Browsing Tag

muribahal news

ଭଇଁରୀଗୁଭା ଗ୍ରାମରେ ୨୭ତମ ଶ୍ରୀ ଶ୍ରୀ ସିଦ୍ଧେଶ୍ୱରାୟଙ୍କ ନାଗବାଚା ଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍‌ ଗଁରେଇ ପଞ୍ଚାୟତ ଅନ୍ତର୍ଗତ ଭଇଁରୀଗୁଭା ଗ୍ରାମରେ ସୋମବାର ୨୭ତମ ଶ୍ରୀ ଶ୍ରୀ ସିଦ୍ଧେଶ୍ୱରାୟଙ୍କ ନାଗବାଚା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ନାଗବାଚା ଯାତ୍ରାରେ ପ୍ରଥମେ ଐତିହାସିକ ଯୋଗିନୀ ପୀଠ ରାଣୀପୁର
Read More...

ମାକ୍ରିପଡ଼ା ଗ୍ରାମର ଯୁବ ଗୋଷ୍ଠୀଙ୍କ ଦ୍ୱାରା ରାସ୍ତା ପାର୍ଶ୍ଵ ସଫେଇ କାର୍ଯ୍ୟକ୍ରମ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡା ପଞ୍ଚାୟତ ମାକ୍ରିପଡ଼ା ଗ୍ରାମରେ ରାସ୍ତାର ଉଭୟ ପାର୍ଶ୍ଵରେ ଅତ୍ୟଧିକ ଆବର୍ଜନା ହୋଇ ରାସ୍ତା ଅଣଓସାରିଆ ଓ ସଂକୀର୍ଣ୍ଣ ହୋଇଥିବାରୁ ଗୋଟିଏ ଯାନବାହାନକୁ ଅନ୍ୟ ଏକ ଯାନବାହାନ ରାସ୍ତା ଦେବାରେ ଅସୁବିଧା
Read More...

କନ୍ଧବାହାଲ ଗ୍ରାମରେ କଲାର ସମାଜର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କନ୍ଧବାହାଲ ଗ୍ରାମଠାରେ ପାଟଣାରାଜ ଦଣ୍ଡସେନା କଲାର ସମାଜର ବାର୍ଷିକ ସାଧାରଣ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ସୁରେଶ ଚନ୍ଦ୍ର ନେଓରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ପାଟଣାରାଜ କଲାର
Read More...

ମୁରିବାହାଲର ଦୁଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଶନିବାର ଦୁଇଜଣ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ
Read More...

ମୁରିବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ ଦୁଇ)ରେ ଚାଲିଥିବା ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ
Read More...

ଫଟାମୁଣ୍ଡା ଗ୍ରାମରୁ ଜଣେ ବ୍ୟକ୍ତି ନିଖୋଜ : ଥାନାରେ ଏତଲା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗାଁରେଇ ପଞ୍ଚାୟତ ଫଟାମୁଣ୍ଡା ଗ୍ରାମର ପର୍ଶୁ କେତକୀ ନାମକ ଜଣେ ୪୫ ବର୍ଷର ବ୍ୟକ୍ତି ଗତ ୩ ତାରିଖ ବୁଧବାର ଦିନ ଗୋଟାଏ ସମୟରୁ ତାଙ୍କ ଘରୁ କେଉଁଆଡେ ଚାଲିଯାଇଥିବା ସମ୍ପର୍କରେ ବଡଭାଇ ଭଜରାମ କେତକୀ ମୁରିବାହାଲ
Read More...

କର୍ଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ପ୍ରଗତି ପତ୍ର ବଣ୍ଟନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଳକୀ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା କର୍ଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ 'ବାର୍ଷିକ ପ୍ରଗତି ପତ୍ର ବଣ୍ଟନ ସମାରୋହ' ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଛବି
Read More...

ପ୍ରଧାନ ଶିକ୍ଷକଙ୍କ ଅକାଳ ବିୟୋଗରେ ଯମୁନା ଗ୍ରାମ ୟୁପି ସ୍କୁଲରେ ଶୋକସଭା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ହୃଦଘାତରେ ମଙ୍ଗଳବାର ଆକସ୍ମିକ ଅକାଳ ବିୟୋଗ ଘଟିଥିବା ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯରତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୟାସାଗର ଝାଙ୍କରଙ୍କ ସ୍ମୃତି ଉଦ୍ଦେଶ୍ୟରେ ବୁଧବାର
Read More...

ମୃତ୍ୟୁ ବି ଏମିତି ଆସେ : ହୃଦ୍‌ଘାତରେ ଯମୁନା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୃତ୍ୟୁ ବି ଏମିତି ଆସେ କେହି କେବେ କଳ୍ପନା କରି ପାରିବେନି, ମଣିଷ ଜନ୍ମ ହୋଇଛି, ଦିନେ ତାର ମୃତ୍ୟୁ ସୁନିଶ୍ଚିତ କିନ୍ତୁ ଏମିତି ମୃତ୍ୟୁ ଯାହା ଆକସ୍ମିକ ଘଟିଛି । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍‌ ହଳଦୀ ପଞ୍ଚାୟତ ଯମୁନା ପ୍ରକଳ୍ପ ଉଚ୍ଚ
Read More...

ମୁରିବାହାଲ ଡିଭାଇନ୍ କିଡ୍‌ସ୍ ପବ୍ଲିକ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ

ଆଧୁନିକ ଓ ପରିବର୍ତ୍ତିତ ଶିକ୍ଷା ପଦ୍ଧତି ସମ୍ପର୍କରେ ମୁଖ୍ୟବକ୍ତାଙ୍କ ଗୁରୁତ୍ଵଆରୋପ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ଏକମାତ୍ର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଡିଭାଇନ୍ କିଡ୍‌ସ୍ ପବ୍ଲିକ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ
Read More...