Browsing Tag

m.rampur news

ବରିଷ୍ଠ ସମାଜସେବୀ ତଥା ଅବସରପ୍ରାପ୍ତ ଶିକ୍ଷକ ବୀରେନ୍ଦ୍ର ନାଥ ବାଣୁଆ ଆଉ ନାହାନ୍ତି

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବରିଷ୍ଠ ସମାଜସେବୀ ତଥା ଅବସରପ୍ରାପ୍ତ ଶିକ୍ଷକ ବୀରେନ୍ଦ୍ର ନାଥ ବାଣୁଆଙ୍କ ଆଜି ୮୯ବର୍ଷ ବୟସରେ ଅପରାହ୍ନ ଦୁଇ ଘଂଟା ସମୟରେ ନିଜ ପାଇକପଡ଼ା ବାସଭବନରେ ପରଲୋକ ହେଇଯାଇଛି । ଶିକ୍ଷକତା
Read More...

ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ-୨୦୨୧

ମ.ରାମପୁର, (ହେମନ୍ତ ସାହୁ) : ଯୋଡ଼ାବନ୍ଧ ଗ୍ରାମର ଦେଶରାଜ ଗଡ଼ତିଆ ମ.ରାମପୁର ବ୍ଲକ ଅନ୍ତର୍ଗତ ବାରବନ୍ଧା ଗ୍ରାମ ପଞ୍ଚାୟତର ବିମଳା ପଦର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୫ବର୍ଷ ଶିକ୍ଷକ ଚାକିରି ସୂଚାରୁ ଭାବେ କାର୍ଯ୍ୟ ତୁଳାଇ ତା ୩୧/୧୨/୨୦୨୧ ଦିନ ଅବସର ଗ୍ରହଣ କଲେ । ଏହି ଅବସରରେ
Read More...

ମିଥୁନ ମେମୋରିଆଲ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଂଟ : ପଟାଙ୍ଗପଡ଼ା ଚାମ୍ପିଅନ, ଟୁବୁସ୍ ମ.ରାମପୁର ରର୍ନ୍ସଅପ୍‌

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ଦୁର୍ଗାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆଠାରେ ଚାଲିଥିବା ମିଥୁନ୍ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟର ଚଳିତବର୍ଷର ପଟାଙ୍ଗପଡ଼ା ଦଳ ଚାମ୍ପିଅନ ହୋଇଥିବା ବେଳେ ଟୁବୁସ ମ.ରାମପୁର ଦଳ ରର୍ନ୍ସଅପ୍ ହୋଇଛନ୍ତି । ଆଜିର ମ୍ୟାଚରେ ମୁଖ୍ୟ ଅତିଥି
Read More...

ଛେଳି ବ୍ୟବସାୟୀଙ୍କଠାରୁ ଟଙ୍କା ଲୁଟ୍ ଅଭିଯୋଗରେ ସରପଂଚ ଗିରଫ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଉର୍ଲାଦାନୀ ପଂଚାୟତ ସରପଂଚ ଗନ୍ଧର୍ବ ପୁଝାରୀ ଜଣେ ଛେଳି ବ୍ୟବସାୟୀଙ୍କଠାରୁ ୧ ଲକ୍ଷ ୨୩ ହଜାର ଟଙ୍କା ଲୁଟ୍ ଅଭିଯୋଗରେ ଆଜି ଗିରଫ ହୋଇଥିବା ଜଣାପଡିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୧୩ ତାରିଖ ଦିନ ସନ୍ଧ୍ୟା ସମୟରେ
Read More...

ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ରାଜ୍ୟ ସଭା ସାଂସଦ ସୁଜିତ କୁମାର ଓ ନରଲା ବିଧାୟକ ଭୂପିନ୍ଦର ସିଂହ ଯୋଗ ଦେଇଥିଲେ । ଏହି ଅବସରରେ ଯୋଗ ଦେଇ
Read More...

ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ସାମନ୍ତରାଙ୍କ ପିତୃବିୟୋଗ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରର ବରିଷ୍ଠ ସାମ୍ବାଦିକ ତଥା ଯୁବୋଦ୍ୟୋଗୀ ପ୍ରଶାନ୍ତ ସାମନ୍ତରାଙ୍କ ପିତା ବିଜୟ ସାମନ୍ତରାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ହୋଇଥିବା ବେଳେ ଗତ କିଛି ମାସ ଧରି ସେ ବୟସ ଜନିତ ବାର୍ଦ୍ଧକ୍ୟରେ ପୀଡ଼ିତ ଥିଲେ ।
Read More...

ମିଥୁନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ : ଅଁଳାପାଲି, ଇଭିନିଂ ବିଜୟୀ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ଦୁର୍ଗାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆଠାରେ ଚାଲିଥିବା ମିଥୁନ୍ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ଦ୍ୱିତୀୟ ଦିବସରେ ତୁଳାପଡ଼ା, ଅଁଳାପାଲି ଏବଂ ଏଟିଇଲେଭେନ୍ ଦଳ ବିଜୟୀ ହୋଇଥିବା ଜଣାଯାଇଛି । ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବରେ
Read More...

ପବିିତ୍ର ବଡ଼ ଦିନ ପର୍ବରେ କମ୍ବଳ ବଣ୍ଟନ କଲେ ସମାଜସେବୀ ନୀଲ ସିଂହଦେଓ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଆଭ୍ୟନ୍ତରୀଣ ଇଲାକା ଉର୍ଲଦାନୀ ଗ୍ରାମ ପଂଚାୟତ ଅଂଚଳର ବିଡ଼ାବାରୁ, ଖଲିଆମୁଣ୍ଡା ଓ ଉର୍ଲାଦାନୀ ଚର୍ଚ୍ଚକୁ ଯାଇ ସମାଜସେବୀ ଯୁବନେତା ନୀଲ ସିଂହଦେଓ ଖ୍ରୀଷ୍ଟ୍ରିଆନଧର୍ମୀ ଭାଇଭଉଣୀଙ୍କ ସହିତ ଆଜି ବଡ଼ଦିନ ପାଳନ କରିଥିବା
Read More...

ପଂଚାୟତ ନିର୍ବାଚନ ସଂରକ୍ଷଣ ପ୍ରସଙ୍ଗ : ମ.ରାମପୁର ସଦର ଆସନ ଅଣସଂରକ୍ଷିତ ମହିଳା ହେବ କି ?

ମ.ରାମପୁର, (ହେମନ୍ତ ସାହୁ) : ରାଜ୍ୟରେ ଗତ କିଛି ଦିନ ତଳେ ପଂଚାୟତ ନିର୍ବାଚନ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ମ.ରାମପୁର ସଦର ପଂଚାୟତରେ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିଥିଲା । ତେବେ ଏହି ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପୂର୍ବରୁ ଏଠାରେ ଅଣସଂରକ୍ଷିତ ହେବା ନେଇ
Read More...

ମିଥୁନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ଦୁର୍ଗାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆଠାରେ ଆଜି ମିଥୁନ୍ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ଆଜି ଉଦ୍‌ଘାଟିତ ହେଇଯାଇଛି । ଉଦଘାଟନୀ ଉତ୍ସବରେ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଏକ୍ସପର୍ଟ ସଦସ୍ୟ
Read More...