Browsing Tag

loisingha news

ଶିଶୁ ଶୋଷଣ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ତଥା ଆଗଲପୁର ବ୍ଲକ ଝରଣିପାଲି ଗ୍ରାମ ଠାରେ ଆଇନା ଓ ପଲ୍ଲୀ ଆଲୋକ ପାଠାଗାର ନଅଗାଁ ତରଫରୁ ଶିଶୁ ଶୋଷଣ ଉପରେ ଏକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ଗାଁରେ ଥିବା ୪୫ ଜଣ କିଶୋରୀ ଉପସ୍ଥିତ ଥିଲେ । ବର୍ତମାନ
Read More...

ସହାୟତା ଅପେକ୍ଷାରେ କିଡନୀ ରୋଗୀ ଅଲେଖ ନାଗ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଂଗିର ଜିଲା ଲୋଇସିଂହା ବ୍ଲକ କୁଟେନପାଲି ପଂଚାୟତ ଅଧିନ ଦୁମଦୁମି ଗ୍ରାମ ବାସିନ୍ଦା ଉଗ୍ରସେନ ନାଗଙ୍କ ପୁଅ ଅଲେଖ । ବୟସ ମାତ୍ର ୩୫ । ସ୍ତ୍ରୀ ପଦ୍ମିନୀ ଓ ଏକମାତ୍ର ୩ ବର୍ଷର ଝିଅକୁ ନେଇ ଅଲେଖଙ୍କ ସଂସାର । ତେବେ ପ୍ରାୟ ୨୦ ଦିନ ତଳେ ନଭେମ୍ବର ମାସରେ
Read More...

ଲାଞ୍ଚ ନ ଦେବାରୁ ଆବାସ ଘର ଫାଇନାଲ ବିଲ ମିଳି ନଥିବା ଅଭିଯୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଂଗିର ଜିଲ୍ଲା ଲୋଇସିଂହା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି । କେଉଁଠି ସରକାରୀ ଜାଗାରେ ଆବାସ ଘର ତିଆରି ହେଉଥିବା ବେଳେ ଆଉ କେଉଁଠି ଗୋଟିଏ ପରିବାରର ତିନି/ଚାରି ଜଣ ସଦସ୍ୟଙ୍କୁ ଘର ମିଳିଛି । କେଉଁଠି
Read More...

ଆଜି ବିଶ୍ୱ ଏଡ୍ସ ଦିବସ : ଲୋଇସିଂହାରେ ୧୦ ବର୍ଷରେ ୬୪ ଏଡ୍ସ ରୋଗୀ ଚିହ୍ନଟ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅଂଚଳରେ ମହାମାରୀ ଏଡ୍‌ସ କ୍ରମଶଃ ତାର କାୟା ବିସ୍ତାର କରିବାରେ ଲାଗିଛି । ଅନିୟନ୍ତ୍ରିତ ଡ୍ରଗ୍ସ ସେବନ, ବିଶୃଙ୍ଖଳିତ ଯୌନ ଜୀବନ ତଥା ଦେଶାନ୍ତରୀ ଶ୍ରମିକ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି । ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟ
Read More...

ଓଡିଶା ରୋଜଗାର ସ୍ୱାବଲମ୍ବୀ ଉଦଘାଟିତ : ଝାରମୁଣ୍ଡା ଏଥ୍‌ଲେଟିକ ଏସୋସିଏସନ ସଭାପତି ଓ ସରପଞ୍ଚ କରୋନା ଯୋଦ୍ଧା ଭାବେ…

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଶିକ୍ଷା, ପରିବେଶ ସମେତ ମହିଳାଙ୍କ ଆର୍ଥିକ ବିକାଶ ମାଧ୍ୟମରେ ସ୍ୱାବଲମ୍ବୀ କରାଇବା ଉଦ୍ଦେଶ୍ୟ ନେଇ ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ ପକ୍ଷରୁ ସମ୍ବଲପୁର ସ୍ଥିତ ରୋଟାରୀ କ୍ଲବରେ ଓଡିଶା ରୋଜଗାର ସ୍ୱାବଲମ୍ବୀ କାର୍ଯ୍ୟକ୍ରମକୁ ସମ୍ବଲପୁର ଜିଲ୍ଲା ସମାଜ
Read More...

ସାମ୍ବାଦିକତା ଓ ଗଣ ଯୋଗାଯୋଗ ପାଠ୍ୟକ୍ରମ ପାଇଁ ବଲାଙ୍ଗିର ମାଟିର ଯୁବକ ମନୋନୀତ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ୍ ବାଦୀମୁଣ୍ଡା ଗ୍ରାମର ରାଜୀବ କୁମାର ତ୍ରିପାଠୀ (ଚୀନୁ) । ଏସିଆ ମହାଦେଶର ସର୍ବପୁରାତନ ଓ ଶ୍ରେଷ୍ଠ ମିଡ଼ିଆ ତଥା ଗବେଷଣା ଅନୁଷ୍ଠାନ, ଭାରତୀୟ ଜନସଂଚାର ସଂସ୍ଥାନ, ଆଇଆଇଏମ୍‌ସି ଦିଲ୍ଲୀର ଆଞ୍ଚଳିକ କ୍ୟାମ୍ପସ ଢେଙ୍କାନାଳରେ
Read More...

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନଏସ) : ଲୋଇସିଂହା ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ସମ୍ମିଳନୀ କକ୍ଷ ଠାରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗୀର ଓ ସୁର ସଙ୍ଗମ ସାଂସ୍କୃତିକ ସଂସଦ, ଲୋଇସିଂହା ର ମିଳିତ ଆନୁକୂଲ୍ୟରେ ଯୁବ ଅନୁଷ୍ଠାନର ଉନ୍ନତି ପାଇଁ ଏକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ
Read More...

ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ଲୋଇସିଂହା, (କେପିଏନ୍‌ଏସ୍‌) : ବୁଧବାର ଭୋର ୪ ଟା ସମୟରେ ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡାଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ବୁର୍ଡା ଗ୍ରାମର ଟିଟୁ ଭୋଇ (୨୫) ଙ୍କ ମୃତ୍ୟୁ ହୋଇଯାଇଛି । ଅନ୍ୟ ଜଣେ ସେହି ଗ୍ରାମର କାଳିଆ ସା(୩୦) ଗୁରୁତର ଅବସ୍ଥାରେ ବଲାଂଗୀର
Read More...

ରୁଗୁଡିଖାଲ ସରକାରୀ ଜମି ଜବରଦଖଲ ଉଚ୍ଛେଦ ହେଉନି

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଂଗିର ଜିଲ୍ଲା ଲୋଇସିଂହା ବ୍ଲକ ବୁଢ଼ୀପଦର ପଞ୍ଚାୟତ ଅଧିନ ରୁଗୁଡିଖାଲ ଠାରେ ସରକାରୀ ଜମି ଜବରଦଖଲ ବୃଦ୍ଧି ପାଇଛି । ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଜବରଦଖଲ ଉଛେଦ ଦିଗରେ ପ୍ରଶାସନ ବିଫଳ ହେଲେ ଆଇନକୁ ହାତକୁ ନେବେ
Read More...

କୋର୍ଟ ଚାଲାଣ ହେଲେ ଦୁଇ କାଠ ମାଫିଆ

ଲୋଇସିଂହା, (କେପିଏନ୍‌ଏସ୍‌) : ବେଆଇନ ଭାବେ ଜଙ୍ଗଲୀ କାଠର ଚୋରା ଚାଲାଣ କରୁଥିବା ଅଭିଯୋଗରେ ଲୋଇସିଂହା ବନ ବିଭାଗ ଦୁଇ ଜଣ କାଠ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ସୂଚନା ମତେ, ଗତ ସେପ୍ଟେମ୍ବର ୨୮ ତାରିଖ ରାତିରେ ଫଲସାମାଲ-ଡୁମେରଝରନ ରାସ୍ତାରେ ମହଦାସୁନି
Read More...