Browsing Tag

loisingha news

ଆଦିବାସୀ ସ୍ପୋଟିଂ କ୍ଳବ୍ ତରଫରୁ ଆୟୋଜିତ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ଲୋଇସିଂହା ବ୍ଲକ ବୁଢ଼ୀପଦର ପଞ୍ଚାୟତ ସଲତରପାଲି ଗ୍ରାମରେ ଆଦିବାସୀ ସ୍ପୋଟିଂ କ୍ଳବ୍ ତରଫରୁ ଆୟୋଜିତ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କେଶରୀୟା ହିନ୍ଦୁ ବାହିନୀର ରାଜ୍ୟ ସଭାପତି ସନ୍ତୋଷ ଭୋଳ
Read More...

ବିଜେଡିର ସାଧାରଣ ସଭା ଓ ମିଶ୍ରଣ ପର୍ବ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ବ୍ଳକର ରତାଖଣ୍ଡି ଗ୍ରାମ ପଞ୍ଚାୟତର ଦାଣ୍ଡପାଣି ଗ୍ରାମବାସୀଙ୍କୁ ନେଇ ଏକ ସାଧାରଣ ସଭା ଓ ମିଶ୍ରଣ ପର୍ବ ବ୍ଳକ ଯୁବ କାର୍ଯ୍ୟକାରୀ ସଭାପତି ଅନନ୍ତ ନାରାୟଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ଲୋଇସିଂହା ବ୍ଳକରେ ବିଜେଡିର ମିଶ୍ରଣ ପର୍ବ ଓ କର୍ମୀ ସମ୍ମିଳନୀ : ବିଜେଡିରେ ସାମିଲ ହେବା ପାଇଁ ଲୋକଙ୍କ ଲମ୍ୱା ଲାଇନ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଳକର ୩୪ ନମ୍ବର ଜୋନରେ ଆଜି ମିଶ୍ରଣ ପର୍ବ ଓ ଆଗାମୀ ଦିନରେ ହେବାକୁ ଯାଉ ଥିବା ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳକୁ ସୁଦୃଢ କରିବା ପାଇଁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ବ୍ଳକ ବିଜେଡି କାର୍ଯ୍ୟକାରୀ ସଭାପତି
Read More...

ଚାଷୀ ସର୍ବେକ୍ଷଣ ଫର୍ମ ପୂରଣ ନେଇ ଟଙ୍କା ଆଦାୟ ଅଭିଯୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : 'କାଳିଆ' ଯୋଜନାରେ ସହାୟତା ପାଉଥିବା ଚାଷୀଙ୍କ ବାବଦରେ ସବିଶେଷ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାର କୃଷି ବିଭାଗକୁ ନିର୍ଦେଶ ନାମା ଜାରି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଲୋଇସିଂହା ବ୍ଲକର ୨୦ଟି ଯାକ ପଂଚାୟତର ଚାଷୀଙ୍କଠାରୁ ରବିବାର ସ୍ଥାନୀୟ କୃଷି ବିଭାଗ
Read More...

ଦୃଢ଼ ଇଛା ଶକ୍ତି ଓ ପ୍ରୟାସ ଆଗରେ ହାର ମାନିଲା ସଫଳତା : ଓଡିଶା ପ୍ରଶାସନିକ ସେବାରେ ଉତ୍ତୀଣ୍ଣ ହେଲେ ଚିତ୍ତରଂଜନ…

ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ଯେତେବେଳେ ଗ୍ରାଜୁଏସନ କରିବା ପାଇଁ ରେଳ ଯୋଗେ ରାୟଗଡା ଯାତ୍ରା କରୁଥିଲେ, ସେ ସମୟରେ ସମାଜର ଅବହେଳିତ ବର୍ଗଙ୍କ ଅବସ୍ଥା ଦେଖି ମନରେ ଏକ ଭାବନା ଜାତ ହୋଇଥିଲା । ସେମାନଙ୍କୁ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଇପାରିବ ସେଥିପାଇଁ ମନ ବ୍ୟଗ୍ର
Read More...

ଏଚ୍‌ଡିଏଫ୍‌ସି ବ୍ୟାଙ୍କର ନୂତନ ଏଟିଏମ୍‌ ଉଦ୍‌ଘାଟିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବସଷ୍ଟାଣ୍ଡଠାରେ ଏଚ୍‌ଡ଼ିଏଫ୍‌ସି ବ୍ୟାଙ୍କର ନୂତନ ଏଟିଏମ୍‌ କାଉଣ୍ଟର ଉଦ୍‌ଘାଟିତ ହୋଇଯାଇଛି । ବିଡ଼ିଓ ରାମଚନ୍ଦ୍ର ଖାଡ଼ିଆ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାର ଉଦ୍‌ଘାଟନ କରିଥିଲେ । ବ୍ୟାଙ୍କର ହୀରପୁର ଶାଖା ପରିଚାଳକ ଚିତ୍ତରଞ୍ଜନ
Read More...

କନ୍ଦାଜୁରୀ ଗ୍ରାମରେ ଆଇନ ସଚେତନତା ଶିବିର

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ କନ୍ଦାଜୁରୀ ଗ୍ରାମରେ ତାଲୁକ ଆଇନ ସେବା କମିଟି, ଲୋଇସିଂହା ତରଫରୁ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଲୋଇସିଂହା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ଆଇନ ସେବା କମିଟି ଅଧ୍ୟକ୍ଷା ସୁଶ୍ରୀ
Read More...

ବାଇକ ଦୁର୍ଘଟଣାରେ ୩ ଗୁରୁତର

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା କନ୍ଦାଜୁରୀଠାରେ ବାଇକ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ ଆହତମାନେ ହେଲେ ବଲାଙ୍ଗିର ଜିଲ୍ଲା ବନ୍ଧପଡା ଥାନା ଅଧିନ ସତୀଘାଟ ଗ୍ରାମର ତେଜରାଜ ବରିହା,
Read More...

କନ୍ଦାଜୁରୀ ଗ୍ରାମରେ ଆଇନ ସଚେତନତା ଶିବିର

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ କନ୍ଦାଜୁରୀ ଗ୍ରାମରେ ତାଲୁକ ଆଇନ ସେବା କମିଟି, ଲୋଇସିଂହା ତରଫରୁ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଲୋଇସିଂହା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ଆଇନ ସେବା କମିଟି ଅଧ୍ୟକ୍ଷା ସୁଶ୍ରୀ
Read More...

ଚାଷୀ ଆନ୍ଦୋଳନକୁ ଲୋଇସିଂହାରେ ବିପୁଳ ସମର୍ଥନ

ଲୋଇସିଂହା, (ସୁଶିଳ କୁମାର ମିଶ୍ର) : ଚାଷୀ ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ କଳା କୃଷି ଆଇନକୁ ବିରୋଧ କରି ସଂଯୁକ୍ତ କିଷାନ ମୋର୍ଚ୍ଚା ଦେଇଥିବା ଭାରତ ବନ୍ଦ ଡାକରାକୁ ଲୋଇସିଂହା ନବନିର୍ମାଣ କୃଷକ ସଂଗଠନ ଓ କଂଗ୍ରେସ ପକ୍ଷରୁ ୨୬ନଂ ଜାତୀୟ ରାଜପଥକୁ ସକାଳ ୬ଟାରୁ ଅବରୋଧ କରାଯାଇଛି ।
Read More...