ସେବା ସପ୍ତାହ ଅବସରରେ ଲୋଇସିଂହା ୩୪ ମଣ୍ଡଳ ବିଜେପି ପକ୍ଷରୁ ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ସପ୍ତାହକୁ ପାଳନ କରାଯାଉଥିବା ସେବା ସପ୍ତାହର ଉଦଯାପନୀ ଦିବସ ପାଳନ ଅବସରରେ ଲୋଇସିଂହା ୩୪ ମଣ୍ଡଜ୍ଞ ବିଜେପି ପକ୍ଷରୁ ସ୍ୱଚ୍ଛ ଭାରତ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଲୋଇସିଂହା ୩୪!-->…
Read More...
Read More...