Browsing Tag

muribahal news

ସିରୋଲ ଗ୍ରାମର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ମହିଳାଙ୍କ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ସିରୋଲ ପଞ୍ଚାୟତ ସଦର ଗ୍ରାମର ବହୁ ପ୍ରତିକ୍ଷିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଏକ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କଳସ ଶୋଭାଯାତ୍ରାରେ
Read More...

ଚିକିନିବାହାଲି ଗ୍ରାମରେ ସାପ କାମୁଡ଼ାରେ ଏକ ମାଈ ଛେଳିର ମୃତ୍ୟୁ : ଜନ୍ମିତ ଦୁଇ ଛୁଆ ମାଁ ଛେଉଣ୍ଡ, ସରକାରୀ ସହାୟତା…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଳିଶିରା ପଞ୍ଚାୟତ ଚିକିନିବାହାଲି ଗ୍ରାମରେ ସାପ କାମୁଡ଼ାରେ ଏକ ମାଈ ଛେଳିର ମୃତ୍ୟୁ ଘଟିଥିବା ବେଳେ ଛେଳିର ଜନ୍ମିତ ଦୁଇ ଛୋଟ ଛୁଆ ଏବେ ମାଁ ଛେଉଣ୍ଡ ହୋଇଯିବା ଭଳି ଏକ ଦୁଃଖଦ ଘଟଣା ଘଟିଛି । ଗ୍ରାମର ନିରୀହ
Read More...

ସିରୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ରେଡ୍‌କ୍ରସ୍‌ ଦିବସ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ ପଞ୍ଚାୟତ ସଦର ମହକୁମା ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ରେଡ୍‌କ୍ରସ୍‌ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ରଣା ରେଡ୍‌କ୍ରସ୍‌ ପତାକା ଉତ୍ତୋଳନ କରିଥିଲେ । ପରେ
Read More...

ମୁରିବାହାଲରେ ବିଜେଡ଼ିର ବିରାଟ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକର ୨୯ନଂ ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ୭ଟି ପଂଚାୟତର ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ଏକ ବିରାଟ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ପିଟାପଡ଼ା ଡେମ ଛକରେ ବୁଧବାର ଅନୁଷ୍ଠିତ
Read More...

ସିଲେଟପଡ଼ା ଗ୍ରାମରେ ଚାଲିଥିବା ଷୋହଳ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲଖନା ପଞ୍ଚାୟତ ସିଲେଟପଡ଼ା ଗ୍ରାମରେ ବୁଧବାର ଦିନ ଠାରୁ ଚାଲିଥିବା ଷୋହଳ ପ୍ରହରୀ ନାମଯଜ୍ଞ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ପୂର୍ବଦିନ ସ୍ଥାନୀୟ ପୋଖରୀରୁ ମହିଳାମାନଙ୍କ ଦ୍ୱାରା ଭବ୍ୟ କଳସ ଶୋଭାଯାତ୍ରା
Read More...

ଦନ୍ଦ୍ରା କେନ୍ଦ୍ର ଡୁମାଳ ସମାଜର ମାସିକ ବୈଠକ ଜାନିପଡା ମାହେଶ୍ୱରୀ ମନ୍ଦିରରେ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡ଼ା ପଞ୍ଚାୟତ ଜାନିପଡା ମାଁ ମାହେଶ୍ୱରୀ ମନ୍ଦିର ପରିସରରେ ଦନ୍ଦ୍ରା କେନ୍ଦ୍ର ଷାଠିଏ ଘର ଡୁମାଳ ସମାଜର ଏକ ମାସିକ ବୈଠକ ସଭାପତି ଭୋପାଳ ଚନ୍ଦ୍ର ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

ହଳଦୀ ଛକରୁ ପୁଲିସ ଓ ଫ୍ଲାଇଂ ସ୍କ୍ୱାର୍ଡ ଦ୍ୱାରା ବାଇକ ଆରୋହୀଙ୍କ ଠାରୁ ୪ ଲକ୍ଷ ୨୬ ହଜାର ଟଙ୍କା ନଗଦ ଅର୍ଥ ଜବତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ୫୯ ନମ୍ବର ଜାତୀୟ ରାଜପଥର ବ୍ୟସ୍ତବହୁଳ ହଳଦୀ ଛକରୁ ମୁରିବାହାଲ ଥାନା ପୁଲିସ ଓ ଫ୍ଲାଇଂ ସ୍କ୍ୱାର୍ଡ ଦ୍ୱାରା ନୂଆପଡ଼ା ଜିଲ୍ଲାର ଜଣେ ବାଇକ ଆରୋହୀଙ୍କ ଠାରୁ ୪ ଲକ୍ଷ ୨୬ ହଜାର ଟଙ୍କାର ନଗଦ ଅର୍ଥ ଜବତ ହୋଇଛି ।
Read More...

ଜଏଁତରା ଗ୍ରାମରେ ପବନରେ ବିରାଟ ବରଗଛ ଭାଙ୍ଗି ଟ୍ରାକ୍ଟର ସହ ଦୁଇ ଘର କ୍ଷତିଗ୍ରସ୍ତ : ରାସ୍ତା ଅବରୋଧ

ଅଗ୍ନିଶମ ବାହିନୀ ଓ ଗ୍ରାମବାସୀ ଗଛ କାଟି ସଫା କରିବା ପରେ ଯାତାୟାତ ସ୍ଵାଭାବିକ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଲକି ପଞ୍ଚାୟତ ଅଞ୍ଚଳରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ବୋହିଥିଲା । ପବନ ଦ୍ଵାରା ଏହି
Read More...

ମୁରିବାହାଲ ବ୍ଲକ ଅଞ୍ଚଳରେ ଉତ୍କଟ ଜଳକଷ୍ଟ ସମସ୍ୟା : ଦଳିତ ପଡ଼ାଗୁଡ଼ିକୁ ପାନୀୟ ଜଳ ଦିଆଯାଉନ ଥିବା ଗୁରୁତର ଅଭିଯୋଗ

ମହିଳାମାନେ ବ୍ଲକ ପ୍ରଶାସନର ଦ୍ଵାରସ୍ଥ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ତାପମାତ୍ରା ୪୫ ଡ଼ିଗ୍ରୀ ଉପରେ ରହୁଛି । ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ ପାନୀୟ
Read More...

ମୁରିବାହାଲରୁ ବିଦ୍ୟୁତ୍ ତାର ଚୋରି ଘଟଣା : ମୁଖ୍ୟ ମାଷ୍ଟରମାଇଣ୍ଡ ନିଖିଳ ଜୈନ ସହ ଆଉ ୨ ଅଭିଯୁକ୍ତ କୋର୍ଟ ଚାଲାଣ,…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲାସାରା ଲଗାତାର ଚାଲିଥିବା ବିଦ୍ୟୁତ ତାର ଚୋରି ସମ୍ପର୍କରେ ଏକ ବଡଧରଣର ରାକେଟ୍‌ ସକ୍ରିୟ ଥିବା ଅଭିଯୋଗ ହୋଇଆସୁଥିଲା । ଏହି ତାର ଚୋରୀ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ଶୁକ୍ରବାର ମୁରିବାହାଲ ଥାନା ପୁଲିସ ସଇଁତଳା ଥାନା ଦାବଜୁରୀ,
Read More...