Browsing Tag

news of india

ପାର୍ଟି ପିକ୍‌ନିକ୍‌ କରିବାକୁ ଯୋଜନା କରୁଛନ୍ତି କି : ଜାଣନ୍ତୁ, ମହାରାଷ୍ଟ୍ର ଏବଂ ୟୁପିରେ ଜାରି ହୋଇଥିବା ନୂତନ…

ନୂଆଦିଲ୍ଲୀ : ପାର୍ଟି ପିକ୍‌ନିକ୍‌ କରିବାକୁ ଯୋଜନା କରୁଛନ୍ତି କି ? ଆସନ୍ତୁ ଜାଣିନେବା, ମହାରାଷ୍ଟ୍ର ଏବଂ ୟୁପିରେ ଜାରି ହୋଇଥିବା ନୂତନ ନିର୍ଦ୍ଦେଶାବଳୀ । ମହାରାଷ୍ଟ୍ରରେ କୋଭିଡ -୧୯ ମାମଲା ଏବଂ ୬୫ ଓମିକ୍ରନ୍ ସଂକ୍ରମିତ ସଂଖ୍ୟା ମଧ୍ୟରେ ମହାରାଷ୍ଟ୍ର ସରକାର ଆସନ୍ତା ପର୍ବକୁ
Read More...

ରାମଙ୍କ ନାମରେ ଲୁଟ୍ ହୋଇଛି, ୟୁପି ସରକାରଙ୍କ ଅନୁସନ୍ଧାନ ଆଦେଶ କେବଳ ଲୋକ ଦେଖାଣିଆ : ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ : ଅଯୋଧ୍ୟାରେ ନିର୍ମାଣ ହୋଇଥିବା ଭବ୍ୟ ରାମ ମନ୍ଦିରର ଜମି ଦୁର୍ନୀତି ମାମଲା କ୍ରମାଗତ ଭାବରେ ରାଜନୈତିକ ସ୍ତରରେ ଆଲୋଚନାର ବିଷୟ ପାଲଟିବାରେ ଲାଗିଛି । କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଅଯୋଧ୍ୟା ଜମି କ୍ରୟ ମାମଲାରେ ହୋଇଥିବା ଏହି ଘୋଟାଲା ଉପରେ ପ୍ରଶ୍ନ ଉଠାଇ
Read More...

ବିସ୍ଫୋରଣରେ କମ୍ପିଲା ଲୁଧିଆନା ଜିଲ୍ଲା କୋର୍ଟ : ୨ ମୃତ, ୩ ଗୁରୁତର

ଲୁଧିଆନା : ପଞ୍ଜାବର ଲୁଧିଆନା ସହରର ଜିଲ୍ଲା କୋର୍ଟ ପରିସରରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ସିଲିଣ୍ଡର ଫାଟିଯିବାରୁ ଏହି ବିସ୍ଫୋରଣ ଘଟିଥିବାର ଅନୁମାନ କରାଯାଉଛି । ସେଠାରେ ବିସ୍ଫୋରଣ ହେତୁ କାନ୍ଥ ଭୁଷୁଡି ପଡିଥିଲା । ଏହି ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ
Read More...

କରୋନାରେ ପରିସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ମୋଦୀ କରିବେ ସମୀକ୍ଷା : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୩୧୮…

ନୂଆଦିଲ୍ଲୀ : ଦେଶରେ ଓମିକ୍ରନ୍‌ର ମାମଲା ବଢ଼ୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଏକ ସମୀକ୍ଷା ବୈଠକ କରିବେ । ଏହି ବୈଠକରେ ଦେଶର କରୋନା ସ୍ଥିତିର ସମୀକ୍ଷା କରାଯିବ । ବର୍ତ୍ତମାନ ମହାରାଷ୍ଟ୍ର ଏବଂ ରାଜଧାନୀ ଦିଲ୍ଲୀରେ ଲୋକେ ସର୍ବାଧିକ ଓମିକ୍ରନ୍ ସଂକ୍ରମିତ ହୋଇଛନ୍ତି । ଗତ ୨୪
Read More...

ପ୍ରବଳ ଉତ୍ତେଜନା ମଧ୍ୟରେ ସଂସଦର ଶୀତକାଳୀନ ଅଧିବେଶନ ଗୋଟିଏ ଦିନ ପୂର୍ବରୁ ଆଜି ଶେଷ ହୋଇପାରେ

ନୂଆଦିଲ୍ଲୀ : ଲୋକସଭା ଓ ରାଜ୍ୟସଭାରେ ବିରୋଧୀଙ୍କ ଭିନ୍ନ ଭିନ୍ନ ଦାବୀ ଏବଂ ପ୍ରସଙ୍ଗ ଯୋଗୁଁ ଗୃହରେ ଲଗାତାର ଅଡୁଆ ଲାଗିରହିଛି । କିନ୍ତୁ, ବର୍ତ୍ତମାନ ସଂସଦର ଶୀତକାଳୀନ ଅଧିବେଶନ ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ବୁଧବାର ଦିନ(ଆଜି) ଶେଷ ହେବାର ସମ୍ଭାବନା ଅଛି । ସଂସଦୀୟ ସଚିବାଳୟ
Read More...

ଉପରମୁହାଁ ଓମିକ୍ରନ୍‌ : ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨୨୦ରେ ପହଂଚିଲା

ନୂଆଦିଲ୍ଲୀ : ଓମିକ୍ରନ୍ ମାମଲା ଦେଶରେ ତଳମୁହାଁ ହେବାର ନାମ ନେଉନାହିଁ । ବର୍ତ୍ତମାନ ଦେଶରେ ରୋଗୀଙ୍କ ସଂଖ୍ୟା ୨୨୦କୁ ବୃଦ୍ଧି ପାଇଛି । ଓମିକ୍ରନ୍ ଏବେ ଦେଶର ୧୪ ଟି ରାଜ୍ୟରେ ପହଞ୍ଚିଛି । ମଙ୍ଗଳବାର ଦିନ ମହାରାଷ୍ଟ୍ରରେ କରୋନା ଭାଇରସ ଓମିକ୍ରନର ୧୧ଟି ନୂଆ ମାମଲା ସାମ୍‌ନାକୁ ଆସିଥିବା
Read More...

ଚୀନ୍ ପରେ ବର୍ତ୍ତମାନ ଭାରତ ସୀମା ନିକଟରେ ନିର୍ମାଣ କାର୍ଯ୍ୟ କରିବାକୁ ପାକିସ୍ତାନର ଉଦ୍ୟମ

ନୂଆଦିଲ୍ଲୀ : ଚୀନ୍ ପରେ ବର୍ତ୍ତମାନ ପାକିସ୍ତାନ ମଧ୍ୟ ଭାରତୀୟ ସୀମା ନିକଟରେ ନିର୍ମାଣ କାର୍ଯ୍ୟ କରିବାକୁ ଚେଷ୍ଟା କରିଛି । ଉତ୍ତର କାଶ୍ମୀରର କୁପୱାରା ଜିଲ୍ଲାର ଟିଟୱାଲ୍ ସେକ୍ଟରରେ ଏଲ୍‌ଓସି ପାର୍ଶ୍ୱରେ ୫୦୦ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଏହି ନିର୍ମାଣ କାର୍ୟ୍ୟ ଚାଲିଥିଲା । ମଙ୍ଗଳବାର
Read More...

ଖାଇବାକୁ ନ ଦେବାରୁ ଭାଉଜଙ୍କୁ ଗୁଳି କରି ହତ୍ୟା କଲା ଦିଅର

ଦିୱାସ୍ : ଧ୍ୟପ୍ରଦେଶର ଦିୱାସ୍ ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ ଜଣେ ଦିଅର ତାଙ୍କ ଭାଉଜଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଭାଉଜଙ୍କୁ ଗୁଳି କରିବା ଉତାରୁ ଦିଅର ନିଜେ ପୁଣି ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ସମଗ୍ର ଅଂଚଳରେ ଚାଂଚଲ୍ୟ ସୃଷ୍ଟି
Read More...

ଛାତ୍ରୀଙ୍କ ଛାତି ଥରାଇବା ଭଳି ସୁଇସାଇଡ୍‌ ନୋଟ୍‌ : ଝିଅଟିଏ କେବଳ ମାତୃ ଗର୍ଭରେ କିମ୍ବା କବରରେ ହିିଁ ସୁରକ୍ଷିତ,…

ଚେନ୍ନାଇ : ଚେନ୍ନାଇରେ ଜଣେ ଏକାଦଶ ଶ୍ରେଣୀର ଛାତ୍ରୀ ଯୌନ ଉତ୍ପୀଡ଼ନ ଏବଂ ଶୋଷଣର ଶିକାର ହେବା ପରେ ଆତ୍ମହତ୍ୟା କରିଦେଲେ । ସେ ଏକ ସୁଇସାଇଡ୍‌ ନୋଟ ମଧ୍ୟ ଛାଡିଛନ୍ତି, ଯେଉଁଥିରେ ପୂରା ଘଟଣା ଲେଖାଯାଇଛି । ଏହି ମାମଲାରେ ଜଣେ ୨୧ ବର୍ଷ ବୟସ୍କ କଲେଜ ଛାତ୍ରଙ୍କୁ ପକ୍‌ସୋ ଅଧିନିୟମ ଅନୁଯାୟୀ
Read More...

ଭୋଟର ପରିଚୟ ପତ୍ର ସହିତ ଆଧାର କାର୍ଡ ଲିଂକ୍‌ ହେବ : ଲୋକସଭାରେ ନିର୍ବାଚନ ଆଇନ୍ ସଂଶୋଧନ ବିଲ୍ ପାସ୍

ନୂଆଦିଲ୍ଲୀ : ନିର୍ବାଚନ ଆଇନ ସଂଶୋଧନ ବିଲ୍, ୨୦୨୧ ସୋମବାର ଲୋକସଭାରେ ପାରିତ ହୋଇଛି । ଭୋଟର ତାଲିକାରେ ନକଲ ଏବଂ ନକଲି ଭୋଟିଂକୁ ରୋକିବା ପାଇଁ ଭୋଟର ପରିଚୟ ପତ୍ର ଓ ଭୋଟର୍‌ ତାଲିକାକୁ ଆଧାର କାର୍ଡ ସହିତ ଲିଙ୍କ୍ ପାଇଁ ଏହି ବିଲ୍ ପ୍ରଦାନ କରାଯାଇଛି । ନିର୍ବାଚନ ସଂସ୍କାର ସହ ଜଡିତ ଏହି
Read More...