Browsing Tag

news of india

ପିଏମ୍‌ ମୋଦୀ ଦେଶ ପାଇଁ ୩୫ଟି ବିଶେଷ କିସମର ଫସଲ ଉତ୍ସର୍ଗ କରି ଏନ୍‌ଆଇବିଏସ୍‌ଟି କ୍ୟାମ୍ପସ ଉଦ୍ଘାଟନ କଲେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜଳବାୟୁ ଅନୁକୂଳ ପ୍ରଯୁକ୍ତି ବିଦ୍ୟା ଗ୍ରହଣ କରିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା ସକାଶେ ଦେଶ ପାଇଁ ୩୫ଟି ବିଶେଷ କିସମର ଫସଲ ଉତ୍ସର୍ଗ କରିଛନ୍ତି । ଡିଜିଟାଲ କାର୍ୟ୍ୟ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଛତିଶଗଡର ରାୟପୁରରେ
Read More...

୧୨ଟି ବିଦେଶୀ ଆତଙ୍କବାଦୀ ସଂଗଠନ ପାଇଁ ପାକିସ୍ତାନ ସୁରକ୍ଷିତ ସ୍ଥାନ : ସିଆର୍‌ଏସ୍‌ ରିପୋର୍ଟ

ୱାଶିଂଟନ୍ : ଆତଙ୍କବାଦ ଉପରେ ଆମେରିକା କଂଗ୍ରେସର ନିକଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବରେ ପରିଚିତ ଅତି କମରେ ୧୨ ଟି ସଂଗଠନ ପାଇଁ ସୁରକ୍ଷିତ ସ୍ଥାନ ହେଉଛି ପାକିସ୍ତାନ । ଏଥିରେ ଲଶ୍କର-ଏ-ତାଇବା ଏବଂ ଜୈଶ-ଏ-ମହମ୍ମଦ ଭଳି ଭାରତକୁ ଟାର୍ଗେଟ କରୁଥିବା
Read More...

ଗୋଆବାସୀଙ୍କ ପାଇଁ କେଜ୍ରିୱାଲ କଲେ ବଡ ଘୋଷଣା

ଗୋଆ : ଗୋଆବାସୀଙ୍କ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଆଉ ଏକ ବଡ ଘୋଷଣା କରିଛନ୍ତି । କ୍ଷମତାକୁ ଆସିବା ପରେ ଗୋଆବାସୀଙ୍କୁ ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ପ୍ରଦାନ କରିବା ସହ ବେକାରୀଙ୍କୁ ମାସକୁ ୩ ହଜାର ଟଙ୍କା ଦେବାକୁ ଘୋଷଣା
Read More...

ଖୁସି ଖବର : ଝିଅ ଜନ୍ମ ହେବା ଖୁସିରେ ଦିନ ସାରା ଲୋକଙ୍କୁ ମାଗଣା ପାନିପୁରୀ ଖୁଆଇଲେ ପାନିପୁରୀ ଦୋକାନୀ

ଭୋପାଲ : ଭୋପାଲର ଯେଉଁମାନେ ଝିଅମାନଙ୍କୁ ବୋଝ ବୋଲି ଭାବନ୍ତି, ସେମାନଙ୍କୁ ଏକ ବଡ଼ ବାର୍ତ୍ତା ଦେଇଛନ୍ତି ଜଣେ ବ୍ୟକ୍ତି । ସେ ଝିଅ ଜନ୍ମର ଆନନ୍ଦରେ ଦିନସାରା ଲୋକଙ୍କୁ ମାଗଣା ପାନିପୁରୀ ଖାଇବାକୁ ଦେଇଥିଲେ । ସୂଚନା ଅନୁସାରେ ଭୋପାଲର କୋଲାର ଅଞ୍ଚଳରେ ରହୁଥିବା ଅଂଚଲ ଗୁପ୍ତା ୧୪ ବର୍ଷ ଧରି
Read More...

ଭୁପେନ୍ଦ୍ର ଭାଇ ପଟେଲ ଆଜି ସିଏମ୍‌ ଭାବେ ଶପଥ ଗ୍ରହଣ କରିବେ : ଅମିତ ଶାହାଙ୍କ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ…

ଗୁଜୁରାଟ : ଭୁପେନ୍ଦ୍ର ଭାଇ ପଟେଲ ଗୁଜୁରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ । ଗାନ୍ଧୀନଗରରେ ବିଜେପି ବିଧାୟକ ଦଳର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଭୁପେନ୍ଦ୍ର ଭାଇ ପଟେଲ ଆଜି ମଧ୍ୟାହ୍ନ ୨.୨୦ରେ ରାଜଭବନ ଲନ୍‌ରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ, ଯେଉଁଠାରେ
Read More...

ଗୁଜୁରାଟର ସିଏମ ବିଜୟ ରୁପାନୀ ଇସ୍ତଫା ଦେଲେ, କହିଲେ- ତାଙ୍କୁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ

ଗୁଜୁରାଟ : ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଇସ୍ତଫା ଦେଇଛନ୍ତି । ସିଏମ ବିଜୟ ରୁପାନୀ ପୂର୍ବରୁ ୪ ଜଣ ମନ୍ତ୍ରୀଙ୍କ ସହ ରାଜ୍ୟପାଳ ଆଚାର୍ୟ୍ୟ ଦେବବ୍ରତଙ୍କୁ ଭେଟିଥିଲେ । ସିଏମ ବିଜୟ ରୁପାନୀ ଗୁଜୁରାଟର ରାଜ୍ୟପାଳ ଆଚାର୍ୟ୍ୟ ଦେବବ୍ରତଙ୍କୁ ଇସ୍ତଫା ପତ୍ର ଦାଖଲ କରିଛନ୍ତି ।
Read More...

ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରଭାରୀ ନିଯୁକ୍ତ : ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନ ୨୦୨୨ ନିମନ୍ତେ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବିଜେପି ନିର୍ବାଚନ ପ୍ରଭାରୀ ନିଯୁକ୍ତ କରିଛି । ଜନସଂଖ୍ୟା ଦୃଷ୍ଟିରୁ ଦେଶର ବୃହତ୍ତମ ରାଜ୍ୟ ଉତ୍ତରପ୍ରଦେଶ (ୟୁପି) ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ
Read More...

ମହିଳା ଶକ୍ତିର ବଡ ବିଜୟ, ମହିଳାମାନଙ୍କୁ ଏନଡିଏରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ : ସୁପ୍ରିମକୋର୍ଟରେ କେନ୍ଦ୍ର…

ନୂଆଦିଲ୍ଲୀ : ମହିଳାମାନଙ୍କ ପାଇଁ ଏହା ଏକ ବଡ଼ ବିଜୟ। ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରି କେନ୍ଦ୍ର ସରକାର ମହିଳାମାନଙ୍କୁ ସଶସ୍ତ୍ର ବାହିନୀରେ ସ୍ଥାୟୀ ଆୟୋଗ ପାଇଁ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ପ୍ରବେଶ କରିବାକୁ ଅନୁମତି ଦେଇଛନ୍ତି । କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ ଏହି ସୂଚନା ଦେଇଛି ।
Read More...

ଆରପାରିରେ ଅକ୍ଷୟ କୁମାରଙ୍କ ମାଆ ଅରୁଣା ଭାଟିଆ

ମୁମ୍ବାଇ : ଆଜି ସକାଳେ ଅକ୍ଷୟ କୁମାରଙ୍କ ମାଆ ଅରୁଣା ଭାଟିଆଙ୍କ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ଏହି ଖବର ବିଷୟରେ ଅକ୍ଷୟ କୁମାର ସୋସିଆଲ ମିଡିଆରେ ସୂଚନା ପ୍ରଦାନ କରିଛନ୍ତି । କିଛି ଦିନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି
Read More...

ଶିକ୍ଷକ ପର୍ବର ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

● ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରମୁଖ ଯୋଜନାର କଲେ ଶୁଭାରମ୍ଭ● ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଶୁଭାରମ୍ଭ କରାଯାଇଥିବା ନୂତନ ଯୋଜନାଗୁଡ଼ିକ ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିବ ଏବଂ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ବିଶ୍ବ ସ୍ତରରେ ସ୍ବତନ୍ତ୍ର ପରିଚୟ ଦେବ : ପ୍ରଧାନମନ୍ତ୍ରୀ● ଆମେ
Read More...