Browsing Tag

padampur news

ଦଶମ ରାଜ୍ୟସ୍ତରୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ୍ ଦ୍ଵିତୀୟ ଦିବସ : ସେମି ଫାଇନାଲରେ ପଦ୍ମପୁର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଖଇରପାଲି ଠାରେ ରାଜ୍ୟସ୍ତରୀୟ ଦଶମ ଗୋଳଡେନ ଷ୍ଟାର କ୍ରିକେଟ କପ ଦ୍ଵିତୀୟ ଦିନ ତିନି ଗୋଟି ମ୍ୟାଚ୍‌ ଖେଳା ଯାଇଥିଲା । ପ୍ରଥମ ମ୍ୟାଚ୍‌ ପଦ୍ମପୁର ଦଳ ସରାଇପାଲି ଦଳକୁ ହରାଇଥିଲା । ଦ୍ୱିତୀୟ ମ୍ୟାଚ୍‌ ବରଗଡ ଦଳ କଳାହାଣ୍ଡି ଦଳକୁ ହରାଇ…
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବନବିହାର କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ରବିବାର ଦିନ ପଦ୍ମପୁର ସ୍ଥିତ ଗୁରୁକୂଳ ନବପ୍ରଭାତ ଆଶ୍ରମ ନୂଆପାଲିଠାରେ ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ କଳାକାର ରମେଶ ଗୁର୍ଲା ଦୀପ ପ୍ରଜ୍ୱଳନ ପୂର୍ବକ…
Read More...

ଦଶମ ରାଜ୍ୟସ୍ତରୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ୍ ଉଦଘାଟିତ, ସେମିଫାଇନାଲରେ ସମ୍ବଲପୁର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଖଇରପାଲି ଠାରେ ରାଜ୍ୟସ୍ତରୀୟ ଦଶମ ଗୋଳଡେନ ଷ୍ଟାର କ୍ରିକେଟ କପ୍‌ ଉଦ୍‌ଘାଟିତ ହୋଇଯାଇଛି । ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଶୁଭ ଉଦ୍‌ଘାଟନ କରିଥିବା ବେଳେ ପ୍ରଥମ…
Read More...

ପୁଷ୍‌ପୁନିର ଛେର ଛେରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ଅନେକ ପର୍ବ ପର୍ବାଣୀ ମଧ୍ୟରେ ପୁଷ୍‌ପୁନି ହେଉଛି ଅନ୍ୟତମ ପର୍ବ । ଏହା ଏକ ନିଆରା ପର୍ବ, ଏଥିରେ ସାଜସଜ୍ଜା ନାହିଁ କି ପୂଜା ପାଠ ନାହିଁ । ଖାଇବା, ପିଇବା, ମଜା ମଜଲିସ କରିବା ଭଲି ଏକ ସୁନ୍ଦର ତିହାର । କିଛି ବର୍ଷ ଆଗରୁ ଚାଷୀ ଓ…
Read More...

କାବେରୀ ସିଡ୍ସ ତରଫରୁ କୃଷି ମେଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ଧଉରାଭଟା ଗ୍ରାମରେ ଏକ କୃଷି ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ଭାବରେ କାବେରୀ ସିଡ୍ସ କମ୍ପାନୀର ଓଡ଼ିଶା କୃଷି ଅଧିକାରୀ ଅଶୋକ କୁମାର ମହାପାତ୍ର ସମ୍ମାନିତ ଅତିଥି ପଶ୍ଚିମ ଓଡ଼ିଶା କୃଷି…
Read More...

ପାଇକମାଲରେ ମାଗଣା ସ୍ୱାସ୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ସ୍ଥିତ ନୃସିଂହନାଥ ଧର୍ମଶାଳାଠାରେ ଗୁରୁବାର ସନ୍ଧ୍ୟାରେ ମାଗଣା ସ୍ୱାସ୍ଥ୍ୟ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ କୁଲତା ଯୁବ ସଂଗଠନର ସଭାପତି ଡା. ବୁଲୁ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୁଲତା ଯୁବ ସଂଗଠନ ଆନୁକୂଲ୍ୟରେ ଆସନ୍ତା ୮…
Read More...

ପାଇକମାଲ ବ୍ଲକ ଆତ୍ମା କୃଷକ ଉପଦେଷ୍ଟା କମିଟିର ସଭାପତି ହେଲେ ଯୋଗେନ୍ଦ୍ର ଭୋଇ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ବ୍ଲକ ଆତ୍ମା କାର୍ଯ୍ୟାଳୟଠାରେ ପ୍ରଥମ ବୈଠକରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ କୃଷକ ଉପଦେଷ୍ଟା କମିଟିର ସମସ୍ତ ସଭ୍ୟ ଯୋଗଦାନ କରିଥିଲେ । ବୈଠକରେ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡ ସନ୍ତୋଷ କୁମାର ସାହୁ, ପାଇକମାଲ ବ୍ଲକ କୃଷି…
Read More...

ଶୀତକାଳୀନ ଜାତୀୟ ସେବା ଯୋଜନା ଶିବିର ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶିବିର ଭାରପ୍ରାପ୍ତ ଅଧ୍ୟକ୍ଷ ଲଳିତ ମୋହନ ପଣ୍ତାଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ପ୍ରୋଗ୍ରାମ ଅଧିକାରୀ ସଂଜୟ ଟିଗା କ୍ୟାମ୍ପର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଶୀତକାଳୀନ ଜାତୀୟ ସେବା ଯୋଜନା…
Read More...

ଆଞ୍ଚଳିକ ବୈଷମ୍ୟର ନଗ୍ନ ଉଦାହରଣ, ଛୁଟି ତାଲିକାରୁ ପୌଷପୂର୍ଣ୍ଣିମା ପଡିଛି ବାଦ : ପଶ୍ଚିମ ଓଡ଼ିଶାରେ ତୀବ୍ର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତାକାଲି ପୌଷ ପୂର୍ଣ୍ଣିମା କିନ୍ତୁ ବିଡ଼ମ୍ବନାର ବିଷୟ ଯେ, ପଶ୍ଚିମ ଓଡ଼ିଶାର ଅନନ୍ୟ ମହାପର୍ବ ଦିନ ଖୋଲା ରହିବ ସ୍କୁଲ କଲେଜ ଅଫିସ । ଧୀରେ ଧୀରେ ପୂର୍ବ ଏବଂ ପଶ୍ଚିମ ଓଡ଼ିଶାର ଚାଲିଚଳଣୀ ପର୍ବ ପର୍ବାଣି ମଧ୍ୟରେ ଫରକ ରହୁଥିବାରୁ ପଶ୍ଚିମ ଓଡ଼ିଶାର…
Read More...

ନିଆରା ଭାବରେ ନୂଆବର୍ଷ ପାଳନ କଲେ ସମାଜସେବୀ ବୁଲୁ ଦାସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୂଆବର୍ଷରେ ସମସ୍ତେ ନିଜ ନିଜର ଯୋଜନା ପ୍ରସ୍ତୁତ କରିଛନ୍ତି । କିଏ ନିଜ ବିଜନେସ ବଢ଼ାଇବ, କିଏ ନିଜ ସମ୍ପତି ବଢ଼ାଇବ, କିଏ ଘରର ଉଚ୍ଚତା ବଢ଼ାଇବ ଆଉ କିଏ ବ୍ୟାଙ୍କ୍ ବାଲାନ୍ସ ବଢ଼ାଇବ । ହେଲେ ସେ କିନ୍ତୁ ନିଷ୍ପତି ନେଇଛନ୍ତି ନିଜ ସେବାର ପରିସର ବଢ଼ାଇବା…
Read More...