Browsing Tag

news of india

ଗୋଆରେ ଚିଦାମ୍ବରମ୍‌ କହିଲେ – ଆମ ଘର ସୁରକ୍ଷିତ ଅଛି, ଚୋର ଏବେବି ବାହାରେ ରହିଛି, ଲୋକେ ଉଚିତ୍‌ ଶିକ୍ଷା ଦେବେ

ଗୋଆ : କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ୍‌ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି । ପିଏମ୍‌ ମୋଦୀ କହିଥିଲେ, ପଣ୍ଡିତ ଜବାହରଲାଲ୍‌ ନେହେରୁଙ୍କ ପାଇଁ ଗୋଆର ମୁକ୍ତି ବିଳମ୍ବ ହୋଇଥିଲା । ଏହାର ଜବାବ୍‌ ଦେବାକୁ ଯାଇ ପି.ଚିଦାମ୍ବରମ୍‌ କହିଛନ୍ତି ଯେ, ଏହା
Read More...

କଂଗ୍ରେସ ଭିତରେ ଜିନ୍ନାଙ୍କ ଆତ୍ମା ପଶିଯାଇଛି…. ହିଜାବ ବିବାଦ ଉପରେ ବର୍ଷିଲେ ଆସାମ ମୁଖ୍ୟମନ୍ତ୍ରୀ

ଡେରାଡୁନ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମା କର୍ଣ୍ଣାଟକ ହିଜାବ ବିବାଦକୁ ନେଇ କଂଗ୍ରେସ ଉପରେ ସଙ୍ଗୀନ ଆରୋପ ଲଗାଇଛନ୍ତି । ସେ ଏବେ ବିଧାନସଭା ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡରେ ଥିବା ବେଳେ କଂଗ୍ରେସକୁ ସମାଲୋଚନା କରି ସେ କହିଛନ୍ତି ଯେ, କଂଗ୍ରେସ ଭିତରେ
Read More...

ଶ୍ରୀ ମହାକାଳୀ ଫାର୍ମା କମ୍ପାନୀରେ ଭୟାଭୟ ଅଗ୍ନିକାଣ୍ଡ

ଅହମ୍ମଦାବାଦ : ଗୁଜୁରାଟର ଏକ ଫାର୍ମା କମ୍ପାନୀରେ ଭୟାଭୟ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଅଙ୍କଲେଶ୍ୱରରେ ଥିବା ଶ୍ରୀ ମହାକାଳୀ ଫାର୍ମା କମ୍ପାନୀରେ କୌଣସି କାରଣରୁ ନିଆଁ ଲାଗି ଭୟାଭୟ ଅଗ୍ନିକାଣ୍ଡର ରୂପ ନେଇଥିଲା । ତେବେ ଘଟଣାରେ କେତେ ଜଣଙ୍କ ମୃତ୍ୟୁ ଘଟିଛି ଓ କେତେ
Read More...

ଲୁଟ୍‌ ଘଟଣା : ଘରଭଡ଼ା ନେବା ବାହାନାରେ ଆସିଲେ, ବୋହୂକୁ ବନ୍ଧକ କରି ଲୁଟିନେଲେ ୨ କେଜି ସୁନା ସହ ୧୧ ଲକ୍ଷ ଟଙ୍କା

ଜୟପୁର : ରାଜସ୍ଥାନର ରାଜଧାନୀ ଜୟପୁରର ସାଙ୍ଗାନେର ଅଞ୍ଚଳ ସ୍ଥିତ ଗୁଲାବ୍‌ ବିହାରରେ ଏକ ଲୁଟ୍‌ ଘଟଣା ସାମ୍ନାକୁ ଆସିଛି । ଦୁର୍ବୃତ୍ତମାନେ ଘରଭଡ଼ା ନେବା ବାହାନାରେ ଘରେ ପଶିଥିଲେ । ପୁଣି ବୋହୂକୁ ବନ୍ଧକ କରି ଲୁଟି ନେଇଛନ୍ତି ୨ କେଜି ସୁନା ସହ ୧୧ ଲକ୍ଷ ଟଙ୍କା । ଏହି ଘଟଣା ଜୟପୁରରେ
Read More...

ସରକାରୀ ରାଜକୋଷରେ ଜମା ହେବ ପିୟୁଷ ଜୈନଙ୍କ ଅଜସ୍ର ସମ୍ପତ୍ତି : ୧୬ କୋଟି ପର୍ଯ୍ୟନ୍ତ ହୋଇପାରେ ଜୋରିମାନା

କାନପୁର : ନାମୀ ବ୍ୟବସାୟୀ ପିୟୁଷ ଜୈନଙ୍କ କାନପୁର ଓ କନୌଜ ସ୍ଥିତ ଠିକଣାରେ ଅଜସ୍ର ସମ୍ପତ୍ତି ଠାବ ହେବାପରେ କେବଳ ମିଡ଼ିଆରେ ନୁହେଁ, ବରଂ ସୋସିଆଲ ମିଡ଼ିଆରେ ମଧ୍ୟ ସେ ଚର୍ଚ୍ଚାରେ ରହିଛନ୍ତି । ଏବେ ବ୍ୟବସାୟୀ ପିୟୁଷ ଜୈନଙ୍କ ପାଇଁ ଅଡ଼ୁଆ ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି । ସୂଚନା
Read More...

ବହୁଜନ ସମାଜ ପାର୍ଟି ଜାରି କଲା ୯ ପ୍ରାର୍ଥୀଙ୍କ ତାଲିକା

ଲକ୍ଷ୍ନୌ : ବହୁଜନ ସମାଜ ପାର୍ଟି ଆଜି ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ୯ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି । ମତଦାନର ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ହେବାକୁ ଯାଉଥିବା ନିର୍ବାଚନର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଆଜି ବିଏସ୍‌ପି ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ତାଲିକାରେ
Read More...

ରାଇଡ଼୍‌ ୱିଥ୍‌ ହିଜାବ : ଭୋପାଳରେ ଖାନ ସିଷ୍ଟର୍ସ ଦୌଡ଼ାଇଲେ ବାଇକ୍, ଫ୍ଲାଇଙ୍ଗ୍ କିସ୍ ମଧ୍ୟ ଦେଲେ

ଭୋପାଳ : କର୍ଣ୍ଣାଟକରେ ହିଜାବ ବିବାଦର ପ୍ରଭାବ ମଧ୍ୟପ୍ରଦେଶରେ ଦେଖାଯାଉଛି । ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହାନ ସରକାରଙ୍କ ମନ୍ତ୍ରୀ ମଧ୍ୟ ଏ ବାବଦରେ ଏକ ବିବୃତ୍ତି ଦେଇଛନ୍ତି । ହିଜାବ ବିବାଦ ମଧ୍ୟରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ହିଜାବ ବାଇକ୍‌ ଚାଳକ 'ଖାନ ଭଉଣୀ'ଙ୍କ ଏକ ଭିଡିଓ
Read More...

ସୋନିଆ ଗାନ୍ଧୀ ଗତ ଦେଢ଼ ବର୍ଷ ଧରି ଘର ଭଡା ଦେଇନାହାଁନ୍ତି : ବିଜେପି ନେତା ଦାବୀ କଲେ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଅନ୍ୟପଟେ ପରିସ୍ଥିତିରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ନିର୍ବାଚନ ପ୍ରଚାରରୁ ସମ୍ପୂର୍ଣ୍ଣ ଦୂରରେ ଅଛନ୍ତି । ସେପଟେ ସୋନିଆ ଗାନ୍ଧୀଙ୍କ ବିରୋଧରେ ବିଜେପି ଆଇଟି ସେଲ୍
Read More...

‘ରାଷ୍ଟ୍ର ବିରୋଧୀ’ ତତ୍ତ୍ୱମାନଙ୍କୁ ନିଜର ସମର୍ଥକ ଭାବେ ଛିଡ଼ା କରାଉଛନ୍ତି ଦଙ୍ଗାକାରୀ ଏବଂ ମାଫିଆ ଲୋକେ…

ସାହାରନପୁର (ଉତ୍ତରପ୍ରଦେଶ) : ସମାଜବାଦୀ ପାର୍ଟି (ଏସପି)କୁ ଘୋର ପରିବାରବାଦୀ, ଦଙ୍ଗାକାରୀ ଏବଂ ମାଫିଆବାଦୀ ବୋଲି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ କହିଛନ୍ତି ଯେ, ଏମାନେ ବର୍ତ୍ତମାନ ନିର୍ବାଚନରେ ​​'ରାଷ୍ଟ୍ର ବିରୋଧୀ' ତତ୍ତ୍ୱମାନଙ୍କୁ ନିଜର ସମର୍ଥକ ଭାବେ ଛିଡ଼ା
Read More...

ଭାଲେନ୍‌ଟାଇନ୍ ସପ୍ତାହରେ ଅଜବ୍‌ ପ୍ରେମର ଗଜବ୍‌ କାହାଣୀ : ପ୍ରେମିକ ଠାରୁ ପ୍ରେମିକା ୨୦ ବର୍ଷ ସାନ

ଭରତପୁର : ଫେବୃଆରୀ ହେଉଛି ପ୍ରେମର ମାସ ବୋଲି ପ୍ରେମିକ ପ୍ରେମିକାମାନେ ବିଶ୍ୱାସ କରନ୍ତି । ତେବେ ଚାଲିଥିବା ଭାଲେନ୍‌ଟାଇନ୍‌ ସପ୍ତାହରେ ରାଜସ୍ଥାନର ଭରତପୁରରୁ ଅଜବ ପ୍ରେମର ଏକ ଗଜବ୍‌ କାହାଣୀ ସାମ୍ନାକୁ ଆସିଛି । ଏହି ପ୍ରେମ କାହାଣୀର ଆଶ୍ଚର୍ଯ୍ୟଜନକ କଥା ହେଉଛି, ଯେତେବେଳେ ପ୍ରେମିକଙ୍କୁ
Read More...