Browsing Tag

news of world

ବିଶ୍ୱର ସବୁଠାରୁ ଖତର୍‌ନାକ୍‌ ସ୍ଥାନରେ ଦେଖିବାକୁ ମିଳିଲା ବିଶାଳ ପ୍ରଜାପତି : ଚଢେ଼ଇ ପରି ଡେଣା

ଚେର୍ନୋବିଲ : ବିଶ୍ୱର ସବୁଠାରୁ ଖତର୍‌ନାକ୍‌ ସ୍ଥାନ ସୁମାର ୟୁକ୍ରେନ୍‌ର ଚେର୍ନୋବିଲ ପରମାଣୁ ପାୱର ପ୍ଲାଣ୍ଟର ଦୁର୍ଘଟଣା ସ୍ଥଳ ନିକଟରେ ଦେଖିବାକୁ ମିଳିଛି ଏକ ବିଶାଳ ପ୍ରଜାପତି । ଏହି ପ୍ରଜାପତିର ଡେଣା ଏତେ ବଡ଼ ଯେ ଦେଖିବାକୁ ପକ୍ଷୀର ଡେଣା ଭଳି ଜଣାପଡ଼ୁଛି । ଏହା ଚେର୍ନୋବିଲ
Read More...

ପିଓକେ ଜେଲରେ ୯ ବର୍ଷ ହେଲା ବଂଦୀ ହୋଇ ରହିଛନ୍ତି ରାଜନୀତିକ କାର୍ଯ୍ୟକର୍ତ୍ତା : ଗିଲ୍‌ଗିତ-ବାଲ୍‌ଟିସ୍ତାନରେ ବିକ୍ଷୋଭ…

ହୁଂଜା : ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଗିଲଗିତ-ବାଲ୍‌ଟିସ୍ତାନ ଅଂଚଳରେ ଗତ ଗୁରବାର ଦିନ ପୁଣି ଥରେ ଜୋର୍‌ଦାର୍‌ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ହୁଂଜା ଅଂଚଳର ହଜାର ହଜାର ଲୋକେ ୨୦୧୧ରୁ ଜେଲ୍‌ରେ ବଂଦୀ ଥିବା ରାଜନୀତିକ କାର୍ଯ୍ୟକର୍ତ୍ତାଙ୍କୁ ଖଲାସ୍‌ କରାଯିବା ଦାବୀ କରିଛନ୍ତି ।
Read More...

ଆମେରିକାରେ ଆକାଶରୁ ବର୍ଷିଲେ ଗଦା ଗଦା ମୃତ ପକ୍ଷୀ : ଜନସାଧାରଣରେ ବିନାଶର ଆଶଙ୍କା

ଫିଲାଡେଲ୍‌ଫିଆ‌ : ଆମେରିକାର ଫିଲାଡେଲ୍‌ଫିଆ ସହରରେ ୭୨ ବର୍ଷ ପରେ ଏଭଳି ଏକ ଆତଙ୍କିତ ଘଟଣା ଦେଖିବାକୁ ମିଳିଛି । ଅଚାନକ୍‌ ଆକାଶରୁ ବର୍ଷା ହେବା ଭଳି ବର୍ଷିଲେ ଗଦା ଗଦା ମୃତ ପକ୍ଷୀ । ସୂଚନା ଅନୁସାରେ ଗତ ୨ ତାରିଖ ଦିନ ଆକସ୍ମାତ୍‌ ୧୫ ଶହରୁ ଅଧିକ ପ୍ରବାସୀ ପକ୍ଷୀ ଆକାଶରୁ ଖସି ପଡ଼ିଥିବା
Read More...

ଭାରତର ବୃଦ୍ଧି ପାଉଥିବା ଶକ୍ତିରେ ଭୟଭୀତ ପାକିସ୍ତାନ : ନିଜର ଦୁର୍ବଳତା ନେଇ ନେଲା ଏଭଳି ନିଷ୍ପତ୍ତି

ଇସ୍‌ଲାମାବାଦ : ଭାରତର ବୃଦ୍ଧି ପାଉଥିବା ଶକ୍ତିରେ ଭୟଭୀତ ହୋଇଛି ପାକିସ୍ତାନ । ଭାରତୀୟ ସେନା, ବାୟୁସେନା ଏବଂ ନୌସେନା ନିୟମିତ ଭାବେ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି । ଭାରତର ଏଭଳି ବଢ଼ି ଚାଲିଥିବା ଶକ୍ତିକୁ ଦେଖି ପାକିସ୍ତାନର ବନ୍ଧୁ ଦେଶ ଚୀନ୍‌ର ମଧ୍ୟ ଚିନ୍ତା ବଢ଼ିଛି । ଗଲୱାନ୍‌ରେ
Read More...

ସାରା ବିଶ୍ୱରେ କୋଭିଡ଼-୧୯ ଭୂତାଣୁ ସଂକ୍ରମିତ କରାଇଥିବା ଚୀନ୍‌କୁ ବହୁତ ମହଙ୍ଗା ପଡ଼ିବ : ଟ୍ରମ୍ପ

ୱାଶିଂଟନ୍‌ : ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ଼ ଟ୍ରମ୍ପ ଚୀନ୍‌କୁ କଡ଼ା ଚେତାବନୀ ଦେଇ କହିଛନ୍ତି, ସାରା ବିଶ୍ୱରେ କୋଭିଡ-୧୯ ଭୂତାଣୁ ସଂକ୍ରମିତ କରାଇଥିବା ଚୀନ୍‌କୁ ଏଥିପାଇଁ ବହୁତ ମହଙ୍ଗା ପଡ଼ିବ । କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ପରେ ଆର୍ମି ହସ୍‌ପିଟାଲ୍‌ରୁ ହ୍ୱାଇଟ୍‌ ହାଉସ୍‌
Read More...

ଆସନ୍ତା ମାସରୁ ବ୍ରିଟେନ୍‌ରେ ମିଳିପାରେ କରୋନା ଭାଇରସ୍‌ ଟୀକା

ଲଣ୍ଡନ : ସାରା ବିଶ୍ୱ ଏବେ କରୋନା ସହ ଲଢ଼ୁଛି । ଏମିତି ସମୟରେ ଏକ ଭଲ ଖବର ସାମ୍ନାକୁ ଆସୁଛି । ବ୍ରିଟେନ୍‌ରେ ଆସନ୍ତା ମାସରୁ କରୋନା ଭାଇରସ୍‌ ଭେକ୍‌ସିନ୍‌ ଦିଆଯିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବ୍ରିଟେନ୍‌ ହେଲ୍‌ଥ ସିଷ୍ଟମ୍‌ ପକ୍ଷରୁ କ୍ରିସମସ
Read More...

ଟ୍ରମ୍ପ୍‌ଙ୍କ ଘୋଷଣା : ଖ୍ରୀଷ୍ଟମସ୍‌ ପର୍ଯ୍ୟନ୍ତ ଆଫ୍‌ଗାନିସ୍ଥାନରୁ ହଟିଯିବେ ଆମେରିକା ସେନା

ୱାଶିଂଟନ୍‌ : ଆଫଗାନିସ୍ଥାନ ଉପରେ ଆକ୍ରମଣର ୧୯ ବର୍ଷ ପୂରି ଯିବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଗତକାଲି ଘୋଷଣା କରିଛନ୍ତି ଯେ, ଆଗାମୀ ଖ୍ରୀଷ୍ଟ୍‌ମସ ପର୍ଯ୍ୟନ୍ତ ଆଫ୍‌ଗାନିସ୍ଥାନରୁ ହଟିଯିବେ ଆମେରିକା ସେନା । ରାଷ୍ଟ୍ରପତି ଟ୍ରମ୍ପ୍‌ ଟ୍ୱିଟ୍‌ କରି କହିଛନ୍ତି ଯେ,
Read More...

ବ୍ରିଟେନ୍‌ର ବିଦ୍ୟାଳୟ ପୁସ୍ତକରେ ହିନ୍ଦୁ ଧର୍ମର ଭୁଲ ଚିତ୍ରଣ : ବିରୋଧ ପରେ ମାଗିବାକୁ ପଡ଼ିଲା କ୍ଷମା

ଲଣ୍ଡନ : ହିନ୍ଦୁ ଧର୍ମ ଉପରେ ଏକ ଅଧ୍ୟାୟରେ ଆତଙ୍କବାଦର ଛାପ ଛଡ଼ାଯାଇଥିବା କାରଣରୁ ଅଭିଭାବକ ଏବଂ ବ୍ରିଟେନ୍‌ ହିନ୍ଦୁ ସଂଗଠନର ବିରୋଧ ପରେ ଇଂଲଣ୍ଡର ଏକ ସ୍କୁଲ କ୍ଷମା ମାଗିଛି । ଏପରିକି ସ୍କୁଲ ନିଜ ୱେବ୍‌ସାଇଟ୍‌ରୁ ସେହି ସ୍କୁଲ ୱାର୍କବୁକ୍‌କୁ ହଟେଇ ଦେଇଥିବା ଜଣାପଡ଼ିଛି । ଇଂଲଣ୍ଡର
Read More...

୧ ଲକ୍ଷ ଟଙ୍କିଆ ନୋଟ୍‌ ଛାପିବା ପ୍ରସ୍ତୁତିରେ ବେନେଜୁଏଲା : ଏମିତି ୨ଟି ନୋଟ୍‌ରେ ମିଳିବ ୧ କିଲୋ ଚାଉଳ

କାରାକସ୍‌ : କେବେ ଦିନେ ତୈଳ ଉତ୍ପାଦନ ଯୋଗୁଁ ଅପାର ସଂପନ୍ନତାରେ ପରିପୂର୍ଣ୍ଣ ଥିବା ଦକ୍ଷିଣ ଆମେରିକୀୟ ଦେଶ ବେନେଜୁଏଲାରେ ଏବେ ଲୋକ ଭୋକରେ ମରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଦେଶର ଆର୍ଥିକ ପରିସ୍ଥିତି ଦିନକୁ ଦିନ ଆହୁରି ଖରାପ ହେବାରେ ଲାଗିଛି । ଏହି ଦେଶର ଏଭଳି ଅବସ୍ଥା
Read More...

ସିଡ଼ିସି କହିଲା, ବାୟୁରେ ବ୍ୟାପୁଛୁ କରୋନା ଭୂତାଣୁ

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ମହାମାରୀ ଦିନକୁ ଦିନ ତାର କାୟାବସ୍ତାର କରି ଚାଲିଛି । କରୋନାକୁ ନେଇ ଆମେରିକାର ସେଣ୍ଟର ଫର୍‌ ଡିଜିଜ୍‌ କଂଟ୍ରୋଲ ଏଣ୍ଡ୍‌ ପ୍ରିଭେନ୍‌ସନ୍‌(ସିଡ଼ିସି) ପକ୍ଷରୁ କୁହାଯାଇଛି ଯେ, କରୋନା ଭୂତାଣୁ ବାୟୁମଣ୍ଡଳରେ କିଛି ଘଂଟା ଧରି ରହି ପାରୁଥିବା ବେଳେ ବାୟୁ
Read More...