Browsing Tag

news of world

ସ୍ୱାମୀଙ୍କ ହତ୍ୟାକାରୀଙ୍କ ସହିତ ବିବାହ କଲେ, ପରେ ଚଳଚ୍ଚିତ୍ର ଷ୍ଟାଇଲ୍‌ରେ ପ୍ରତିଶୋଧ ନେଲେ

ଇସ୍‌ଲାମାବାଦ : ପ୍ରତିଶୋଧ ନେବା ପାଇଁ ସ୍ୱାମୀଙ୍କ ହତ୍ୟାକାରୀକୁ ଜଣେ ମହିଳା ବିବାହ କରି ଏପରି କିଛି କରିଛନ୍ତି, ଯାହାକୁ ଲୋକେ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପ୍ରତିଶୋଧ ନେବାକୁ ହିିଁ ମହିଳା ଜଣକ ଏପରି ଜାଲ ବୁଣିଥିଲେ । ସେ ତିନି ବର୍ଷ ଧରି ସ୍ୱାମୀଙ୍କ ହତ୍ୟାକାରୀଙ୍କଠାରୁ ପ୍ରତିଶୋଧ
Read More...

ପାକିସ୍ତାନରେ ପୂର୍ବତନ କୂଟନୀତିଜ୍ଞଙ୍କ ଝିଅଙ୍କୁ ନିର୍ମମ ହତ୍ୟା

ଇସ୍‌ଲାମାବାଦ : ମଙ୍ଗଳବାର ଦିନ ପାକିସ୍ତାନରେ ପୂର୍ବତନ କୂଟନୀତିଜ୍ଞଙ୍କ ଝିଅଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଖବର ଅନୁଯାୟୀ ଦକ୍ଷିଣ କୋରିଆରେ ପାକିସ୍ତାନର ରାଷ୍ଟ୍ରଦୂତ ରହିଥିବା ଶୌକତ ମୁକାଦମଙ୍କ ଝିଅ ନୁର ମୁକାଦମଙ୍କୁ ତାଙ୍କ ଘରେ ହତ୍ୟା କରାଯାଇଛି । ହତ୍ୟାକାରୀ ପ୍ରଥମେ
Read More...

ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ : ଭାରତ ଆଗରେ ୨୬୩ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଶ୍ରୀଲଙ୍କା

କଲମ୍ବୋ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜିଠାରୁ ୩ଟି ଦିନିକିଆ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଆରମ୍ଭ ହୋଇଯାଇଛି । କଲମ୍ବୋସ୍ଥିତ ଆର୍ ପ୍ରେମ୍‌ଦାସା ଷ୍ଟାଡିୟମ୍‌ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଶୃଙ୍ଖଳାର ପ୍ରଥମ ମୁକାବିଲା ହୋଇଛି । ଆୟୋଜକ ଶ୍ରୀଲଙ୍କା ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି
Read More...

ଆଫଗାନିସ୍ତାନ ରାଷ୍ଟ୍ରପତି ଇମ୍ରାନଙ୍କ ଉପରେ ବର୍ଷିଲେ : କହିଲେ, ତାଲିବାନକୁ ସାହାଯ୍ୟ କରିବା ପାଇଁ ପାକିସ୍ତାନ ୧୦…

ତାସକେଂଟ : ତାଲିବାନକୁ ସାହାଯ୍ୟ କରୁଥିବା ଅଭିଯୋଗକୁ ନେଇ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଶବ୍ଦ ଯୁଦ୍ଧ ତୀବ୍ର ହୋଇଛି । ଉଜ୍‌ବେକିସ୍ତାନର ରାଜଧାନୀ ତାସକେଂଟ୍‌ରେ ଆୟୋଜିତ ହୋଇଥିବା ଏକ ଆନ୍ତର୍ଜାତୀୟ ସମ୍ମିଳନୀରେ ଆଫଗାନିସ୍ତାନ ରାଷ୍ଟ୍ରପତି ଆଶରଫ ଘାନି ତାଲିବାନକୁ ସମର୍ଥନ
Read More...

ବଜ୍ରପାତ ସମୟରେ କେଉଁ ପରିସ୍ଥିତିରେ କେତେ ବିପଦ, ଆସନ୍ତୁ ଜାଣିବା

ୱାଶିଂଟନ୍‌ : ଆମେରିକାର ନେସ୍‌ନାଲ୍‌ ୱେଦର୍‌ ସାର୍ଭିସ୍‌ (ଏନ୍‌ଡବ୍ଲୁଏସ୍‌) ଅନୁଯାୟୀ ବଜ୍ରପାତ ମଣିଷକୁ ଅନେକ ଦିଗରେ କ୍ଷତି ପହଂଚାଇଥାଏ । ବଜ୍ରପାତରେ ମୃତ୍ୟୁବରଣ କରିଥିବା ଅଧିକାଂଶଙ୍କ କ୍ଷେତ୍ରରେ ବଜ୍ରପାତ ଜଣେ ବ୍ୟକ୍ତିଙ୍କୁ ସିଧାସଳଖ ଆଘାତ କରେ । ତଥାପି, ଏପରି ମାମଲା ବିରଳ ।
Read More...

ଇରାକରେ ମର୍ମନ୍ତୁଦ ଦୁର୍ଘଟଣା : ନାସିରିଆ ସହରର କୋଭିଡ ହସ୍ପିଟାଲରେ ଘଟିଥିବା ଅଗ୍ନିକାଣ୍ଡରେ ୪୪ ଜଣଙ୍କର ମୃତ୍ୟୁ ଓ ୬୭…

ଇରାକ : ସୋମବାର ଇରାକର ଦକ୍ଷିଣ ସହର ନାସିରିଆର ଅଲ-ହୁସେନ୍‌ କୋଭିଡ ହସ୍ପିଟାଲରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କ ସମେତ ୪୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୭ ଜଣ ଆହତ ହୋଇଛନ୍ତି । ନିଆଁକୁ ଆୟତ୍ତ କରାଯାଇଛି । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି
Read More...

ଆମାଜନ ସିଇଓ ପଦରୁ ଜେଫ୍ ବେଜୋସ୍ ଇସ୍ତଫା ଦେବେ ଆଜି

ନୂଆଦିଲ୍ଲୀ : ଆଜି ଆମାଜନ ସିଇଓ ପଦରୁ ଜେଫ୍ ବେଜୋସ୍ ଇସ୍ତଫା ଦେବେ । ତେବେ ଜୁଲାଇ ୫କୁ ଇସ୍ତଫା ଦେବା ପାଇଁ ବେଜୋସ୍ ବାଛିଛନ୍ତି । କାରଣ ସେ ୧୯୯୪ ମସିହା ଆଜିର ଦିନରେ ଆମାଜନ ପ୍ରତିଷ୍ଠା କରିଥିଲେ । ତେବେ ୫୭ ବର୍ଷିୟା ଜେଫ୍‌ ବେଜୋସ୍‌ ଆମାଜନ ମୁଖ୍ୟ ପଦ ଛାଡିବା ପରେ ଏକ୍‌ଜ୍ୟୁକିଟିଭ୍‌
Read More...

ଶ୍ରୀଲଙ୍କା – ଇଂଲଣ୍ଡ ଦିନିକିଆ ସିରିଜ : ୨-୦ରେ ଇଂଲଣ୍ଡର ସିରିଜ କବଜା

ଲଣ୍ଡନ : ଘରୋଇ ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭ୍ରମଣକାରୀ ଶ୍ରୀଲଙ୍କାକୁ ୮ ୱିକେଟ୍‌ରେ ପରାସ୍ତ କରିଦେଇଛି । ଏଥି ସହିତ ୨-୦ରେ ଆଗୁଆ ରହି ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ଜିତିନେଇଛି ଇଂଲଣ୍ଡ । ୫ ୱିକେଟ୍‌ ସଫଳତା ହାସଲ କରିଥିବା ସାମ୍‌ କରନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି
Read More...

ପୋଲାର୍ଡ ପରାକ୍ରମ ପରେ ବ୍ରଭୋଙ୍କ ଘାତକ ବୋଲିଙ୍ଗ ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦କୁ ୨୧ ରନରେ ଜିତିଲା…

ସେଣ୍ଟ୍‌ ଜର୍ଜ : ଅଧିନାୟକ କିରଣ ପୋଲାର୍ଡଙ୍କ ପରାକ୍ରମ ପରେ ଅଭିଜ୍ଞ ଡ୍ୱେନ୍‌ ବ୍ରାଭୋଙ୍କ ଘାତକ ବୋଲିଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳାରେ ୱେଷ୍ଟଇଣ୍ଡିଜ୍‌କୁ ଉଜ୍ଜୀବୀତ ରଖିଛି । ପୋଲାର୍ଡଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଆଗରେ କ୍ୱିଣ୍ଟନ ଡି’କକ୍‌ଙ୍କ ଅର୍ଦ୍ଧଶତକ ମଳିନ ପଡ଼ିଗଲା
Read More...

ବିଶ୍ୱାସ ନହେଲେ ବି ସତ : ମେକ୍ସିକୋ ସମୁଦ୍ରରେ ନିଆଁ, ଭିଡ଼ିଓ ଭାଇରାଲ୍‌

ନୂଆଦିଲ୍ଲୀ : ସାଧାରଣତଃ ଜଳ ଏବଂ ନିଆଁ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ବିବେଚନା କରାଯାଇଥାଏ । କିନ୍ତୁ ଏହି ଦୁନିଆରେ କୌଣସି ବି ଅଦ୍‌ଭୂତ ଘଟଣା ଘଟିପାରେ । କୌଣସି ବି ଘଟଣାକୁ ଅସମ୍ଭବ ବୋଲି କୁହାଯାଇ ନପାରେ ଜଗତରେ ବୋଲି ମହାନ୍‌ ଦାର୍ଶନିକମାନେ ମତ ଦେଇ ଆସିଛନ୍ତି । ପୁଣି
Read More...