Browsing Tag

m.rampur news

ଚୋରି ଅଭିଯୋଗରେ ୩ ଜଣଙ୍କୁ ଗିରଫ କଲା ପୋଲିସ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍‌ ସାଇଦଳଙ୍ଗା ଗ୍ରାମର ଗତ ୨୨ ତାରିଖ ରାତିରେ ହୋଇଥିବା ଚୋରି ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୁଲିସ ସୂତ୍ରରୁ ପ୍ରକାଶ ୨୨ ତାରିଖ ସାଇଦଲଙ୍ଗା ଗ୍ରାମର ଅର୍ଜୁନ ସ୍ୱାଇଁଙ୍କ ଘରୁ ୧ ଲକ୍ଷ
Read More...

କଳାହାଣ୍ଡି ଜିଲ୍ଲା ଟପ୍ପର ହେଲେ ବୈଜୟନ୍ତୀ ମିଶ୍ର : ଡାକ୍ତର ହେବାର ଲକ୍ଷ୍ୟ

ବାପା, ମା, ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦେଲେ ଶ୍ରେୟ ମ.ରାମପୁର, (ହେମନ୍ତ କୁମାର ସରହୁ) : ମାଟ୍ରିକ ବୋର୍ଡ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ କଳାହାଣ୍ଡି ଜିଲ୍ଲା ଟପ୍ପର ହୋଇଛନ୍ତି ମ,ରାମପୁରର ବୈଜୟନ୍ତୀ ମିଶ୍ର । ସମୁଦାୟ ୬୦୦ ମାର୍କରୁ ୫୮୫ମାର୍କ ସହ ୯୭.୫ପ୍ରତିଶତ ରଖି ପାସ
Read More...

ଡକାୟତି ଘଟଣା : ଜଣକୁ ଗିରଫ କଲା ମ.ରାମପୁର ପୁଲିସ୍

ସମସ୍ତଙ୍କୁ ଗିରଫ କରିବୁ : ଏସଡିପିଓଗ୍ୟାଙ୍ଗରୁ ମାତ୍ର ଜଣେ, ବାକି ଅଭିଯୁକ୍ତଙ୍କୁ କେବେ ? ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅଞ୍ଚଳରେ ଡକାୟତ ଗ୍ୟାଙ୍ଗ ଗତ କିଛିଦିନ ହେଲା ସଂପୂର୍ଣ୍ଣ ଭାବେ ସକ୍ରିୟ ଅଛନ୍ତି । ଜାତୀୟ ରାଜପଥ ଉପରେ ଦିନ ଦ୍ୱିପହରେ ୪୯
Read More...

କଳାହାଣ୍ଡିର ଡାକ୍ତର ଲୋକନାଥ ସାହୁ ବେଷ୍ଟ ମେଡିକାଲ ଅଫିସର ଭାବରେ ସମ୍ମାନିତ

ମ.ରାମପୁର, (ହେମନ୍ତ ସାହୁ) : ଭାରତୀୟ ଡାକ୍ତରୀ ସଙ୍ଘ, ଓଡ଼ିଶା ଡାକ୍ତରୀ ସଙ୍ଘ ତଥା ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ଆୟୋଜିତ ୟୁଥ୍ ହେଲ୍‌ଥ ଆଇକନ-୨୦୨୨ ଅବସରରେ ମ.ରାମପୁର ବ୍ଲକ ତୁଜୁଙ୍ଗ ଗ୍ରାମର ଡାକ୍ତର ଲୋକନାଥ ସାହୁ ବେଷ୍ଟ ଇନସ୍ପିରିଟନାଲ ମେଡିକାଲ ଅଫିସର ଭାବରେ ସମ୍ମାନିତ ହୋଇଛନ୍ତି
Read More...

ପୁରୀରୁ ମ.ରାମପୁରର ନାବାଳକକୁ ଉଦ୍ଧାର କଲେ ସମାଜସେବୀ ସତ୍ୟ ସାହୁ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ କଲେଜ କଲୋନୀର ଜୈନେକ ନାବାଳକ ପୁରୀକୁ ରଥଯାତ୍ରା ଦେଖିବାକୁ ଯାଇ ଫସି ଥିବାବେଳେ ପୁରୀ ରେଳୱାଇ ଷ୍ଟେସନରେ ଥିବା ଚାଇଲଡ଼ ହେଲ୍ପ ଲାଇନ ଦ୍ୱାରା ଉଦ୍ଧାର ହୋଇ ଅଟକ ରହିଥିଲେ । ମଦନପୁର ରାମପୁର ସଦର ପଞ୍ଚାୟତ
Read More...

ରନ୍ଧାମଦ ସହ ବାଇକ୍ ଜବତ : ଅଭିଯୁକ୍ତକୁ କୋର୍ଟ ଚାଲାଣ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ ବେଳେ ଆଜି ରନ୍ଧାମଦ ସହ ବାଇକ୍ ଜବତ ହୋଇଛି । ଏହା ସହିତ ଜଣେ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି । ମ. ରାମପୁର ଥାନା ଅନ୍ତର୍ଗତ ସିରାବାହାଲ ଗ୍ରାମର ମଗସିର ବାଗ ୨୦ ଲିଟର ବେଆଇନ୍ ରନ୍ଧାମଦ ନେଇ
Read More...

ମୋହନଗିରି କୃଷି ସମବାୟ ସମିତି ସଭାପତି ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲେ ବିଘ୍ନ ରାଜ ବିଶ୍ଵାଳ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ମୋହନଗିରି କୃଷି ସମବାୟ ସମିତି ସଭାପତି ଭାବରେ ବିଘ୍ନ ରାଜ ବିଶ୍ଵାଳ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ଜଣା ଯାଇଛି । ଏହି ସମିତିର ୧୪ଜଣ ଡାଇରେକ୍ଟରଙ୍କ ସହମତି କ୍ରମେ ତାଙ୍କ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା ।
Read More...

ନିଶା ସେବନ ବିରୁଦ୍ଧରେ ଆନ୍ତର୍ଜତୀୟ ଦିବସ ପାଳିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଶ୍ରୀ ରାମ କୃଷ୍ଣ ଆଶ୍ରମର ମିଳିତ ଆନୁକୁଲ୍ୟରେ ମ.ରାମପୁର ବ୍ଲକ୍ ସିଂହପୁର ପଞ୍ଚାୟତ କୁଟ୍ରୁ ପଲା ଗ୍ରାମଠାରେ ନିଶା ସେବନ ଓ ବେଆଇନ କାରବାର ବିରୁଦ୍ଧରେ ଆନ୍ତର୍ଜାତୀୟ ଦିବସ ପାଳିତ
Read More...

ପାଜିବାହାଲି ଜଙ୍ଗଲ ନିକଟରୁ ୬ ଲକ୍ଷ ୩୦ ହଜାର ଲୁଟ ଅଭିଯୋଗ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର- ରିସିଡା ରାସ୍ତାର ରାମୁଡ ଜଙ୍ଗଲ ପାଖରେ ଆଜି ମଧ୍ୟାହ୍ନ ପ୍ରାୟ ୧୨ ଘଣ୍ଟା ସମୟରେ ଟଙ୍କା ଲୁଟ୍ କରି ଦୃବୁର୍ତ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ମତେ ମଦନପୁର ନିକଟ ଗୋପାଳପୁର ଗ୍ରାମର ଭୂପିନ୍ଦର
Read More...

ସିପିଆଇଏମ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ମ.ରାମପୁର, (ହେମନ୍ତ ସାହୁ) : ଅଗ୍ନିପଥ ଯୋଜନା ପ୍ରତ୍ୟାଖ୍ୟାନ, ଭାରତର ସାର୍ବଭୌମତ୍ୱକୁ ସୁରକ୍ଷିତ, ଯୁବକ-ଯୁବତୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଅ, ଠିକା ନିଯୁକ୍ତି ପ୍ରଥା ବିଲୋପ କର ଇତ୍ୟାଦି ଦାବୀରେ ଦେଶବ୍ୟାପୀ ପ୍ରତିବାଦ ଆନ୍ଦୋଳନ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ
Read More...