Browsing Tag

news of world

ପୃଥିବୀର ଅତି ନିକଟରୁ ଚାଲିଗଲା ଜ୍ୟୋତି‌ଷ୍କ : ଜାଣି ପାରିଲା ନାହିିଁ ନାସା

ୱାଶିଂଟନ୍ : ଏକ ଜ୍ୟୋତି‌ଷ୍କ ପୃଥିବୀର ଅତି ନିକଟବର୍ତ୍ତୀ ହୋଇ ଚାଲିଗଲା ଏବଂ ମହାକାଶ ଏଜେନ୍ସିମାନେ ମଧ୍ୟ ଏଥିପ୍ରତି ସଚେତନ ନଥିଲେ । ଏହି ଜ୍ୟୋତି‌ଷ୍କ ପୃଥିବୀଠାରୁ ୩୦୦ କିଲୋମିଟର ଦୂରରେ ଅତିକ୍ରମ କରିଥିବା କୁହାଯାଇଛି । ୨୦୨୦ଭିଟି୪ ନାମକ ଏହି ଜ୍ୟୋତି‌ଷ୍କ ଗତ୧୩ ନଭେମ୍ବରରେ ପୃଥିବୀ
Read More...

ଆଇନଗତ ଯୁଦ୍ଧରେ ଡୋନାଲ୍ଡ ଟ୍ରମ୍ପ ବିଫଳ : ବାଇଡେନଙ୍କ ଠାରୁ ବିଜୟ ହାସଲ ପାଇଁ ପୁଣି ନୂଆ ରଣନୀତି

ୱାଶିଂଟନ୍ : ମିସିଗାନ୍ ରିପବ୍ଲିକାନ୍ ସାଂସଦମାନେ ଶୁକ୍ରବାର ହ୍ୱାଇଟ୍ ହାଉସରେ ହାଜର ହୋଇଥିଲେ । ବାସ୍ତବରେ, ନିର୍ବାଚନରେ ​​ହାରିଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେୟାର ସଂରକ୍ଷଣରେ ଏବେ ବି ନିୟୋଜିତ ଅଛନ୍ତି । ବର୍ତ୍ତମାନ ମିସିଗାନର ସାଂସଦଙ୍କୁ କୁହାଯାଉଛି ଯେ, ଜୋ
Read More...

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦକୁ ଘେରିବାରୁ ପାକିସ୍ତାନକୁ ରକ୍ଷା କରିବାକୁ ଓହ୍ଲାଇଲା ଚୀନ୍

ଇସଲାମାବାଦ : ଆତଙ୍କବାଦକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନ ଉପରେ ବର୍ଷିବା ସମୟରେ ପାକିସ୍ତାନର ଘନିଷ୍ଠ ବନ୍ଧୁ ଚୀନ୍ ସାହାଯ୍ୟ କରିବାକୁ ତୁରନ୍‌ନ୍ତ ଓହ୍ଲାଇ ଆସିଛି । ଆତଙ୍କବାଦ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଅନ୍ତର୍ଜାତୀୟ ସମାଲୋଚନାର ଶିକାର
Read More...

ଭାରତ ଓ ଚୀନ ମଧ୍ୟରେ ସବୁ କ୍ଷେତ୍ରରେ ଜାରି ରହିଛି ଛକାପନ୍‌ଝା : ନେପାଳକୁ ଆର୍‌ଏଡ଼ବ୍‌ଲ୍ୟୁ ମୁଖ୍ୟଙ୍କ ଗସ୍ତ ପରେ ଏବେ…

କାଠମାଣ୍ଡୁ : ଦୁଇ ଦିନ ପୂର୍ବେ ଭାରତ ଏହାର ସର୍ବୋଚ୍ଚ କୂଟନୀତିଜ୍ଞଙ୍କୁ ନେପାଳ ପଠାଇଥିଲା ଏବଂ ବର୍ତ୍ତମାନ ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ନେପାଳ ଗସ୍ତରେ ଯିବାକୁ ପ୍ରସ୍ତୁତ ହେଉଛନ୍ତି । କାଠମାଣ୍ଡୁ ପୋଷ୍ଟ୍‌ର ରିପୋର୍ଟରେ କୁହାଯାଇଛି ଯେ, ନେପାଳର ବୈଦେଶିକ ମନ୍ତ୍ରଣାଳୟ ଏ
Read More...

କାବୁଲ ଉପରେ ବମ୍-ରକେଟ୍ ମାଡ଼ : ୩ ଜଣ‌ଙ୍କ ମୃତ୍ୟୁ ଆଶଂକା

କାବୁଲ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିବା ବେଳେ ଏହିକୁ ନେଇ ଅନେକ ଚଚ୍‌ର୍ଚ୍ଚା ବାହାରକୁ ଆସିଛି, ​​ଯେଉଁଥିରେ ଦାବୀ କରାଯାଇଛି ଯେ ସହରକୁ ରକେଟ୍ ଆକ୍ରମଣ କରାଯାଇଛି । ବୋମା ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା
Read More...

ଡବ୍ଲ୍ୟୁଏଚ୍‌ଓ.ରେ ପୁଣି ସାମିଲ୍‌ ହେବ ଆମେରିକା, କହିଲେ ବାଇଡେନ୍‌

ୱାଶିଂଟନ୍‌ : ଡବ୍ଲ୍ୟୁଏଚ୍‌ଓ.ରେ ପୁଣି ସାମିଲ୍‌ ହେବ ଆମେରିକା ବୋଲି ନବ ନିର୍ବାଚିତ ଆମେରିକା ରା‌ଷ୍ଟ୍ରପତି ଜୋ ବାଇଡେ଼ନ୍‌ କହିଛନ୍ତି । କରୋନା ସଂକ୍ରମଣ ପରିଚାଳନାରେ ବିଫଳ ହୋଇଥିବା ଅଭିଯୋଗ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ରୁ ଓହରି ଯାଇଥିବା ଯୁକ୍ତରାଷ୍ଟ୍ର ଆମେରିକା
Read More...

ପାକିସ୍ତାନ ଏବଂ ୟୁଏଇରେ ଦୂରତା ବୃଦ୍ଧି ହେବାର କାରଣ କ’ଣ ?

ଇସ୍‌ଲାମାବାଦ : ସଂଯୁକ୍ତ ଆରବ ଏମିରେଟ୍ସ ପାକିସ୍ତାନ ସମେତ ୧୨ ଟି ଦେଶର ଯାତ୍ରୀଙ୍କୁ ଭିସା ପ୍ରଦାନ ସାମୟିକ ଭାବେ ବନ୍ଦ କରି ଦେଇଛି । କିନ୍ତୁ ଏହି ଦେଶଗୁଡ଼ିକରେ ଭାରତର ନାମ ସାମିଲ୍‌ ହୋଇ ନଥବା କୁହାଯାଇଛି । ସାମ୍ପ୍ରତିକ ସମୟରେ ଏହା ପାକିସ୍ତାନ ଏବଂ ୟୁଏଇ ମଧ୍ୟରେ ଚାଲିଥିବା କଳହ ସହିତ
Read More...

ଭାରତର ବନ୍ଧୁ ଫ୍ରାନ୍ସ ଇମ୍ରାନ ଖାନଙ୍କୁ ଦେଲା ଜୋର୍‌ ଝଟ୍‌କା : ମିରାଜ ଜେଟ ଜାହାଜକୁ ନବୀକରଣ କରିବ ନାହିଁ

ପ୍ୟାରିସ୍ : ଭାରତର ବନ୍ଧୁ ଫ୍ରାନ୍ସ ପାକିସ୍ତାନକୁ ଜୋର୍‌ ଝଟ୍‌କା ଦେଇଛି । ପାକିସ୍ତାନର ମିରାଜ୍ ଯୁଦ୍ଧ ବିମାନ, ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ଅଗସ୍ତା ୯୦ ବି ଶ୍ରେଣୀର ଜାହାଜକୁ ନବୀକରଣ ନକରିବାକୁ ଫ୍ରାନ୍ସ ନିଷ୍ପତ୍ତି ନେଇଛି । ଭବିଷ୍ୟ‌ତ୍‌‌ବକ୍ତା କାର୍ଟୁନ୍‌ ବିବାଦରେ ତୁର୍କୀର
Read More...

୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ମୁମ୍ବାଇ ଆକ୍ରମଣର ମୁଖ୍ୟ ଆସାମୀ ହାଫିଜ ସଇଦକୁ

ନୂଆଦିଲ୍ଲୀ : ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଆତଙ୍କବାଦୀ ସଙ୍ଗଠନ ଜମାତ୍‌ ଉଦ୍‌ ଦାଓ୍ବା (ଜେୟୁଡି) ମୁଖ୍ୟ ହାଫିଜ୍‌ ସଇଦଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବା ସୂଚନାରେ ପ୍ରକାଶ । ତେବେ ପାକିସ୍ତାନର ଆତଙ୍କବାଦ ବିରୋଧୀ ଅଦାଲତ ଦୁଇଟି ଆତଙ୍କବାଦୀ ମାମଲାରେ ହାଫିଜ
Read More...

ଭଲ ଖବର : ଅକ୍ସଫୋର୍ଡର କରୋନା ଭାଇରସ୍‌ ଟୀକା ବୟସ୍କ ଲୋକଙ୍କ ପ୍ରତି ବି ପ୍ରଭାବଶାଳୀ

ଲଣ୍ଡନ : ଅକ୍ସଫୋର୍ଡ ୟୁନିଭରସିଟିର କରୋନା ଭୂତାଣୁ ଟୀକା ୫୬–୬୯ ବର୍ଷ ଏବଂ ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କଠାରେ ପ୍ରତିରକ୍ଷା ପ୍ରତିକ୍ରିୟା ସୃଷ୍ଟି କରିଛି । ଲାନସେଟ୍‌ ଗୁରୁବାର ଦିନ ୫୬୦ ସୁସ୍ଥ ବ୍ୟକ୍ତିଙ୍କ ଉପରେ ଅଧ୍ୟୟନ ପରେ ତଥ୍ୟ ପ୍ରକାଶ କରିଛି । ଏଥିରେ କୋଭିଡ-୧୯ ଟୀକା
Read More...