ପମି ଡନସନା ଏବଂ ଅଶ୍ୱିନୀ ଦାଶଙ୍କ ପ୍ରୟାସରେ ଉଦ୍ଧାର ହେଲେ ଜଣେ ବୃଦ୍ଧ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଅବହେଳିତ, ଅପ୍ରୀତିକର, ଅସାମାଜିକ ପରିସ୍ଥିତିରେ ଜୀବନ କାଟୁଥିଲେ ମାନସିକ ବିକାରଗ୍ରସ୍ତ ବୃଦ୍ଧ ବ୍ୟକ୍ତି । ଏପରି ଏକ ଅଭାବନୀୟ ଦୁଃଖଦ ଘଟଣା ଦେଖିବାକୁ ମିଳିଥିଲା ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ୍ ମୋନହାରପାଲିରେ । ବୃଦ୍ଧ ଜଣକ ଅସହାୟ!-->…
Read More...
Read More...