ବଜାର ଭିତରେ ମହୁମାଛି ଆକ୍ରମଣ : ୫୦ରୁ ଅଧିକ ଆହତ
ନୂଆପଡା, (ନିରାକାର ମେହେର) : ଖରିଆର ବ୍ଲକ ଅନ୍ତର୍ଗତ ଦୋହେଲାପଡା ଗାଁରେ ମହୁମାଛି ଆକ୍ରମଣରେ ୫୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁୟାୟୀ, ସାପ୍ତାହିକ ହାଟରେ ଗହଳି ଲାଗିଥିବା ବେଳେ ମହୁମାଛିମାନେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ ।!-->…
Read More...
Read More...