Browsing Tag

loisingha news

ଲୋଇସିଂହା ଥାନା ସମ୍ମୁଖରେ ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ସମ୍ମୁଖରେ ଜନୈକ ମାନସିକ ବିକାରଗ୍ରସ୍ତ ଯୁବକ ଉନ୍ମତ୍ତ କାଣ୍ଡ ଭିଆଇଥିବା ଦେଖିବାକୁ ମିଳିଛି । ଗୁରୁବାର ଅପରାହ୍ନ ୨ଟାରେ ଯୁବକଟି ଥାନା ମୁଖ୍ୟ ଫାଟକକୁ ବନ୍ଦ କରି ଦେବା ସହିତ ଥାନା ସମ୍ମୁଖସ୍ଥ ୨୬ ନଂ ଜାତୀୟ ରାଜପଥ ଉପରେ ଲୁହା ତିଆରି
Read More...

ମଦ ବିକ୍ରି ବନ୍ଦ ପାଇଁ ଅଣ୍ଟା ଭିଡିଲେ ମହିଳା ଗୋଷ୍ଠୀ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ସରଗାଡ ପଞ୍ଚାୟତ ସିଂଘାଣିମୁଣ୍ଡା ଗାଁରେ ମଦ କାରବାର ବନ୍ଦ କରିବାକୁ ଅଣ୍ଟା ଭିଡିଛନ୍ତି ଗାଁର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ । ରବିବାର ସ୍ଥାନୀୟ ୱାର୍ଡ ସଭ୍ୟଙ୍କ ଅଧ୍ୟକ୍ଷତାରେ ମହିଳାମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
Read More...

ସୁକତେଲ ବ୍ରିଜ ଉପରେ ଦୁଇ ମାଲ୍ ବୋଝେଇ ଟ୍ରକ୍‌ ମୁହାଁମୁହିଁ ଧକ୍କା

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଲୋଇସିଂହା ରାସ୍ତାର ଫାସଡ ସୁକତେଲ ବ୍ରିଜ ଉପରେ ଦୁଇ ମାଲ୍‌ ବୋଝେଇ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗୁରୁବାର ରାତି ୧୨ଟାରେ ବିଶାଖାପାଟଣାରୁ ରାୟଗଡ଼
Read More...

ସାରଳା ଶକ୍ତିପୀଠରେ ନାଗପୂଜା ପ୍ରସ୍ତୁତି ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଗାମୀ ୧୯ ତାରିଖରେ ଢୋଲମହୁଲ ସ୍ଥିତ ସାରଳା ଶକ୍ତିପୀଠରେ ନାଗପୂଜା ପାଇଁ ପୀଠଧୀଶ ମୁରଲୀ ବାବାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ନିର୍ଦ୍ଦିଷ୍ଟ ସମୟରେ ଗୁରୁବରଣ, ନାଗ ବରଣ, ପୀଠ ମଣ୍ଡଳୀ ପୂଜା, ଦେବତା ବରଣ, ସନ୍ଧ୍ୟା
Read More...

ରୋୟାଲ ଷ୍ଟାର୍ ଫୁଟବଲ୍ ଆସୋସିଏସନ ପକ୍ଷରୁ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ହିରାପୁର ପଞ୍ଚାୟତର ମାଣ୍ଡିଆପଦର ଗାଁ ଠାରେ ରୋୟାଲ ଷ୍ଟାର୍ ଫୁଟବଲ୍ ଆସୋସିଏସନ ପକ୍ଷରୁ ଆୟୋଜିତ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ଦିବସରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଜେଡିର ବରିଷ୍ଠ ନେତା ନିହାର ରଞ୍ଜନ ବେହେରା ଖେଳାଳୀ
Read More...

ଦାବୀ ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବେ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ

ଲୋଇସିଂହା, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ତୃଣମୂଳ ସ୍ତରରେ କାର୍ଯ୍ୟରତ ପ୍ରାୟ ୨୦ ହଜାର ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ଦୀର୍ଘଦିନ ଧରି ସେମାନଙ୍କ ନ୍ୟାଯ୍ୟ ଦାବୀରୁ ବଞ୍ଚିତ ରହିଛନ୍ତି । ପ୍ରତି ସରକାରୀ କର୍ମଚାରୀ ନିଜ ଚାକିରି
Read More...

ପରଧିଆପାଲିରେ ପ୍ରାଣୀଧନ ସଚେତନତା ଓ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ପଞ୍ଚାୟତ ପରଧିଆପାଲି ଗ୍ରାମରେ ଆଜି ପ୍ରାଣୀଧନ ସଚେତନତା ଓ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରିଲାଏନ୍ସ ଫାଉଣ୍ଡେସନ ଓ ସଂକଳ୍ପର ସହାୟତାରେ ଲୋଇସିଂହା ପ୍ରାଣୀ ଚିକିତ୍ସା ବିଭାଗର ସହଯୋଗରେ ଆୟୋଜିତ
Read More...

ରାଜପୁତ ସମାଜର ଚେରି ଟେବୁଲ ଟ୍ରଷ୍ଟ ଗଠନ

ଲୋଇସିଂହା, (କେପିଏନ୍‌ଏସ୍‌) : ପଡୋଶୀ ଗାଇସିଲେଟ ବ୍ଲକ ଜାମୁଟବାହାଲ ଗ୍ରାମର ପୂର୍ଣ୍ଣନନ୍ଦ ଠାକୁରଙ୍କ ଆବାହକତ୍ୱରେ ପଦ୍ମପୁର ଉପଖଣ୍ଡସ୍ତରୀୟ ରାଜପୁତ ସମାଜର ଏକ ବୈଠକ ନୃସିଂହନାଥରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆବାହକ ଶ୍ରୀ ଠାକୁର ସଭାପତିତ୍ୱ କରିଥିଲେ । ରାଜପୁତ ସମାଜର ସାମୁହିକ
Read More...

ଛଟେଇ କମ୍ପ୍ୟୁଟର ଶିକ୍ଷକ ସଂଘର ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଅଗ୍ରସେନ ଭବନ ଠାରେ ବଲାଙ୍ଗିର ଜିଲ୍ଲା ଛଟେଇ କମ୍ପ୍ୟୁଟର ଶିକ୍ଷକ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଜ୍ୟୋତିର୍ମୟ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବ୍ଲକର ପ୍ରାୟ ୬୦ ଜଣ ସଦସ୍ୟ ଯୋଗ ଦେଇ
Read More...

କୁଟୁରାପାଲିରେ ଜଳବାୟୁ ପରିବର୍ତ୍ତନ କର୍ମଶାଳା ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦୀମୁଣ୍ଡା ପଞ୍ଚାୟତ ଅଧିନସ୍ଥ କୁଟୁରାପାଲି ଗ୍ରାମରେ ଜଳବାୟୁ ପରିବର୍ତ୍ତନ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସଂକଳ୍ପ ଆନୁକୁଲ୍ୟରେ ଓ ରିଲାଏନ୍ସ ଫାଉଣ୍ଡେସନ
Read More...