କୋଣାର୍କରେ ‘ଓଡ଼ିଶା ମିଡିଆ ଆୱାର୍ଡ’ ସମାରୋହ
କୋଣାର୍କ : କୋଣାର୍କ ଯାତ୍ରୀ ନିବାସ ପରିସରରେ ଓଡିଶା ମିଡିଆ ସମିଟ୍ ଓ ଓଡିଶା ମିଡ଼ିଆ ଆୱାର୍ଡ଼ ସମାରୋହ ଆରମ୍ଭ ହୋଇଯାଇଛି । ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ । ବିଶିଷ୍ଟ ଗାନ୍ଧୀବାଦି ସମାଜ ସେବୀ ଏସଏ ସଫିକଙ୍କ ଅଧ୍ୟକ୍ଷତାରେ ଏହି!-->…
Read More...
Read More...