Browsing Tag

news of india

ଭାରତର କୋଭିଡ ସୁସ୍ଥ ହାର ୮୩ ପ୍ରତିଶତ ଅତିକ୍ରମ କଲା : ସକ୍ରିୟ ମାମଲା ତୁଳନାରେ ସୁସ୍ଥ ସଂଖ୍ୟା ୪୧.୫ ଲକ୍ଷ ଅଧିକ

ନୂଆଦିଲ୍ଲୀ, (ପିଆଇବି) : ଭାରତରେ କୋଭିଡ ସୁସ୍ଥଙ୍କ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ନୂଆ ମାମଲା ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି । ଏହାସହିତ ଭାରତର କୋଭିଡ ସୁସ୍ଥ ହାର ମଙ୍ଗଳବାର ୮୩ ପ୍ରତିଶତ ଅତିକ୍ରମ କରିଛି ।ଗତ ୨୪ ଘଣ୍ଟାରେ ଦେଶରେ ୭୦,୫୮୯ ନୂଆ ମାମଲା ଚିହ୍ନଟ
Read More...

ସୁଶାନ୍ତ ସିଂହ ମୃତ୍ୟୁ ମାମଲାକୁ ନେଇ ଅର୍ବାଜ୍‌ ଖାନ୍‌ ମକଦ୍ଦମା ରୁଜୁ କଲେ

ମୁମ୍ବାଇ : ଅଭିନେତା ତଥା ଫିଲ୍ମ୍‌ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଅର୍ବାଜ ଖାନ ମାନହୀନ ମାମାଲା ରୁଜୁ କରିଛନ୍ତି । ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଏବଂ ତାଙ୍କ ମ୍ୟାନେଜର୍‌ ଦିଶାଙ୍କ ମୃତ୍‌୍ୟୁ ମାମାଲାରେ ତାଙ୍କ ନାଁ ଯୋଡିବାରୁ ଜଣେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀଙ୍କ ବିରୋଧରେ
Read More...

ଅନୁରାଗଙ୍କ ଅସଦାଚରଣ ମାମଲା : ରାଜ୍ୟପାଳଙ୍କୁ ଭେଟିଲେ ପାୟଲ ଘୋଷ

ମୁମ୍ବାଇ : ଅଭିନେତ୍ରୀ ପାୟଲ ଘୋଷ ଫିଲ୍ମ୍‌ ର୍ନିମାତା ଅନୁରାଗ କଶ୍ୟପଙ୍କ ନାଁରେ ଅସଦାଚରଣ ମାମାଲାକୁ ନେଇ ମହାରାଷ୍ଟ୍ରର ରଜ୍ୟପାଲ ଭଗତ ସିଂକୁ ଭେଟିଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଆଜି ରାଜ୍ୟପାଳଙ୍କୁ ଭେଟି ନିଜ ଜୀବନ ପ୍ରତି ବିପଦ ଅଛି ବୋଲି ଅଭିନେତ୍ରୀ ପାୟଲ କହିଛନ୍ତି ।
Read More...

ଚେନ୍ନାଇ ସୁପରକିଙ୍ଗ୍‌ସ ୱେବ୍‌ ସାଇଟ୍‌ରୁ ସୁରେଶ ରାଇନାଙ୍କ ନାମ ହଟିଲା

ନୂଆଦିଲ୍ଳୀ : ଚଳିତ ବର୍ଷ ଆଇପିଏଲ୍‌ ତାଲିକାରୁ ସୁରେଶ ରାଇନାଙ୍କ ନାମ ହଟିଲା । ବ୍ୟାକ୍ତିଗତ କାରଣ ଦର୍ଶାଇ ରାଇନା ଆଇପିଏଲ୍‌ ଆରମ୍ଭ ହେବା ପୁର୍ବରୁ ଭାରତ ଫେରି ଆସିଥିଲେ । ଫେରି ଆସିବା ପରେ ରାଇନା ପୁଣି ଫେରି ପାରନ୍ତି ବୋଲି ତାଙ୍କର ପ୍ରଶଂସକମାନେ ଆଶା କରୁଥିଲେ । ତେବେ ସେ ନିଜେ
Read More...

ଯୋଗଦେଲେ ଗ୍ରୀନ ଇଣ୍ଡିଆ ଚ୍ୟାଲେଂଜରେ ସୋନୁ

ହାଇଦ୍ରାବାଦ : ପ୍ରବାସୀ ଶ୍ରମିକଙ୍କ ଭଗବାନ ଭାବେ ବେଶ୍‌ ଜଣାଶୁଣା ତଥା ବଲିଉଡ୍‌ ଜଗତର ଅଭିନେତା ସୋନୁ ସୁଦ୍‌ ଗ୍ରୀନ୍‌ ଇଣ୍ଡିଆ ଚ୍ୟାଲେଂଜରେ ଯୋଗ ଦେଇଛନ୍ତି । ଫିଲ୍ମ ର୍ନିର୍ଦ୍ଦେଶକ ଶ୍ରୀନୁଙ୍କ ପ୍ରେରଣା କ୍ରମେ ସୋନୁ ଏହି ଗ୍ରୀନ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏଠାରେ ସେ
Read More...

ଦୁଇ ସପ୍ତାହ ତଳେ ଗେଙ୍ଗ୍‌ ରେପ୍‌ର ଶିକାର ହୋଇଥିବା ଦଳିତ ପୀଡ଼ିତା ଶେଷରେ ଜୀବନ ହରାଇଲେ

ନୂଆଦିଲ୍ଲୀ : ଦୁଇ ସପ୍ତାହ ତଳେ ଉତ୍ତର ପ୍ରଦେଶର ହାଥ୍‌ରସରେ ଗେଙ୍ଗ୍‌ ରେପ୍‌ର ଶିକାର ହୋଇଥିବା ୨୦ ବର୍ଷୀୟା ପୀଡ଼ିତା ଆଜି ଦିଲ୍ଲୀ ଡାକ୍ତରଖାନାରେ ଜୀବନ ହାରେଇଛନ୍ତି । ପୀଡ଼ିତାଙ୍କୁ ଗମ୍ଭୀର ଆଘାତ ଲାଗିଥିବା ବେଳେ ସେ ଆଇସିୟୁ.ରେ ଚିକିତ୍ସିତ ହେଉଥିଲେ । କୁହାଯାଇଛି ଯେ, ତାଙ୍କ ଗାଁରେ
Read More...

ନେପାଳ ପକ୍ଷରୁ କଳାପାଣି ନିକଟରେ ବେରେକ୍‌ ତିଆରି

ନୂଆଦିଲ୍ଲୀ : ନେପାଳ ପକ୍ଷରୁ ଉତ୍ତରାଖଣ୍ଡର କାଳାପାଣି ନିକଟରେ ନିଜ ସୀମାରେ ସୈନିକ ମୁତୟନ ପାଇଁ କ୍ୱାର୍ଟର ଏବଂ ବେରେକ୍‌ ତିଆରି ଚାଲିଛି । ନେପାଳ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଏବଂ ଲିଂପିୟାଧୁରା ଅଂଚଳ ଉପରେ ନିଜର ଦାବୀ ପେସ୍‌ କରୁଛି । ନେପାଳର ଏହି ପଦକ୍ଷେପ ବାସ୍ତବରେ
Read More...

‘ଇତନି ଶକ୍ତି ହମେ ଦେ ନା ଦାତା…..’ ଗୀତର ସ୍ରଷ୍ଟା ପ୍ରସିଦ୍ଧ ଗୀତିକାର ଅଭିଳାଷଙ୍କ ପରଲୋକ

ମୁମ୍ବାଇ : 'ଇତନି ଶକ୍ତି ହମେ ଦେ ନା ଦାତା…..' ଗୀତର ଲୋକପ୍ରିୟ ପ୍ରସିଦ୍ଧ ଗୀତିକାର ଅଭିଳାଷ (୭୪)ଙ୍କ ଗତକାଲି ପରଲୋକ ହୋଇଯାଇଛି । ଲିଭର କର୍କଟରେ ପୀଡ଼ିତ ହୋଇ ଦୀର୍ଘ ଦି‌ନ ଧରି ସେ ଚିକିତ୍ସିତ ହେଉଥି‌ଲେ। ଗୋରେଗାଓଁର ଶିବଧାମରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ସୂଚନାରେ
Read More...

ଆଜି ଉତ୍ତରାଖଣ୍ଡରେ ନମାମି ଗଙ୍ଗେ ଅଧୀନରେ ୬ଟି ବୃହତ ପ୍ରକଳ୍ପ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

● “Rowing Down the Ganges” ପୁସ୍ତକ ହେବ ଉନ୍ମୋଚନ● ଗଙ୍ଗା ଉପରେ ସ୍ଵତନ୍ତ୍ର ସଂଗ୍ରହାଳୟ ଗଙ୍ଗା ଅବଲୋକନକୁ କରିବେ ଉଦଘାଟନନୂଆଦିଲ୍ଲୀ, (ପିଆଇବି) : ନମାମି ଗଙ୍ଗେ ମିଶନ ଅଧୀନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଉତ୍ତରାଖଣ୍ଡରେ ୬ଟି ବୃହତ
Read More...

ଭାରତ-ଡେନମାର୍କ ଭର୍ଚୁଆଲ ଦ୍ୱିପାକ୍ଷିକ ଶିଖର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଦତ୍ତ…

ନୂଆଦିଲ୍ଲୀ, (ପିଆଇବି) : ନମସ୍କାର, ମହାନୁଭବ ! ଆଜିର ଏହି ଭର୍ଚୁଆଲ ଶିଖର ବୈଠକ ମାଧ୍ୟମରେ ଆପଣଙ୍କ ସହିତ ବାର୍ତ୍ତାଳାପ କରିବାର ଅବସର ମୋତେ ମିଳିଛି । ସେଥିପାଇଁ ମୋ ମନ ଅତି ମାତ୍ରାରେ ପ୍ରସନ୍ନ । ସର୍ବ ପ୍ରଥମେ ଡେନମାର୍କରେ କୋଭିଡ଼-୧୯ ଯୋଗୁ ହୋଇଥିବା କ୍ଷତି ପାଇଁ ମୁଁ ମୋର ସମ୍ବେଦନା
Read More...