Browsing Tag

khaprakhol news

ଖପ୍ରାଖୋଲ ବ୍ଲକସ୍ତରୀୟ ଲୋକଉତ୍ସବ ଉଦ୍‌ଘାଟିତ : ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ଦୁଲୁକିଲା ମଞ୍ଚ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ସଦର ଖପ୍ରାଖୋଲ ମିନି ଷ୍ଟାଡିୟମଠାରେ ଗୁରୁବାର ଖପ୍ରାଖୋଲ ବ୍ଲକସ୍ତରୀୟ ଲୋକ ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଲୋକକଳା, ନୃତ୍ୟ ଓ ଗୀତରେ ଝୁମୁଛି ଖପ୍ରାଖୋଲ । ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଉଦ୍‌ଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ହରିଶଙ୍କର ଛକରେ ପିକଅପ୍ ଧକ୍କାରେ ୨ ମୋଟର ସାଇକେଲ ଆରୋହୀ ଗୁରୁତର

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ଧଣ୍ଡାମୁଣ୍ଡା ରାସ୍ତା ହରିଶଙ୍କର ଛକଠାରେ ପିକଅପ୍ ଗାଡ଼ି ଧକ୍କାରେ ୨ ମୋଟର ସାଇକେଲ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ୨ ଗୁରୁତର ମୋଟର ସାଇକେଲ ଆରୋହୀ ଭାନପୁର ପଞ୍ଚାୟତ ଝାଙ୍କରପାଲି ଗାଁର ଗୋବର୍ଦ୍ଧନ ବାଗ ଓ ଜିତୁ ବରିହା ବୋଲି ଜଣାପଡିଛି ।
Read More...

ଖପ୍ରାଖୋଲରେ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ହାଇସ୍କୁଲ ଖେଳ ପଡିଆ ଠାରେ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ସମ୍ମାନିତ
Read More...

ଅସହାୟକୁ ସହଯୋଗର ହାତ ବଢାଇଲା ସ୍ୱାଭିମାନ ପରିବାର

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଅସହାୟକୁ ସହଯୋଗର ହାତ ବଢାଇଲା ସ୍ୱାଭିମାନ ପରିବାର । ସୂଚନାଯୋଗ୍ୟ ଯେ, ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲୁହାସିଂହା ଗ୍ରାମର ଚନ୍ଦ୍ରଭାନୁ ଜଗତ ଛଅ ମାସ ତଳେ ଏକ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ସେବେଠାରୁ ତାଙ୍କର ଆଖି ଦିଶୁନାହିଁ । ଚିକିତ୍ସା ପାଇଁ ଅର୍ଥ ସାଜିଛି
Read More...

କଫ ସିରଫ୍ ଜବତ, ଦୁଇ କୋର୍ଟ ଚାଲାଣ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପୋଲିସ ବେଆଇନ କଫ୍ ସିରପ କାରବାର ଅଭିଯୋଗରେ ଶୁକ୍ରବାର ଦୁଇ ଜଣକୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି । କୋର୍ଟ ଚାଲାଣ ହୋଇଥିବା ଦୁଇ ଜଣ ହେଲେ ଧଣ୍ଡାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ପାଟିମାଲ ଗାଁର ସିଦ୍ଧେ ପ୍ରଧାନ (୩୮) ଓ
Read More...

ଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟରେ ଅନିୟମିତତା ଅଭିଯୋଗ : କାମ କରିନଥିବା ଶ୍ରମିକଙ୍କୁ ମିଳୁଛି ମଜୁରୀ

ସୂଚନା ଫଳକ ନାହିଁ, ୭୨ ଜଣ ସ୍ଥାନରେ ୧୫୦ ଜଣ ଶ୍ରମିକ କାମ କରିଥିବା ନେଇ ଅଭିଯୋଗ ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ମହରାପଦର ପଂଚାୟତ ଅନ୍ତର୍ଗତ ସର୍ଗିପାଲି ଗ୍ରାମରେ ଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟରେ ଅନିୟମିତତା ଏବଂ ଅର୍ଥ ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଛି ।
Read More...

ବାଗଝରଣ ଗାଁରୁ ରନ୍ଧା ମଦ ସହ ଦୁଇ ଜଣ ଗିରଫ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ଥାନା ମହରାପଦର ପଞ୍ଚାୟତ ଅନ୍ତର୍ଗତ ବାଗଝରଣ ଗ୍ରାମରେ ପାଟଣାଗଡ଼ ଅବକାରୀ ବିଭାଗ ଦୁଇ ଜଣକୁ ଗିରଫ କରିଛି । ସୂଚନା ଅନୁସାରେ ପାଟଣାଗଡ଼ ଅବକାରୀ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ବେଳେ ବେଆଇନ ମଦ କାରବାର କରୁଥିବା ସୂଚନା ପାଇ ବାଗଝରଣ ଗ୍ରାମର କେଶବ ଭୋଇ
Read More...

୨୪ତମ ପ୍ରଗତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଘୁନସର ଗ୍ରାମବାସୀଙ୍କ ଉଦ୍ୟମରେ ଅନୁଷ୍ଠିତ ହୋଇଆସୁଥିବା ପ୍ରଗତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚଳିତ ବର୍ଷ ୨୪ ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ ଘୁନସର ପ୍ରଗତି ପଂଚାୟତ ଉଚ୍ଚ ବିଦ୍ୟାଳୟ ଖେଳପଡିଆଠାରେ ଶୁକ୍ରବାର ଏହି
Read More...

ଖପ୍ରାଖୋଲ ମହୋତ୍ସବ ଉଦ୍‌ଯାପିତ

କୃଷ୍ଣଙ୍କ ହାତରେ କଂସ ନିହତ ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ମୁଖ୍ୟାଳୟଠାରେ ଗତ ସପ୍ତାହ ଧରି ଚାଲିଥିବା ଖପ୍ରାଖୋଲ ମହୋତ୍ସବ ଗୁରୁବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଏଥିସହିତ କଂସଦରବାର ମଧ୍ୟ ଶେଷ ହୋଇଛି । ମା' ଡୁମେର ତଲେନ ଯୁବକ ସଂଘ ଏବଂ ଗ୍ରାମବାସୀଙ୍କ ମିଳିତ
Read More...

ଖପ୍ରାଖୋଲଠାରେ ସାଇବର ସଚେତନତା ରଥର ଶୁଭାରମ୍ଭ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲାରେ ସାଇବର ଠକେଇର କୁପରିଣାମ ଓ ସମାଜରେ ଏହାର ଭୟାବହତାକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ଆନୁକୂଲ୍ୟରେ ଏକ ସାଇବର ସଚେତନତା ରଥକୁ ଖପ୍ରାଖୋଲ ଥାନା ଅଞ୍ଚଳ ପରିକ୍ରମଣ ପୂର୍ବକ ଜନସାଧାରଣଙ୍କୁ ସଚେତନତା କରିବା ଲକ୍ଷ୍ୟରେ ଶୁଭାରମ୍ଭ
Read More...