Browsing Tag

news of india

ଚୀନ୍ ସହିତ ଭାରତର ସମ୍ପର୍କ ଅତ୍ୟନ୍ତ କଷ୍ଟଦାୟକ ପର୍ଯ୍ୟାୟ ଦେଇ ଗତି କରୁଛି : ଏସ୍‌ ଜୟଶଙ୍କର

ମ୍ୟୁନିଖ୍‌ (ଜର୍ମାନୀ) : ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଶନିବାର ଦିନ କହିଛନ୍ତି ଯେ, ସୀମା ଚୁକ୍ତିନାମାକୁ ଉଲ୍ଲଂଘନ କରିବା ପରେ ଚୀନ୍ ସହ ଭାରତର ସମ୍ପର୍କ ଅତ୍ୟନ୍ତ କଷ୍ଟସାଧ୍ୟ ପର୍ଯ୍ୟାୟ ଦେଇ ଗତି କରୁଛି । ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ୧୯୭୫ ପରଠାରୁ ୪୫ ବର୍ଷ ଧରି
Read More...

ବସ ଦୁର୍ଘଟଣାଗ୍ରସ୍ତ, ୩୦ ଆହତ

ଜୟପୁର : ଜୟପୁରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ଆନ୍ଧ୍ର ପ୍ରଦେଶର ସୋମପେଟା ନିକଟରେ ଭୋର୍ ୫ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣା ଫଳରେ ୩୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି
Read More...

ପଞ୍ଜାବରେ ମତଦାନ ଆରମ୍ଭ, ୟୁପିରେ ମଧ୍ୟ ଭୋଟ୍ ଚାଲିଛି

ନୂଆଦିଲ୍ଲୀ : ପଞ୍ଜାବ ବିଧାନସଭାର ସମସ୍ତ ୧୧୭ ଟି ସିଟ୍ ଏବଂ ଉତ୍ତରପ୍ରଦେଶର ତୃତୀୟ ପର୍ଯ୍ୟାୟରେ ୫୯ଟି ସିଟ୍ ପାଇଁ ଆଜି ପୂର୍ବାହ୍ନ ୮ଟାରୁ ମତଦାନ ଆରମ୍ଭ ହୋଇଯାଇଛି । ପଞ୍ଜାବର ୧୧୭ଟି ସିଟ୍ ପାଇଁ ୯୩ ଜଣ ମହିଳାଙ୍କ ସମେତ ମୋଟ ୧ ହଜାର ୩୦୪ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ​​ଅଛନ୍ତି ।
Read More...

ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିବା ସଫଦର ନାଗୋରୀ କହିଛି – ସମ୍ବିଧାନ ନୁହେଁ, କୋରାନ ମୋ ପାଇଁ ସର୍ବୋଚ୍ଚ

ଭୋପାଳ : ସହରରେ ୨୦୦୮ ସିରିଏଲ ବୋମା ବିସ୍ଫୋରଣ ଘଟଣାରେ ଶୁକ୍ରବାର ଦିନ ଅହମ୍ମଦାବାଦର ଏକ ସ୍ୱତନ୍ତ୍ର କୋର୍ଟ ୩୮ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଏବଂ ଅନ୍ୟ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ବୋମା ବିସ୍ଫୋରଣ ମାମଲାରେ ମୃତ୍ୟୁଦଣ୍ଡ ପାଇଥିବା ୩୮ ଦୋଷୀମାନଙ୍କ ମଧ୍ୟରୁ ସଫଦର
Read More...

ରେଳ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ

ପାଟନା : ଆଜି ସକାଳେ ବିହାରର ମଧୁବନୀ ରେଳ ଷ୍ଟେସନରେ ଠିଆ ହୋଇଥିବା ଟ୍ରେନରେ ହଠାତ୍ କୌଣସି କାରଣରୁ ନିଆଁ ଲାଗିଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ଦିଲ୍ଲୀରୁ ଆସୁଥିବା ସ୍ୱତନ୍ତ୍ର ସେନାନୀ ସୁପରଫାଷ୍ଟ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିବା ବେଳେ ନିଆଁ ଖୁବ୍ ଶୀଘ୍ର ତୀବ୍ର ହୋଇଯାଇଥିଲା
Read More...

ହିଜାବ ବିବାଦ : କର୍ଣ୍ଣାଟକର ଶିବମୋଗାରେ ୫୮ କଲେଜ ଛାତ୍ରୀ ସସ୍‌ପେଣ୍ଡ୍‌, ହିଜାବ ପିନ୍ଧିବାକୁ କରୁଥିଲେ ଦାବୀ

ବାଙ୍ଗାଲୁରୁ : କର୍ଣ୍ଣାଟକର ଶିବମୋଗା ଜିଲ୍ଲାର ଏକ କଲେଜର ଅତିକମ୍‌ରେ ୫୮ ଜଣ ଛାତ୍ରୀଙ୍କ ହିଜାବ ପିନ୍ଧି କ୍ଲାସ୍‌ରୁମ୍‌କୁ ଯିବା ପାଇଁ ଦାବୀ ଓ ବିକ୍ଷୋଭ ପ୍ରଦର୍ଶନ ଅଭିଯୋଗରେ ଆଜି ସେମାନଙ୍କୁ ସସ୍‌ପେଣ୍ଡ କରି ଦିଆଯାଇଛି । ଏହି ୫୮ ଜଣ ଛାତ୍ରୀ ଶିରାଲାକୋପ୍ପାର ସରକାରୀ ପ୍ରି-ୟୁନିଭରସିଟି
Read More...

ଶ୍ରୀଲଙ୍କା ବିରୁଦ୍ଧରେ ଟେଷ୍ଟ୍‌ ସିରିଜ୍‌ ପାଇଁ ରୋହିତ ଶର୍ମା ହେଲେ କ୍ୟାପଟେନ୍‌ : ପୂଜାରା ଓ ରହାଣେ ବାହାରିଲେ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ) ଶ୍ରୀଲଙ୍କା ବିରୁଦ୍ଧରେ ଟେଷ୍ଟ୍‌ ସିରିଜ୍‌ ପାଇଁ ଟିମ୍‌ ଇଣ୍ଡିଆର ଘୋଷଣା କରିଛି । ଦୁଇଟି ମ୍ୟାଚ୍‌ର ଟେଷ୍ଟ୍‌ ସିରିଜ୍‌ ପାଇଁ ୧୮ଜଣ ଖେଳଳୀଙ୍କୁ ବଛା ଯାଇଛି ଏବଂ ରୋହିତ ଶର୍ମାଙ୍କୁ ଦିଆଯାଇଛି କ୍ୟାପ୍‌ଟେନ୍‌ ଦାୟିତ୍ୱ ।
Read More...

ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ : ୧ ଆତଙ୍କବାଦୀ ମୃତ

ଜମ୍ମୁ : ଦକ୍ଷିଣ-କାଶ୍ମୀର ଶୋପିୟାଁର ଜୈନାପୋରା ଅଞ୍ଚଳର ଚେରମାର୍ଗରେ ଗୁଳିବିନିମୟ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଜି ସକାଳେ ଶୋପିୟାଁର ଜୈନାପୋରା ଅଞ୍ଚଳ ଚେରମାର୍ଗ ଅଞ୍ଚଳରେ ଆତଙ୍କବାଦୀ ଲୁଚି ଥିବା ନେଇ ପୁଲିସ, ସୈନାବାହିନୀ ଓ ସିଆରପିଏଫର ଏକ ଟିମ ସୂଚନା ପାଇଥିବା ବେଳେ
Read More...

ଲାଞ୍ଚ ନେବା ସମୟରେ ଏପିପି ନେତ୍ରୀ ଧରାପଡ଼ିଲେ ସିବିଆଇଙ୍କ ହାତରେ

ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟିର ମ୍ୟୁନିସିପାଲ କାଉନସିଲର ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଲାଞ୍ଚ ମାମଲାରେ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ଗତକାଲି ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତମାନେ ହେଲେ ଗୀତା ରାୱତ, ଯିଏକି ପୂର୍ବ ଦିଲ୍ଲୀ ମ୍ୟୁନିସିପାଲିଟି କାଉନସିଲର
Read More...

ଷ୍ଟିଲ୍‌ ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌ : ଅଣନିଃଶ୍ୱାସୀ ହୋଇ ୩ ଶ୍ରମିକଙ୍କ ମୃତ୍ୟୁ, ୪ ହସ୍ପିଟାଲ୍‌ରେ ଭର୍ତ୍ତି

କୋଲ୍‌କାତା : ପଶ୍ଚିମବଙ୍ଗର ଦୁର୍ଗାପୁର ସ୍ଥିତ ଏକ ଷ୍ଟିଲ୍‌ ପ୍ଲାଣ୍ଟ ରେ ଆଜି ଦ୍ୱିପହର ବେଳେ ଗ୍ୟାସ୍‌ ଲିକ୍‌ ହେବା ଦେଖିବାକୁ ମିଳିଛି । ଘଟଣାରେ ଅଣନିଃଶ୍ୱାସୀ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି
Read More...