Browsing Tag

loisingha news

ବନ୍ଦ କୋଠରିରୁ ଗୁରୁତର ଅବସ୍ଥାରେ ଯୁବକ ଉଦ୍ଧାର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଢୋଲମହୁଲ ସ୍ଥିତ ଏକ ବନ୍ଦ କୋଠରିରୁ ସ୍ଥାନୀୟ ପୋଲିସ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି । ତେବେ ଅବସ୍ଥା ଗୁରୁତର ହେବାରୁ ସମ୍ପୃକ୍ତ ଯୁବକଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ…
Read More...

ପ୍ରତ୍ୟେକ ମଣିଷ ପୁଷ୍ପ ପରି ହେବା ପାଇଁ ଆହ୍ୱାନ କଲେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପ୍ରକୃତିର ଏକ ଅନନ୍ୟ ଉପହାର ପୁଷ୍ପ । କାହା ପ୍ରତି ବାଛ ବିଚାର ନ କରି ସମସ୍ତଙ୍କୁ ପୁଷ୍ପ ସୁଗନ୍ଧ ପ୍ରଦାନ କରିଥାଏ । ତେଣୁ ପୁଷ୍ପର ସମସ୍ତ ଗୁଣ ଆହରଣ କରି ପ୍ରତ୍ୟେକ ମଣିଷ ତା'ପରି ହେବାକୁ ଆହ୍ୱାନ ଦେଇଥିଲେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ।…
Read More...

ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଉତ୍କଳ ଦିବସ ତଥା ପ୍ରଥମ ଦିନୋତ୍ସବ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମେଣ୍ଡା ମହାବିଦ୍ୟାଳୟର ଇଂରାଜୀ ବିଭାଗ ଅଧ୍ୟାପକ ଆନନ୍ଦ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଉତ୍କଳ ଦିବସ ବିଷୟରେ ଆଲୋକପାତ…
Read More...

ଏନ୍‌ଏସି ମାନ୍ୟତା ଦାବୀରେ ଲୋଇସିଂହାର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ

ଲୋଇସିଂହା, (ବିମଳେନ୍‌ନ୍ଦୁ ସାହୁ) : ଲୋଇସିଂହାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ବା ଏନ୍‌ଏସି ମାନ୍ୟତା ଦାବୀରେ ସହରର ସମସ୍ତ ସରକାରୀ ତଥା ବେସରକାରୀ ଅଫିସ, ବ୍ୟାଙ୍କ୍, ମଦଭାଟିକୁ ୧୨ ଘଣ୍ଟା ପାଇଁ ବନ୍ଦ କରାଯାଇଛି । ସ୍ଥାନୀୟ ଆଞ୍ଚଳିକ ବିକାଶ ପରିଷଦର ନିଷ୍ପତ୍ତି ମୁତାବକ ପ୍ରତି ମାସର ଶେଷ…
Read More...

ଲୋଇସିଂହାରେ ବାସନ୍ତିକ ନବରାତ୍ର ଦୁର୍ଗାପୂଜା ଆରମ୍ଭ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଢୋଲମହୁଲ ସ୍ଥିତ ମା' ଶାରଳା ଶକ୍ତିପୀଠ ଆନୁକୂଲ୍ୟରେ ସ୍ଥାନୀୟ ଦୁର୍ଗାମଣ୍ଡପ ନିକଟରେ ଗତ ୨୧ ତାରିଖଠାରୁ ବାସନ୍ତିକ ନବରାତ୍ର ଦୁର୍ଗାପୂଜା ଆରମ୍ଭ ହୋଇଯାଇଛି । ପୀଠର ମୁଖ୍ୟ ପୃଷ୍ଠପୋଷକ ତଥା ଅଧ୍ୟକ୍ଷ ମୂରଲୀ ଭୋଇଙ୍କ ଅଧ୍ୟକ୍ଷତାରେ ମା'ଙ୍କ ଦଶ…
Read More...

ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଗାମୀ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀରେ ଅଧ୍ୟୟନ କରିବାକୁ ଥିବା ଶିଶୁମାନଙ୍କ ପିତାମାତାଙ୍କର ଏକ…
Read More...

ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଚୈତ୍ର ଶୁକ୍ଳ ପ୍ରତିପଦା ହିନ୍ଦୁ ନବବର୍ଷ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଚୈତ୍ର ଶୁକ୍ଳ ପ୍ରତିପଦା ଅବସରରେ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସିଦ୍ଧେଶ୍ୱର ମିଶ୍ର ଯୋଗ ଦେଇ ହିନ୍ଦୁ ନବବର୍ଷ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର ପ୍ରଧାନ…
Read More...

ବିନା ସୂଚନା ଫଳକରେ ଚାଲିଛି ଗ୍ରାମ୍ୟ ଉନ୍ନୟନ ବିଭାଗର କୋଟିକୋଟି ଟଂକାର କାମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବିନା ସୂଚନା ଫଳକରେ ଚାଲିଛି କୋଟି କୋଟି ଟଙ୍କାର ଉନ୍ନୟନମୂଳକ କାମ, ତା' ପୁଣି ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ । ଏଭଳି ଘଟଣା ଦେଖିବାକୁ ମିଳିଛି ଲୋଇସିଂହା ବ୍ଲକ ଅନ୍ତର୍ଗତ ପନେସରା-କେଉଁଟିପାଲି ରାସ୍ତାରେ । ବଲାଙ୍ଗିର ଜିଲ୍ଲା ଗ୍ରାମ୍ୟ ନିର୍ମାଣ…
Read More...

ଲୋଇସିଂହା କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଜେଡିରେ ସାମିଲକୁ ନେଇ ସାମ୍ବାଦିକ ସମ୍ମିଳନୀ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଜେଡିରେ ସାମିଲକୁ ନେଇ ସ୍ଥାନୀୟ ଷ୍ଟାଡିୟମ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ୨୦୧୯ ସାଧାରଣ ନିର୍ବାଚନର ଲୋଇସିଂହା ବିଧାୟକ କଂଗ୍ରେସ ପ୍ରାର୍ଥୀ ନବ କିଶୋର ନାଏକ ପରାଜିତ ସତ୍ୱେ କଂଗ୍ରେସ…
Read More...

ଲୋଇସିଂହାରେ ବ୍ଲକସ୍ତରୀୟ ଶିଶୁ ସୁରକ୍ଷା କମିଟିର ତାଲିମ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଲୋଇସିଂହା ବ୍ଲକ ସଭାଗୃହରେ ବ୍ଲକସ୍ତରୀୟ ଶିଶୁ ସୁରକ୍ଷା କମିଟିର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ଅରୁଣ ଖୁଆସ ଉପସ୍ଥିତ ବିଡିଓ, ସିଡିପିଓ, ସମସ୍ତ ସରପଂଚ, ଅଙ୍ଗନୱାଡି ସୁପରଭାଇଜରମାନଙ୍କୁ ସ୍ୱାଗତ ଜଣାଇ…
Read More...