Browsing Tag

loisingha news

ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ଜଣାଇଲା ଆପ୍‌

ଲୋଇସିଂହା, (ଦେବାଶିଷ ମିଶ୍ର) : ଲକଡାଉନ ସଟଡାଉନ ଯୋଗୁଁ ଜନସାଧାରଣଙ୍କ ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗି ପଡିଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର ଅନ୍ୟ ରାଜ୍ୟ ତୁଳନାରେ ଉଚ୍ଚା ଦର ସତ୍ୱେ ବିଦ୍ୟୁତ ଦରକୁ ପୁଣି ଥରେ ବୃଦ୍ଧି କରିଛନ୍ତି ବୋଲି କହିବା ସହ ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତ୍ୟାହାର
Read More...

ଲୋଇସିଂହା ବ୍ଲକ୍‌ ସ୍ତରୀୟ ଓଷ୍ଟା ଟେଷ୍ଟପେପର୍‌ ବଂଟନ କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ୍‌ ସ୍ତରୀୟ ଓଷ୍ଟା ଟେଷ୍ଟପେପର୍‌ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଶୋକ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଓଷ୍ଟା ବ୍ଲକ୍‌ ସଭାପତି ହରିହର ଉଚ୍ଚ ବିଦ୍ୟାଳୟ ଯୋଗୀସଡର଼୍ାର ପ୍ରଧାନ ଶିକ୍ଷକ
Read More...

ସିରଜିନା ପରବ୍ ୨୦୨୦ ଅନୁଷ୍ଠିତ

ଲୋଇସିଂହା, (ରାଜେଶ ଦଣ୍ଡସେନା) : ଲୋଇସିଂହା ଏବଂ ଆଗଲପୁର (ଡୁଡୁକା) ବ୍ଳକର ମଧ୍ୟ ଭାଗରେ ଥିବା ରୁଗୁଡିଖାଲ ମାନସବିହାର ରାମମନ୍ଦିର ଠାରେ ଡୁଙ୍ଗୁରିପାଲି ନୁଆଁସକାଲ ପବ୍ଲିକେଶନ ତରଫରୁ ଅନୁଷ୍ଠିତ ହୋଇଯାଇଛି ସିରଜିନା ପରବ୍ ୨୦୨୦। ସାହିତ୍ୟିକ ଗଜେନ୍ଦ୍ର ଦଣ୍ଡସେନାଙ୍କ ସଭାପତିତ୍ବରେ ମୁଖ୍ୟ
Read More...

ବିଜୁ ଜନତା ଦଳ ତରଫରୁ ଜନ ସଚେତନତା ଅଭିଯାନ

ଲୋଇସିଂହା, (କେପିଏନ୍‌ଏସ୍‌) : ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ ରୁ ନଭେ‌ମ୍ବର ୨ ପର୍ୟ୍ୟନ୍ତ କରୋନା ମହାମାରୀକୁ ନେଇ ଚାଲିଥିବା ଜନସଚେତନତା ଅଭିଯାନରେ ବିଜୁ ଜନତା ଦଳ ତରଫରୁ ଗତ କାଲି ବିଜୁ ଜନତା ଦଳର ରାଜ୍ୟ ପରିଷଦ
Read More...

ଡୁମେରଝରନରେ ହାତୀ ଉପଦ୍ରବ : ୧୦ ଏକର ଧାନ ଫସଲ ନଷ୍ଟ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ରତାଖଣ୍ଡି ପଂଚାୟତ ଅଧୀନସ୍ଥ ଡୁମେରଝରନ ଗାଁରେ ଶନିବାର ରାତିରେ ହାତୀପଲ ପ୍ରାୟ ୧୦ ଏକର ଧାନ ଫସଲ ନଷ୍ଟ କରିଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟତଃ ପ୍ରତିବର୍ଷ ଧାନ ଫସଲ ଅମଳ ବେଳକୁ ହାତୀଙ୍କ ଉପଦ୍ରବ ଦେଖା
Read More...

ନବମ ଶ୍ରେଣୀ ଅନ୍‌ଲାଇନ୍‌ ପରୀକ୍ଷାରେ ବିଭ୍ରାଟ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ରାଜ୍ୟ ଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ଗତ ୧୦ ତାରିଖ ଦିନ ଆରମ୍ଭ ହୋଇଥିବା ନବମ ଶ୍ରେଣୀ ଅନ୍‌ଲାଇନ୍‌ ପରୀକ୍ଷା ଲୋଇସିଂହା ବ୍ଲକ ଅନ୍ତର୍ଗତ ଆଭ୍ୟନ୍ତରୀଣ ଅଂଚଳରେ ୧୦ ତାରିଖ ଦିନ ବିଭ୍ରାଟ ଦେଖାଦେଇଥିଲା । ବହୁ ଛାତ୍ରଛାତ୍ରୀଙ୍କ ଏନଡ୍ରଏଟ ମୋବାଇଲ
Read More...

ବଲାଙ୍ଗିର ଜିଲ୍ଲା ବିଜେଡିର ସମ୍ବର୍ଦ୍ଧନା ସଭା ଓ କର୍ମୀ ସମ୍ମିଳନୀ

ଲୋଇସିଂହା : କିଛି ଦିନ ପୂର୍ବରୁ ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳର ସଂଗଠନକୁ ପୁନଃର୍ଗଠନ କରାଯାଇ ଯୁବକ ମାନଙ୍କ ହାତରେ ଜିଲ୍ଲା ବିଜେଡି ଭାଗ୍ୟ ନିର୍ଦ୍ଧାରଣ ଦାୟୀତ୍ୱ ଅର୍ପଣ କରାଯାଇଛି । ବହୁଦିନ ଧରି ବଲାଙ୍ଗିର ଜିଲ୍ଲାରେ ବିଜେଡିର ସଂଗଠନକୁ ମଜବୁତ କରିବାରେ ପରିଶ୍ରମ କରିଥିବା
Read More...

ପରୀକ୍ଷାର୍ଥୀଙ୍କ ଆନ୍ଧ୍ର ବିଏଡ୍‌ ପରୀକ୍ଷା ଚିନ୍ତା

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) ; ଆଗାମୀ ନଭେମ୍ବର ମାସରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟର ବିଏଡ୍‌ ପରୀକ୍ଷା ହେବାକୁ ଯାଉଛି । ଏନେଇ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ପକ୍ଷରୁ ଅଫ୍‌ଲାଇନ ପରୀକ୍ଷା ସକାଶେ ଚୂଡାନ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଥିବା ବେଳେ ମହାମାରୀ କରୋନା ସକାଶେ
Read More...

ଜନ ସଚେତନତା ସୃଷ୍ଟି ସହିତ ମାସ୍କ ବଣ୍ଟନ

ଲୋଇସିଂହା : ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ ରୁ ନଭେମ୍ବର ୨ ପର୍ୟ୍ୟନ୍ତ କରୋନା ମହାମାରୀକୁ ନେଇ ଚାଲିଥିବା ଜନସଚେତନ ଅଭିଯାନରେ ଗତକାଲି ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଦସ୍ୟ ତଥା ଲୋଇସିଂହା ନିର୍ବାଚନ ମଣ୍ଡଳୀର ଯୁବ
Read More...

କୁଶଙ୍ଗରେ ୫ ଦିନିଆ ଜନତା ସଟ୍‌ଡାଉନ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ମହାମାରୀ କରୋନା ଦିନକୁ ଦିନ କାୟା ବିସ୍ତାର କରୁଛି । କରୋନା ସଂକ୍ରମଣ ସଂଖ୍ୟା ବଢୁଥିବା ବେଳେ ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଶଙ୍ଗ ଗ୍ରାମରେ ବିଗତ ୨ ଦିନ ମ୍ମରେ ୧୪ ଜଣ ନୂଆ ସଂକ୍ରମଣ ଚିହ୍ନଟ ହୋଇଥିବା ଜଣାଯାଇଛି । ‘ଳରେ ଗ୍ରାମରେ ଲୋକଙ୍କ ମନରେ ଭୟ
Read More...