Browsing Tag

nuapada news

ଦୁର୍ଘଟଣା ଘଟି ଅଳ୍ପକେ ରକ୍ଷା ପାଇଲେ ଦୁଇ ବାଇକ ଆରୋହୀ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବୋଡେନ ଛକ ନିକଟରେ ଦୁର୍ଘଟଣା ଘଟି ଦୁଇ ବାଇକ ଆରୋହୀ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ସୂଚନା ଅନୁସାରେ ଖଡ଼ିଆଳର ରୋମାଞ୍ଚଳ ସାହୁ (୫୦) ଓ ମଣ୍ଡୋସିଳ ଗ୍ରାମର କାହ୍ନୁ ସାହୁ (୩୦) ଏକ ବାଇକରେ ଖଡ଼ିଆଳ ପଟକୁ ଆସୁଥିବା ବେଳେ ବୋଡେନ
Read More...

ପ୍ଲାଷ୍ଟିକ ମୁକ୍ତ ଭାରତ ଆହ୍ୱାନ : ସ୍ୱାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ବୁଦ୍ଧିକୋମନା ପଞ୍ଚାୟତ ପଣ୍ଡରାପଥର ଗ୍ରାମରେ ନେହେରୁ ଯୁବକେନ୍ଦ୍ର, ଅଙ୍ଗନୱାଡ଼ି କର୍ମୀ, ୱାର୍ଡ ମେମ୍ବର ଏବଂ ଗ୍ରାମର ଧରୁଆବୁଢ଼ା ଯୁବକ ସଂଘର ମିଳିତ ଉଦ୍ୟମରେ କ୍ଲିନ୍ ଇଣ୍ଡିଆ ପ୍ଲାଷ୍ଟିକ ମୁକ୍ତ ଭାରତ କାର୍ଯ୍ୟକ୍ରମ
Read More...

ଶ୍ରମିକ ମହାସଂଘ ତରଫରୁ ଶ୍ରମିକ ଗର୍ଜ୍ଜନ ସମାବେଶ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ତରଫରୁ ଶ୍ରମିକ ଗର୍ଜ୍ଜନ ସମାବେଶ ଅନୁଷ୍ଟିତ ହୋଇଯାଇଛି । ଜିଲ୍ଲାର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟାକ ଶ୍ରମିକ ଆସି ସମାବେଶରେ ଯୋଗ ଦେବା ସହିତ ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶ୍ରମିକ ମହାସଂଘ
Read More...

ପାନୀୟ ଜଳ ବଣ୍ଟନରେ ଅନିୟମିତତା : ଟାୟାର ଜାଳି ରାସ୍ତା ଅବରୋଧ କଲେ ଗ୍ରାମବାସୀ

ନୂଆପଡା, (ନିରାକାର ମେହେର) : ପାନୀୟଜଳ ଉତ୍କଟ ସମସ୍ୟାରେ ଅତିଷ୍ଠ ହୋଇ ଶେଷରେ ନିଆଁ ଜାଳି ରାଜରାସ୍ତା ଅବରୋଧ କଲେ ସାଧାରଣ ଲୋକେ । । ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଡମଝର ଗ୍ରାମକୁ ପାନୀୟ ଜଳ ବଣ୍ଟନ ନେଇ ବ୍ୟାପକ ସମସ୍ୟା ଦେଖାଯାଉଛି । ଫଳରେ ପାନୀୟ ଜଳ ବଣ୍ଟନ ପ୍ରକଳ୍ପ ବଣ୍ଟନ
Read More...

ବିନା ଭକତରେ ହେବ ସୁନାଦେଈ ଯାତ୍ରା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସୁନାବେଡା ଅଞ୍ଚଳର ଆରାଧ୍ୟଦେବୀ ମାଁ ସୁନାଦେଈଙ୍କ ପ୍ରସିଦ୍ଧ ସୁନାଦେଈ ଯାତ୍ରା ଆସନ୍ତା କୁମାର ପୂର୍ଣ୍ଣିମାରେ ଆରମ୍ଭ ହେବ । ସୁନାଦେଈ ଯାତ୍ରା ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଚଳିତ ବର୍ଷ
Read More...

ନୂଆପଡା ଜିଲ୍ଳାର ମହିଳା ରାଜମିସ୍ତ୍ରୀ ପଦ୍ମିନୀ ରଣା

ନୂଆପଡା, (ନିରାକାର ମେହେର) : ସବୁବେଳେ କଥା କଥାରେ ପୁରୁଷ ଓ ମହିଳାଙ୍କ କାମକୁ ନେଇ ବହୁତ ସ୍ଥାନରେ ତୁଳନା କରାଯାଏ । ଏହି କାମ ମହିଳାମାନେ କରିପାରନ୍ତି ନାହିଁ ପୁରୁଷମାନେ କରିପାରନ୍ତି । ଏମିତି କଥା ସବୁବେଳ ଶୁଣିବାକୁ ମିଳେ । ଏପରି ଏକ ଦୃଶ୍ୟ ଦେଖିବାକୁ ମଳିଛି ନୂଆପଡା ଜିଲ୍ଲା କୋମନା
Read More...

ବିଦ୍ୟୁତ ତାର ଲାଗି ଯୁବକଙ୍କ ମୃତ୍ୟୁ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଳା ଗ୍ରାମପଂଚାୟତ ଖଏରଭାଡ଼ି ଗ୍ରାମର ମିଳାପ ଠେଲା ନିଜ ବିଲକୁ ଯାଉଥିବା ବେଳେ ପୂର୍ବରୁ ବିଦ୍ୟୁତ ତାର ଛିଣ୍ଡି ପଡିଥିଲା, ମିଳାପ ନ ଜାଣି ବିଦ୍ୟୁତ ତାରରେ ଲାଗି ମୃତ୍ୟୁବରଣ କରିଥିବା ଜଣାପଡିଛି । ଏହି ଘଟଣା ନେଇ
Read More...

ସିନାପାଲିରେ ଜଳସେଚନ ପାଇଁ ଜଳସମ୍ପଦ ମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦେଲା ବିଜେଡ଼ି

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ ଜଳସେଚନ ସୁବିଧା ପାଇଁ ବିଜେଡ଼ି ପକ୍ଷରୁ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାଶଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ନୂଆପଡ଼ା ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲଙ୍କ ନେତୃତ୍ଵରେ ଏକ
Read More...

ନୂଆପଡାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଆୟୁଷ୍ମାନ ଯୋଜନା ଫେଲ : ସାଧାରଣରେ ଅଭିଯୋଗ

ନୂଆପଡା, (ନିରାକାର ମେହେର) : କେନ୍ଦ୍ର ଏବଂ ରାଜ୍ୟ ସରକାର ସାଧାରଣ ଲୋକଙ୍କ ଚିକିତ୍ସା ପାଇଁ ଆୟୁଷ୍ମାନ ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ଅନେକ ଜନ ହିତକର ଯୋଜନା ମାନ ପ୍ରଣୟନ କରିଛନ୍ତି । ହେଲେ ନୂଆପଡା ଜିଲ୍ଲାରେ ଏସବୁ ଯୋଜନା ନାମକୁ ମାତ୍ର ହୋଇ ରହିଯାଉଛି ବୋଲି ମତପ୍ରକାଶ
Read More...

ପ୍ରକୃତିର ଦାନ ଉପକାଗଙ୍ଗା ଓ କପାଟ ଦରହ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାରେ ଅନେକ ପର୍ଯ୍ୟଟନ ସ୍ଥଳୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ସ୍ଥାନ ରହିଛି । ପ୍ରାକୃତିକ ଦୃଶ୍ୟ ସହିତ ନିଆରା ପରିବେଶର ମଜା ନେବା ପାଇଁ ବର୍ଷ ସାରା ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ । ଜିଲ୍ଲାର ବୋଡେ଼ନ ବ୍ଲକ ଝରଣାମାଲ ଗାଁରେ ରହିଛି ଏଭଳି ଏକ
Read More...