସ । ସଦାବେଳେ ସମାଜସେବା କରି ଚର୍ଚ୍ଚାରେ ରହି ଆସୁଥିବା ସରପଞ୍ଚ ଅର୍ପିତା ପଣ୍ଡା ସରପଞ୍ଚ ହେଲା ପରଠୁ ଆଉ ଚୁପ୍ ହୋଇ ବସିନାହାନ୍ତି । ସବୁଦିନ କିଛି ନା କିଛି
Read More...

ପଦ୍ମପୁର ଉପଖଣ୍ଡରେ ସାରର ବ୍ୟାପକ କଳା ବଜାର : ଚାଷୀ ହନ୍ତସନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଏବେ ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ଚାଷ କାର୍ଯ୍ୟ ଚାଲିଥିବା ବେଳେ ଓ ଚାଷ ପାଇଁ ୟୁରିଆ, ପଟାସ, ଡିଏପି, ଗ୍ରୋମର ସାରର ଚାଷୀଙ୍କୁ ବ୍ୟାପକ ମାତ୍ରାରେ ଆବଶ୍ୟକତା ଥିବା ବେଳେ ସେବା ସମବାୟ ସୋସାଇଟି ଓ ଏଜେଣ୍ଟମାନଙ୍କଠାରେ ସାରର ଅଭାବ ଦର୍ଶାଯାଇ ଖୋଲା ବଜାରରେ
Read More...

ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜନ୍ମଦିନ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ସ୍ଥିତ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜନ୍ମଦିନ ପାଳନ ହୋଇଯାଇଛି । ଏହି ଅବସରରେ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରୀମାନଙ୍କ ଦ୍ୱାରା ଜନ୍ମଦିନ ସ୍ମରଣ ଉଦ୍ଦେଶ୍ୟରେ ଏକ "ବରଗଛ" ରୋପଣ କରାଯାଇଛି । ଏକ
Read More...

ବର୍ଷା ଅଭାବ ଯୋଗୁଁ ଗାଇସିଲେଟରେ ମାଣ୍ଡିଆ ଚାଷ ବାଧାପ୍ରାପ୍ତ : ଚାଷୀଙ୍କ ମଧ୍ୟରେ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକରେ ଅଭାବୀ ବର୍ଷା ପାଇଁ ମାଣ୍ଡିଆ ଚାଷ ବାଧାପ୍ରାପ୍ତ ହେବାରେ ଲାଗିଛି । ସୂଚନା ଅନୁସାରେ ଓଡ଼ିଶା ମିଲେଟ ମିଶନ କାର୍ଯ୍ୟକ୍ରମ ଜରିଆରେ ସ୍ଥାନୀୟ ସଂଗଠନ ଦେବଦତ୍ତ କ୍ଲବ୍ ଓ କୃଷି ବିଭାଗର ମିଳିତ ଉଦ୍ୟମରେ
Read More...

ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ସରକାରଙ୍କୁ ଅନ୍ତିମ ଚେତାବନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ାସମ୍ବର କୃଷକ ସଂଗଠନର ସ୍ଥାୟୀ ସଭାପତି ବାଞ୍ଛାନିଧି ନାୟକଙ୍କ ସଭାପତିତ୍ଵରେ ପଦ୍ମପୁର ଗୋରୁ ବଜାରଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚାଷୀମାନ୍ନଙ୍କ ବିଭିନ୍ନ ସମସ୍ୟା ଦିଗରେ ଆଲୋଚନା କରାଯାଇ ରାଜବୋଡାସମ୍ବର କୃଷକ ସଂଗଠନ
Read More...

ରାଜବୋଡାସମ୍ବର କୃଷକ ସଂଗଠନର ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ନିସର୍ଗ ନିବାସଠାରେ ରାଜବୋଡାସମ୍ବର କୃଷକ ସଂଗଠନ ପାଇକମାଲ ଓ ଝାରବନ୍ଧ ବ୍ଲକର ବିଶ୍ୱନାଥ ରଣାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସଂଗଠନର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇ ୨୦୨୧ ମସିହା
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ କାଳୀଚରଣ ଦୁବେଙ୍କ ସଭାପତିତ୍ୱରେ ଅନୁଷ୍ଠାନର ୫୭ତମ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ
Read More...

ବୃକ୍ଷ ରୋପଣ ପାଇଁ ନିଆରା ଅଭିଯାନ : ସ୍କୁଲରେ ପିଲାଟିଏକୁ ଚାରାଟିଏ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଭ୍ୟତା ଆରମ୍ଭ ହୋଇଛି ଜଙ୍ଗଲରୁ । ଜୀବଜଗତ ବଂଚୁଛି ମଧ୍ୟ ବୃକ୍ଷ ପାଇଁ । ମାତ୍ର ଦୁଃଖର କଥା ମଣିଷର ସର୍ବଦା ସଂଗ୍ରାମ ସେଇ ଜଙ୍ଗଲ ସହିତ । ଫଳରେ ଭୟଙ୍କର ସଂକଟରେ ଗତି କରୁଛି ମଣିଷ । ସାଂପ୍ରତିକ ସମାଜରେ କେବଳ ଆତଙ୍କିତ ସମାଜ ପାଇଁ ଏକମାତ୍ର ବିକଳ୍ପ
Read More...

ରାସ୍ତା ମରାମତିର ୬ ଲକ୍ଷ ଟଙ୍କା ଚଳୁ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୧୯-୨୦ ବର୍ଷରେ ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଚୁହାପାଲିରୁ ଝାରବନ୍ଧ ବ୍ଲକର ଧନେଶ୍ଵର ପର୍ଯ୍ୟନ୍ତ ୬ କି.ମି. ଜଙ୍ଗଲ ରାସ୍ତା ମରାମତି ନାମରେ ଆସିଥିବା ୬ ଲକ୍ଷ ଟଙ୍କା ବିନା କାମରେ ବିଲ କରି ଟଙ୍କା ଉଠାଇ ନେଇଥିବା ନେଇ ବରଗଡ ଜିଲ୍ଲାପାଳଙ୍କ ଠାରେ
Read More...

ଜେନିଥ ଲାୟନ୍ସ ଗୁରୁକୂଳରେ ସମ୍ବଲପୁରୀ ଦିନ୍‌ ପାଳିତ

ଲୋକାଭିମୂଖୀ ହେଉଛି ସମ୍ବଲପୁରୀ ସାହିତ୍ୟ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଝାଁକରପାଲିଠାରେ ଥିବା ଜେଲିଥ ଲାୟନ୍ସ ଗୁରୁକୂଳ ବିଦ୍ୟାଳୟଠାରେ ସମ୍ବଲପୁରୀ ଦିନ ସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଣ୍ଡାଙ୍କ ପୌରାହିତ୍ୟରେ
Read More...