Browsing Tag

loisingha news

ଲୋଇସିଂହାରେ ଓବିସି ମଞ୍ଚର ସାମ୍ବାଦିକ ସମ୍ମିଳନୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଆଦିବାସୀ ଭବନ ଠାରେ ବଲାଙ୍ଗିର ଜିଲ୍ଲା ଓବିସି ମଞ୍ଚ ସଂଯୋଜକ ସରୋଜ କୁମାର ମେଶ୍ୱାଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଓବିସିଙ୍କ ଜନସଂଖ୍ୟା ଓଡ଼ିଶାରେ ୫୨% ଏବଂ ଦୁଇ କୋଟିରୁ ଅଧିକ ଥିଲେ ମଧ୍ୟ ଆରକ୍ଷଣ ହର…
Read More...

ଝାରମୁଣ୍ଡାରେ ବିଜେଡ଼ିର ନିର୍ବାଚନୀ ପ୍ରଚାର

ଶହ ଶହ ମହିଳାଙ୍କ ଶୋଭାଯାତ୍ରାରେ ଘର ଘର ବୁଲି ଭୋଟ ଭିକ୍ଷା ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି । ଏହି କ୍ରମରେ ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପକ୍ଷରୁ ପ୍ରଚାର ଜୋର୍ ଧରିଛି । ରବିବାର ସଂଧ୍ୟାରେ ଶହ ଶହ…
Read More...

ସାମ୍ବାଦିକଙ୍କ ପିତୃ ବିୟୋଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହାର ବରିଷ୍ଠ ସାମ୍ବାଦିକ ବୁର୍ଡା ନିବାସୀ ବିମଳେନ୍ଦୁ ସାହୁଙ୍କ ବାପା ବିଜୟ କୁମାର ସାହୁଙ୍କ ରବିବାର ରାତିରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ସାହୁ ବୁର୍ଡା ଗ୍ରାମ ପଞ୍ଚାୟତର ଭୂତପୂର୍ବ ସରପଞ୍ଚ…
Read More...

ଲୋଇସିଂହା-ଆଗଲପୁର ବ୍ଲକ ମିଳିତ କୃଷକ ସଂଘର୍ଷ ସମିତି ପକ୍ଷରୁ ପୁନଃ ରାଜପଥ ଅବରୋଧ ତଥା ଭୋଟ ବର୍ଜନ ଚେତାବନୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରୁ ଲୋଇସିଂହା ଓ ଆଗଲପୁର ବ୍ଲକର ୧୦ ଗୋଟି ପଞ୍ଚାୟତକୁ ଜଳସେଚନ ତଥା ଅନ୍ୟାନ୍ୟ ସୁବିଧା ଦାବିରେ କୃଷକ ସଂଘର୍ଷ ସମିତି ତରଫରୁ ପୁଣି ଥରେ ଜାତୀୟ ରାଜପଥ ଅବରୋଧ କରାଯିବା ସହିତ ଚଳିତ ସାଧାରଣ ନିର୍ବାଚନକୁ ବର୍ଜନ କରାଯିବା…
Read More...

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାରେ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରଠାରେ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିମନ୍ତ୍ରିତ ଅତିଥି ଭାବେ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ରାମଚନ୍ଦ୍ର ପଟେଲ, ପରିଚାଳନା ସମିତିର କୋଷାଧ୍ୟକ୍ଷ ପ୍ରଶାନ୍ତ…
Read More...

ବାସନ୍ତିକ ଦୁର୍ଗାପୂଜା ଓ ବିଶ୍ଵଶାନ୍ତି ଚଣ୍ଡୀ ମହାଯଜ୍ଞ : ନିଆଁରେ ଚାଲିଲେ ବରୁଆ ଓ ଶ୍ରଦ୍ଧାଳୁ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସ୍ଥିତ ଦୁର୍ଗା ମଣ୍ଡପ ନିକଟରେ ବାସନ୍ତୀକ ଦୁର୍ଗାପୂଜା ଓ ବିଶ୍ଵଶାନ୍ତି ମହାଯଜ୍ଞ ଚଳିତ ମାସ ୮ ତାରିଖରୁ ଆରମ୍ଭ ହୋଇଛି । ଏହି ଅବସରରେ ସୋମବାର କାଳରାତ୍ରୀ ବେଶ ଓ ଝାମୁଯାତ୍ରା ଅନୁଷ୍ଠିତ ହୋଇ ଥିବା ଯୋଗୁଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଛି ।…
Read More...

ଭୋଇପାଲି ସ୍କୁଲ ବନ୍ଦ ପ୍ରସଙ୍ଗ : ପୁନଃ ସ୍କୁଲ ନଖୋଲିଲେ, ଭୋଟ ବର୍ଜନ ଚେତାବନୀ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଦର୍ଶାଇ ବନ୍ଦ ହୋଇଥିବା ଭୋଇପାଲି ପ୍ରାଥମିକ ସ୍କୁଲକୁ ପୁନଃ ଖୋଲିବା ପାଇଁ ଦାବୀ ହେଉଛି । ତେଣୁ ଚଳିତ ଶିକ୍ଷା ବର୍ଷରୁ ସ୍କୁଲ ନଖୋଲିଲେ ଭୋଟ ବର୍ଜନ ଚେତାବନୀ ଦିଆଯାଇଛି । ସୂଚନା ଅନୁଯାୟୀ, ଲୋଇସିଂହା ବ୍ଲକ ଅନ୍ତର୍ଗତ…
Read More...

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାରେ ରାମ ନବମୀ ଉତ୍ସବ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରଠାରେ ପବିତ୍ର ଶ୍ରୀରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବିଳାସିନୀ ସାହୁ ଏବଂ ସପୁର ନାଏକ ଯୋଗଦେଇ ସ୍ଵହସ୍ତରେ ବେଶଧାରୀ ଶିଶୁମାନଙ୍କ ପୂଜନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶିବ ପ୍ରସାଦ ବାରିକ…
Read More...

ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ, ବିପଦପୂର୍ଣ୍ଣ ରାସ୍ତାରେ ଭୋଇପାଲିରୁ ସାଧୁପାଲି

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : କମ୍‌ ସଂଖ୍ୟକ ଛାତ୍ରଛାତ୍ରୀ ଦର୍ଶାଇ ଭୋଇପାଲି ପ୍ରାଥମିକ ସ୍କୁଲ ବନ୍ଦ ରହିଛି । ଯାହା ଫଳରେ କୋମଳମତୀ ଛାତ୍ରଛାତ୍ରୀ ନିକଟସ୍ଥ ବିଭିନ୍ନ ସ୍କୁଲମାନଙ୍କୁ ଅଧ୍ୟୟନ ପାଇଁ ଯାଉଛନ୍ତି । କିନ୍ତୁ ଭୋଇପାଲିରୁ ସାଧୁପାଲି ଯାଉଥିବା ଛାତ୍ରଛାତ୍ରୀ ଅନେକ…
Read More...

ବିଜେଡ଼ିର ବିଶାଳ କର୍ମୀ ସମ୍ମିଳନୀ : ନିହାରଙ୍କୁ ଜିତାଇବା ପାଇଁ କର୍ମୀ ଉତ୍ସାହିତ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନ୍ଦାଜୁରୀ ସାପ୍ତାହିକ ବଜାରରେ ପଞ୍ଚାୟତସ୍ତରୀୟ ବିଜେଡ଼ି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଝାରମୁଣ୍ଡା, କନ୍ଦାଜୁରୀ, କୁଶଙ୍ଗ ଓ କୁଟେନପାଲି ପଞ୍ଚାୟତରୁ ଶହ ଶହ କର୍ମୀ ସାମିଲ ହୋଇ…
Read More...