ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅକ୍ସିଜେନ କନ୍ସେନ୍ଟ୍ରେଟର୍ ପ୍ରଦାନ
ଲୋଇସିଂହା, (କେପିଏନ୍ଏସ୍) : ଲୋଇସିଂହା ସିଏଚସିକୁ ଓଡ଼ିଶା ରାଇଜିଙ୍ଗ ଫାଉଣ୍ଡେସନ, ଭୁବନେଶ୍ୱର ପକ୍ଷରୁ ୨ଟି ଅକ୍ସିଜେନ କନ୍ସେନ୍ଟ୍ରେଟର୍ ପ୍ରଦାନ କରାଯାଇଛି । ଏଥିରେ ଫାଉଣ୍ଡେସନର ଆଇନ ପରାମର୍ଶ ଦାତା ବ୍ରଜେନ୍ଦ୍ର କିଶୋର ପଣ୍ଡା ଯୋଗ ଦେଇଥିଲେ । ଏହି ଅବସରରେ ଲୋଇସିଂହା ବ୍ଲକ!-->…
Read More...
Read More...