ସାମ୍ବାଦିକଙ୍କ ପାଇଁ ମେଗା ଯୋଜନ ଘୋଷଣା କଲେ ସରକାର : ସାମ୍ବାଦିକଙ୍କ ମୃତ୍ୟୁ ହେଲେ ପରିବାରକୁ ୪ ଲକ୍ଷ ଦେବେ
ଭୁବନେଶ୍ୱର, (କେପିଏନ୍ଏସ୍) : ସାମ୍ବାଦିକଙ୍କ କଲ୍ୟାଣ ପାଇଁ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ସୁବିଧା ସୁଯୋଗ ସଂପର୍କରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି । ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ, ନିରାପତ୍ତା ପାଇଁ ଏକାଧିକ ଯୋଜନା କରାଯାଇଛି । ବିଜ୍ଞପ୍ତିରେ!-->…
Read More...
Read More...