Browsing Tag

news of india

୯ ଆତଙ୍କବାଦୀ ଗିରଫ : ପଶ୍ଚିମବଙ୍ଗ ଓ କେରଳର ଅନେକ ସ୍ଥାନରେ ଚଢ଼ଉ ଜାରି

ନୂଆଦିଲ୍ଲୀ : ଆଜି ସକାଳୁ ଏନ୍‌ଆଇଏ ପକ୍ଷରୁ ଜବର୍‌ଦସ୍ତ ଚଢ଼ଉ ଜାରି ରହିଛି । ପଶ୍ଚିମବଙ୍ଗର ମୁର୍ସିଦାବାଦ ଏବଂ କେରଳର ଏର୍ନାକୁଲମ୍‌ର କେତେକ ସ୍ଥାନରେ ଚଢ଼ଉ କରାଯାଇଥିବା ବେଳେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଅଲକାଏଦା ସହ ସଂପୃକ୍ତ ୯ ଆତଙ୍କବାଦୀଙ୍କୁ ଗିରଫ୍‌ କରାଯାଇଛି । ଚଢ଼ଉରେ
Read More...

ଚୀନ୍‌କୁ ଆମେରିକାର ବଡ଼ ଝଟ୍‌କା : ଭାରତ ପରେ ଆମେରିକାରେ ଏବେ ଚୀନ୍‌ ଆପ୍‌ ବ୍ୟାନ୍‌

ନୂଆଦିଲ୍ଲୀ : ଚୀନ୍‌କୁ ଆମେରିକା ପକ୍ଷରୁ ପୁଣି ଏକ ବଡ଼ ଝଟ୍‌କା ଲାଗିଛି । ଭାରତ ପରେ ଆମେରିକାରେ ଏବେ ଚୀନ୍‌ ଆପ୍‌ ବ୍ୟାନ୍‌ ପାଇଁ ପଦକ୍ଷେପ ଆରମ୍ଭ ହୋଇଛି । ଜାତୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଚୀନ୍‌ ଆପ୍‌ ଟିକ୍‌ଟକ୍‌ ଓ ୱା-ଟାଚ୍‌ ଆପ୍‌କୁ ବ୍ୟାନ୍‌ କରିଛନ୍ତି ଟ୍ରମ୍ପ ସରକାର । ତେବେ
Read More...

ସି-ସୋର୍‌ ତଦନ୍ତ ପନ୍‌ଝାରେ ଦେବୀ ମିଶ୍ର

ଭୁବନେଶ୍ୱର : ବହୁଚର୍ଚ୍ଚିତ ସି-ସୋର୍‌ ଚିଟ୍‌ଫଣ୍ଡ ମାମଲା ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଫେରିଥିବା ବେଳେ ସିବିଆଇ ତଦନ୍ତ ପନ୍‌ଝାରେ ଏବେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜେଡ଼ି ବିଧାୟକ ଦେବୀପ୍ରସାଦ ମିଶ୍ର ଆସିଥିବା ବେଳେ ତାଙ୍କ ସରକାରୀ ତଥା ପୈତୃକ ବାସଭବନ ସହ ୮ଟି ସ୍ଥାନରେ
Read More...

ଚୀନ୍‌ ସହ ଚାଲିଥିବା ସଂଘର୍ଷରେ ଚୀନ୍‌କୁ ସହଯୋଗ କରିବାକୁ ପାକିସ୍ତାନ ଚେଷ୍ଟିତ

ନୂଆଦିଲ୍ଲୀ : କାଶ୍ମୀରରେ ପୁଲ୍‌ୱାମା ଭଳି ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ରକୁ ଗତ ଗୁରୁବାର ଦିନ ଭାରତୀୟ ସୁରକ୍ଷା ବାହିନୀ ବିଫଳ କରିଦେଇଛି । ଭାରତୀୟ ସେନାର ଯବାନ୍‌ମାନେ ଗଦିକଲ ନିକଟସ୍ଥ କାରେବାରେ ଜୈସ-ଏ-ମହମ୍ମଦର ଆତଙ୍କବାଦୀଙ୍କଠାରୁ ୫୨ କିଲୋଗ୍ରାମ ବିସ୍ଫୋଟକ ଜବତ କରି
Read More...

ଉତ୍ତର ପ୍ରଦେଶରେ ଏକ୍ସନ୍‌ ମୋଡ୍‌ରେ ପ୍ରିୟଙ୍କା

ଲଖ୍‌ନଉ : କଂଗ୍ରେସ ପାର୍ଟିର ଉତ୍ତର ପ୍ରଦେଶ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବର୍ତ୍ତମାନ ନିୟମିତ ଭାବରେ ପାର୍ଟିର ନେତାମାନଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ପ୍ରିୟଙ୍କା ପୂର୍ବରୁ ପାର୍ଟିର ୪ ସମିତିର ନେତାମାନଙ୍କ ସହ ଭର୍ଚୁଆଲ୍‌ କନ୍‌ଫରେନ୍ସ କରିଛନ୍ତି । ପ୍ରିୟଙ୍କା ଗାନ୍ଧୀ
Read More...

ଏମ୍‌ଏସ୍‌ପି.କୁ ନେଇ ମିଥ୍ୟା ପ୍ରଚାର ଚାଲିଛି, ସମର୍ଥନ ମୂଲ୍ୟ ପାଇଁ ସରକାର ପ୍ରତିବଦ୍ଧ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କୃଷି ଅଧ୍ୟାଦେଶକୁ ନେଇ ଚାଷୀମାନଙ୍କ ବିକ୍ଷୋଭ ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ ଚାଷୀଙ୍କୁ ଭରସା ଦେଇ କହିଛନ୍ତି ଯେ, ନ୍ୟୁନତମ ସମର୍ଥନ ମୂଲ୍ୟ (ଏମ୍‌ଏସ୍‌ପି) ବ୍ୟବସ୍ଥା ସମାପ୍ତ ହେବନାହିଁ, ବଳବତ୍ତର ରହିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,
Read More...

ଦିଲ୍ଲୀରେ ସବୁ ସ୍କୁଲ ୫ ଅକ୍ଟୋବର ଯାଏଁ ବନ୍ଦ

ନୂଆଦିଲ୍ଲୀ : ବଢ଼ୁଛି କରୋନା ସଂକ୍ରମଣ ଆହୁରି ଆହୁରି । ଏହି ଦିଗକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସମସ୍ତ ସ୍କୁଲକୁ ୫ ଅକ୍ଟୋବର ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ଘୋଷଣା କରିଛନ୍ତି । ଅନ୍‌ଲାଇନ୍‌ କ୍ଲାସ୍‌ ଜାରି ରହିବ । ଏ ସଂବନ୍ଧରେ ଦିଲ୍ଲୀ ସରକାର ଆଜି ସାର୍କୁଲାର୍‌ ଜାରି କରିଛନ୍ତି ।
Read More...

ଗତ ୨୪ ଘଂଟାରେ ଦେଶରେ ୯୬୪୨୪ ଆକ୍ରାନ୍ତ : ୧୧୭୪ ମୃତ

ନୂଆଦିଲ୍ଲୀ : କରୋନାର ଆତଙ୍କ ଜାରି ରହିଛି । ନେତା, ଡାକ୍ତର, ପୁଲିସ ସବୁ ବିଭାଗକୁ ବସ୍ତାରିତ ହୋଇ ସାରିଲାଣି । ଗତ ୨୪ ଘଂଟାରେ କରୋନା ସଂକ୍ରମଣରେ ଦେଶରେ ୯୬୪୨୪ ଆକ୍ରାନ୍ତ ହୋଇଥିବା ବେଳେ ୧୧୭୪ ପ୍ରାଣ ହରାଇଛନ୍ତି । ଦେଶରେ ୫୨ ଲକ୍ଷରୁ ଅଧିକ ଲୋକ କରୋନାର ଅଂଧାର ବଳୟକୁ ଆସି ସାରିଛନ୍ତି ।
Read More...

ରାଷ୍ଟ୍ରପତି ସ୍ୱୀକାର କଲେ ହର୍‌ସିମ୍‌ରତ୍‌ କୌର୍‌ ବାଦଲ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ପରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ କ୍ୟାବିନେଟ୍‌ ମନ୍ତ୍ରୀମଣ୍ଡଳରୁ ହର୍‌ସିମ୍‌ରତ୍‌ କୌର୍‌ଙ୍କ ଇସ୍ତଫାକୁ ସ୍ୱୀକାର କରି ନେଇଛନ୍ତି । ତେବେ ରାଷ୍ଟ୍ରପତି କେନ୍ଦ୍ରୀୟ ମନ୍ତ୍ରୀ ପରିଷଦରୁ ହର୍‌ସିମ୍‌ରତ୍‌ଙ୍କ ଇସ୍ତଫା
Read More...

ଭାରତର ଗ୍ରାମାଞ୍ଚଳରେ ଅଣୁ ଶିଳ୍ପାୟନକୁ ପୁନଃସକ୍ରିୟ କରିବା ସକାଶେ ଏମଏସଏମଇ ମନ୍ତ୍ରଣାଳୟ ପକ୍ଷରୁ ପ୍ରୟାସ

● ଏହା ଦେଶର ତୃଣମୂଳ ସ୍ତରର ଅର୍ଥନୀତିକୁ ସୁଦୃଢ଼ କରିବ, ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ନୂତନ ତଥା ସଂମ୍ପ୍ରସାରିତ ହିତାଧିକାରୀ ଭିତ୍ତିକ ଆତ୍ମ-ନିଯୁକ୍ତି ଯୋଜନା ପ୍ରସ୍ତୁତ କରାଯାଇଛି● ଧୂପବତୀ ପରେ, ମାଟି ପାତ୍ର ପ୍ରସ୍ତୁତି ଏବଂ ମହୁଚାଷ ପାଇଁ ନୂତନ ଯୋଜନା ଘୋଷଣା କରାଯାଇଛି, ଯେଉଁଥିରୁ
Read More...