Browsing Tag

koraput news

କୋଟିଆରେ ଓଡ଼ିଶା ସରକାରଙ୍କ ତରଫରୁ ଘରେ ଘରେ ପାଣି ଯୋଗାଇବାର ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କଲେ ଆନ୍ଧ୍ର ପ୍ରଦେଶର ଅଧିକାରୀ

କୋରାପୁଟ : ଓଡ଼ିଶା ସରକାରଙ୍କ ତରଫରୁ କୋଟିଆ ପଞ୍ଚାୟତର ନେରେଡିବାଲାସା ଠାରେ ଘରେ ଘରେ ପାଣି ଯୋଗାଇବାର ପ୍ରକଳ୍ପକୁ ଆନ୍ଧ୍ର ପ୍ରଦେଶର ଅଧିକାରୀମାନେ ଆସି ବାଧା ସୃଷ୍ଟି କରିବା ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ବନ୍ଦ ହୋଇଯାଇଥିବା ଖବର ମିଳିଛି । ତେବେ ଏହି ଗାଁରେ ପାଣି ଟାଙ୍କି ସ୍ଥାପନା କରି
Read More...

୪୦ କେଜି ଜିଲେଟିନ ଜବତ

କୋରାପୁଟ : କମ୍ବିଂ ଅପରେସନ ବେଳେ ୪୦ କେଜି ଜିଲେଟିନ ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କୋରାପୁଟ ଥାନା ନାରାୟଣପାଟଣା ଥାନା ପାଚିଂ ଜଙ୍ଗଲରେ ନାରାୟଣପାଟରା ପୋଲିସ, ଡିଭିଏଫ୍‌ ଓ ବିଏସ୍‌ଏଫର ମିଳିତ କମ୍ବିଂ ଅପରେସନ ବେଳେ ଜଙ୍ଗଲରୁ ରବର ବୁଲେଟ ବନ୍ଧୁକ ଓ ୪୦ କେଜି ଜିଲେଟିନ ଜବତ
Read More...

ଓଲଟିଲା ପିକଅପ୍ ଭ୍ୟାନ୍ : ୧ ମୃତ ୪ ଗୁରୁତର

କୋରାପୁଟ : କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ସିନ୍ଦେଇ ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣକ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଥିବା ଜଣାପଡିଛି । ସୂଚନାନୁଯାୟୀ, ମାଳିପୁଟ ପଞ୍ଚାୟତର ସିନ୍ଦେଇ ଗ୍ରାମରୁ ୫ ଜଣ ଶ୍ରମିକ ଏକ ବୋଲରୋ ପିକଅପ୍ ଗାଡିରେ ବିଲ କାମ କରିବାକୁ ଯାଉଥିବା
Read More...

ଅଭବାନୀୟ ଘଟଣା : ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ !

କୋରାପୁଟ : କୋରାପୁଟ ତ୍ରିନାଥ ମନ୍ଦିର ସାହି ନିକଟ କାଠ ମିଲ ନିକଟରେ ଏହି ଅଭବାନୀୟ ଘଟଣା ଘଟିଥିବା ଜଣାପଡିଛି । ଏହି ଅଂଚଳରେ ଗତ କିଛି ଦିନ ହେବ ସ୍ୱାମୀ-ସ୍ତ୍ରୀ ଦୁହେଁ ଏଠାରେ ଭଡ଼ାରେ ରହୁଥିବା ବେଳେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ହତ୍ୟା ଅଭିଯୋଗରେ ମୃତ ସ୍ତ୍ରୀଙ୍କ
Read More...

ସଡକ ଦୁର୍ଘଟଣା : ଟ୍ୟାଙ୍କର ଓଲଟି ରାସ୍ତାରେ ଭାସୁଛି ପେଟ୍ରୋଲ

କୋରାପୁଟ : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅଧିନସ୍ଥ ଡୋଳିଆମ୍ବ ନିକଟରେ ଏକ ଟ୍ୟାଙ୍କର ଓଲଟି ପଡି ରାସ୍ତାରେ ତେଲ ଭାସୁଥିବା ଖବର ମିଳିଛି । ଏଥିସହ ରାସ୍ତା ମଝିରେ ଟ୍ୟାଙ୍କର ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ଉଭୟ ପାର୍ଶ୍ବରେ ଯାନବାହନ ଅଟକି ରହିଥିବା ଜଣାପଡିଛି ।
Read More...

ପାଇକ ଫୁଲବେଡା ପଞ୍ଚାୟତର ତିନି ଗ୍ରାମବାସୀଙ୍କ ଭୋଟ ବର୍ଜନ

କୋରାପୁଟ : ଆଜି ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ସମୟରେ ଦଶମନ୍ତପୁର ବ୍ଲକର ପାଇକ ଫୁଲବେଡା ପଞ୍ଚାୟତର ତିନିଖଣ୍ଡ ଗ୍ରାମବାସୀ ସଲପଗୁଡା ବୁଥରେ ଭୋଟ ବର୍ଜନ କରିଥିବା ଜଣାପଡିଛି । ଗ୍ରାମବାସୀଙ୍କ କହିବା ଅନୁସାରେ ରାସ୍ତା ନାହିଁ ତ ଭୋଟ ନାହିଁ । ପିଇବା ପାଣି ନାହିଁ ତ ଭୋଟ ନାହିଁ, ଏହିଭଳି
Read More...

ମାଓ ଅଧ୍ୟୁଷିତ ନାରାୟଣପାଟଣାରେ ପୋଲିସ ଓ ବିଏସ୍‌ଏଫ୍‌ ମିଳିତ ଭାବରେ ପାଟ୍ରୋଲିଂ କଡାକଡି

କୋରାପୁଟ : ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଦିବସ । ମାଓ ଅଧ୍ୟୁଷିତ ଅଞ୍ଚଳ ନାରାୟଣପାଟଣାରେ ହେବ ଭୋଟ ଗ୍ରହଣ । ମାଓଗଡ ହୋଇଥିବାରୁ ନାରାୟଣପାଟଣା ଅଞ୍ଚଳର ବିଭିନ୍ନ ଛକରେ ପୋଲିସ ଓ ବିଏସ୍‌ଏଫ୍‌ ମିଳିତ ଭାବରେ ସମସ୍ତ ଛକରେ ନାକାବନ୍ଦି କରି ଗାଡ଼ି ମୋଟର ଟିକିନିଖି ଯାଞ୍ଚ କରିଥିବା ଜଣାପଡିଛି
Read More...

ସୁନାବେଡା ପୌର ପରିଷଦର ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ

କୋରାପୁଟ : ସୁନାବେଡା ପୌର ପରିଷଦର ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ଜଣାପଡିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ପୌର ପରିଷଦର ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘରେ ଚଢାଉ ହୋଇଥିବା ଜଣାପଡିଛି । ଏକକାଳୀନ ୬
Read More...

ଏସ୍‌ବିଆଇ ଶାଖା ଲକର୍‌ରୁ ସୁନା ଚୋରି ଘଟଣାରେ ନାରାୟଣପାଟଣା ଥାନା ଆଇଆଇସି ରଂଜିତ ସାହୁ ସସ୍‌ପେଣ୍ଡ

କୋରାପୁଟ : ଲକ୍ଷ୍ମୀପୁର ଏସ୍‌ବିଆଇ ଶାଖା ଲକର୍‌ରୁ ସୁନା ଚୋରି ଘଟଣାରେ ନାରାୟଣପାଟଣା ଥାନା ଆଇଆଇସି ରଂଜିତ ସାହୁଙ୍କୁ ନିଲମ୍ବିତ କରିଛନ୍ତି ଡିଜିପି । ସୂଚନାନୁଯାୟୀ, ଚୋରି ସୁନା କିଣିଥିବା ନାରାୟଣପାଟଣାର ସୁନା ବ୍ୟବସାୟୀ ଏମ୍‌.ମୌଲିଙ୍କୁ ଫେରାର୍ କରିବାରେ ଆଇଆଇସି ସହାୟତା କରିଥିଲେ ।
Read More...

ଏସ୍‌ଟିଏଫ୍ ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲାଣକାରୀ, ୨ ଗିରଫ

କୋରାପୁଟ : ଏସଟିଏଫ୍ ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲାଣକାରୀ କାବୁ ହୋଇଥିବା ବେଳେ ଏଥିରେ ୨ ଜଣ ଗିରଫ୍‌ ହୋଇଥିବା ଜଣାପଡ଼ିଛି । ତେବେ କୋରାପୁଟ-ବୋରିଗୁମ୍ମା ବାଇପାସ୍ ନିକଟରେ ଚଢ଼ାଉ କରି ଏମାନଙ୍କୁ ଧରିଛି ଏସଟିଏଫ୍ ଟିମ୍‌ ଓ ସେମାନଙ୍କଠାରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଜବତ ହୋଇଥିବା
Read More...