Browsing Tag

loisingha news

ଲୋଇସିଂହାରେ ପହଂଚିଲା କୋଶଳ ସ୍ୱାଭିମାନ ପଦଯାତ୍ରା

ଲୋଇସିଂହା, (କେପିଏନ୍‌ଏସ୍‌) : କୋଶଳ ସ୍ୱାଭିମାନ ପଦଯାତ୍ରା ସୋମବାର ସନ୍ଧ୍ୟାରେ ଲୋଇସିଂହାରେ ପହଞ୍ଚିଛି । କଲେଜଛକସ୍ଥିତ ଆଦିବାସୀ କଲ୍ୟାଣ ସଂଘାଂରେ ପଦଯାତ୍ରା ପହଂଚିବା ପରେ ଲୋଇସିଂହା ଆଦିବାସୀ କଲ୍ୟାଣ ସଂଙ୍ଘ ସମେତ ଭୀମ ଆର୍ମି ଓ ବିଭିନ୍ନ ସଂଗଠନ ତଥା ସ୍ଥାନୀୟ ରାଜନୈତିକ ଦଳ ଓ
Read More...

ଭରସୁଜାଠାରେ କାର୍ଗିଲ ବିଜୟ ଦିବସ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଭରସୁଜା କଲ୍ୟାଣ ମଣ୍ଡପଠାରେ ପଶ୍ଚିମ ଓଡିଶା ହିନ୍ଦୁ ଯୁବ ବାହିନୀ ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ମଦନ ମୋହନ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଧନଞ୍ଜୟ ସାହୁ ଯୋଗଦେଇ
Read More...

ବାର୍ହା ଶିକାର ପାଇଁ ବିଛା ଯାଇଥିବା ତାରରେ ଲାଗି ଜଣେ ଗୁରୁତର, ଜଣେ ନିଖୋଜ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବନାଞ୍ଚଳରେ ବାର୍ହା ଶିକାର ପାଇଁ ବିଛାଯାଇଥିବା ବିଜୁଳି ତାର ଫାଶରେ ପଡି ଜଣେ ଗୁରୁତର ଥିବାବେଳେ ଆଉ ଜଣେ ନିଖୋଜ ଥିବା ଜଣାଯାଇଛି । ସମ୍ପର୍କରେ ଉଭୟେ ଶଳା ଭିଣୋଇ ଅଟନ୍ତି । ଏହି ଥାନା ଅଧୀନ ସାନଟିକା ଗ୍ରାମର ପବନ ସୁନାଙ୍କ ପୁଅ ବିକାଶ ଓ ତାଙ୍କ
Read More...

ସାଂଘାତିକ ଅଭିଯୋଗ, ଲାଞ୍ଚ ନାହିଁ ତ ମନରେଗା ପ୍ରାପ୍ୟ ନାହିଁ : ପ୍ରାପ୍ୟ ପାଇବାରୁ ବୃଦ୍ଧ ବଞ୍ଚିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଦାଦନ ଚାଲାଣ ରୋକିବା ପାଇଁ ଉଭୟ କେନ୍ଦ୍ର ତଥା ରାଜ୍ୟ ସରକାର ମନରେଗା ଯୋଜନା କାର୍ଯ୍ୟକାରୀ କରିଛନ୍ତି । କେଉଁଠି ମେସିନ୍‌ ଦ୍ୱାରା ମନରେଗା କାମ କରାଯାଉଥିବା ବେଳେ ଆଉ କେଉଁଠି ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ କାମ କରି ମଧ୍ୟ ଶ୍ରମିକ ପାଉଣା ପାଇପାରୁ
Read More...

ଅଘୋଷିତ ବିଦ୍ୟୁତ କାଟ ଓ ଦରବୃଦ୍ଧି ପ୍ରତିବାଦରେ ଲୋଇସିଂହା ବିଜେପିର ବିକ୍ଷୋଭ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ଅଘୋଷିତ ବିଜୁଳି କାଟ ଓ ୟୁନିଟ ପିଛା ଦରବୃଦ୍ଧି ପ୍ରତିବାଦରେ ସ୍ଥାନୀୟ ବିଦ୍ୟୁତ ସବ ଡିଭିଜନାଲ ଅଫିସରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବର୍ଦ୍ଧିତ ବିଜୁଳି ଶୁଳ୍କ ପ୍ରତ୍ୟାହାର କରାଯିବା ସହିତ ବିଦ୍ୟୁତ ସରବରାହରେ
Read More...

ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ଦସ୍ତଖତ ଅଭିଯାନ

ଲୋଇସିଂହା, (କେପିଏନ୍‌ଏସ୍‌) : ସାରା ଦେଶରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ଲୋଇସିଂହା ବ୍ଲକ କଂଗ୍ରେସ ପକ୍ଷରୁ ସ୍ଥାନୀୟ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ଦସ୍ତଖତ ଅଭିଯାନ ଆୟୋଜିତ ହୋଇଯାଇଛି । ଦରବୃଦ୍ଧିକୁ ପ୍ରତିବାଦ କରୁଥିବା
Read More...

ଗାଇଖାଇ କେନାଲରୁ ରଫାଖାଲକୁ ଯାଇଥିବା କେନାଲ କାମ ନିମ୍ନମାନର ଅଭିଯୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ତଥା ଆଗଲପୁର ବ୍ଲକ ଗାଇଖାଇ କେନାଲରୁ ରଫାଖାଲ ଗ୍ରାମକୁ ଯାଇଥିବା କେନାଲରେ ଗତବର୍ଷ ୨୪ ଲକ୍ଷ ଟଙ୍କାରେ କଂକ୍ରିଟ କାନ୍ଥ କାମ କରାଯାଇଥିଲା । ତେବେ ନିମ୍ନମାନର କାମ ଯୋଗୁଁ ଚଳିତ ବର୍ଷ ସାମାନ୍ୟ ବର୍ଷାରେ ତାହା ଭାଙ୍ଗି ଯାଇଛି । ଅତି ତରବରିଆ
Read More...

କୁଟୁରାପାଲି ହାଇସ୍କୁଲରେ ବନ ମହୋତ୍ସବ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ କୁଟୁରାପାଲି ପଞ୍ଚାୟତ ହାଇସ୍କୁଲସ୍ଥିତ ଧନ୍ଵନ୍ତରୀ ଇକୋ କ୍ଲବ ତରଫରୁ ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ମୁକେଶ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ
Read More...

ଓଡ଼ିଶା ମୋ ପରିବାର ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମରେ ଚଳିତ ମୌସୁମୀରେ ସାରା ରାଜ୍ୟରେ ମୋ ପରିବାର ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ବୃକ୍ଷ ରୋପଣ ଅଭିଯାନରେ ଆଜି ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳିସ୍ଥିତ ଆଗଲପୁର ବ୍ଳକ ଲୁହୁରାମୁଣ୍ଡା ଗ୍ରାମ
Read More...

ଅସହାୟ ଦମ୍ପତିଙ୍କୁ ସହାୟତା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଯୋଗୀସର୍ଡ। ପଞ୍ଚାୟତ ଛେଲବାହାଲ ଗ୍ରାମର ଅସହାୟ ଦମ୍ପତି ଗୁରୁ ଶାଣ୍ଢ ଓ ସରସ୍ୱତୀ ଶାଣ୍ଢଙ୍କୁ ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦ ସଭାପତି ବଳରାମ ସିଂ ଯାଦବ ଭେଟି ଆର୍ଥିକ ସହାୟତା ଦେବା ସହିତ ମାଗଣା ଚିକିତ୍ସାର ବନ୍ଦୋବସ୍ତ କରିଥିବା
Read More...