Browsing Tag

kantabanji news

କଣ୍ଟାବାଞ୍ଜି ସହରର ପ୍ରତ୍ୟେକ ରାସ୍ତା ମଝିରେ ବୁଲା ଗାଈଗୋରୁ ଜମା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ପ୍ରତ୍ୟେକ ରାସ୍ତା ମଝିରେ ବୁଲା ଗାଈଗୋରୁ ଜମା ହୋଇଥିବା ଦେଖିବାକୁ ମିଳିଛି । ଗାଡି ମଟର ଚଳାଚଳ ସମୟରେ ଦୁର୍ଘଟଣାଗ୍ରସ୍ତ ହେବାର ଆଶଂକା ରହୁଛି ଏହା ସହ ଯାତାୟତରେ ମଧ୍ୟ ବାଧା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି ।
Read More...

ପଖନମୁଣ୍ଡା ବିଦ୍ୟାଳୟରେ କୃମିନାଶକ ବଟିକା ସେବନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସାରା ଭାରତ ବର୍ଷରେ ଅଗଷ୍ଟ ୧୨ ତାରିଖରେ ଜାତୀୟ କୃମିନାଶକ ଦିବସ ଭାବେ ପାଳନ କରାଯାଇଥିଲା । ସେହି ପରିପ୍ରେକ୍ଷୀରେ ବିଦ୍ୟାଳୟମାନଙ୍କରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ କୃମିନାଶକ ବଟିକା ମାଗଣାରେ ଯୋଗାଇ ଦିଆଯାଇଥିଲା । ପଖନମୁଣ୍ଡା ଉଚ୍ଚ ପ୍ରାଥମିକ
Read More...

କଂଟାବାଂଜିରେ ୭୬ତମ ସ୍ୱାଧୀନତା ଦିବସ ମହାଧୁମ୍‌ଧାମ୍‌ରେ ପାଳିତ

କଂଟାବାଂଜି ବିଧାୟକଙ୍କ ଦ୍ୱାରା ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦ୍‌ଘାଟନ କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଏନଏସିସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ତଥା ଆଜାଦି କା ଅମୃତ ମହୋତ୍ସବ ସ୍ଥାନୀୟ ରେଲବାଇ ଷ୍ଟାଡିୟମରେ ପାଳିତ ହୋଇଯାଇଛି । ଏନଏସି ଦ୍ୱାରା
Read More...

କଣ୍ଟାବାଞ୍ଜି ସହରରେ ତମ୍ବାଖୁ ଜାତୀୟ ଦ୍ରବ୍ୟ ଉପରେ ଚଢାଉ ଓ ଜୋରିମାନା ଆଦାୟ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରୁ ଗତ ଶୁକ୍ରବାର ଦିନ ବଲାଙ୍ଗିର ସିଡିଏମଓଙ୍କ ନିର୍ଦ୍ଦେଶାନୁକ୍ରମେ ଜାତୀୟ ତମ୍ବାଖୁ ନିୟନ୍ତ୍ରଣ ବିଭାଗ ସହ କଣ୍ଟାବାଞ୍ଜି ପୋଲିସ ସମେତ ଅବକାରୀ ବିଭାଗ ଚଢାଉ କରି ଜୋରିମାନା ଆଦାୟ କରାଯାଇଛି । ସୂଚନା ଅନୁସାରେ
Read More...

ଶେଷ ଶ୍ରାବଣ ପୂର୍ଣ୍ଣିମାରେ ଦେବଦେବ ମହାଦେବଙ୍କୁ ପୂଜାର୍ଚ୍ଚନା ତଥା ଭାଗବତ ଟୁଙ୍ଗି ପୁରାଣ ପାଠ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ରାଣୀପୁର ଝରିଆଲ୍ ଶେଷ ଶ୍ରାବଣ ପୂର୍ଣ୍ଣିମାରେ ଦେବଦେବ ମହାଦେବଙ୍କୁ ପୂଜାର୍ଚ୍ଚନା ତଥା ଭାଗବତ ଟୁଙ୍ଗି ପୁରାଣ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୁଇବାହାଲ ଜଗନ୍ନାଥ ଭାଗବତ ଟୁଙ୍ଗିର ୧୫ ଜଣ ଭକ୍ତ ଓ ସେବାୟତଙ୍କ ଦ୍ଵାରା ପୁରାଣ ପାଠ ଓ
Read More...

ପଖନମୁଣ୍ଡା ବିଦ୍ୟାଳୟରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ଅନ୍ତର୍ଗତ କମେଇମୁଣ୍ଡା ପଞ୍ଚାୟତର ପଖନମୁଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ରେଡକ୍ରସ କର୍ମୀ ବିରଂଚି ନାରାୟଣ ଦାଶଙ୍କ ନେତୃତ୍ୱରେ ସର୍ବ ପ୍ରଥମେ
Read More...

ଜବାହାର ଲାଲ୍ ନେହେରୁ ଆଦିବାସୀ କ୍ଲବ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜ, (କୈଳାଶ ସଗ୍ରିଆ) : ଆଜି ତୁରେକେଲା ବ୍ଲକ ଚଟୁଅନକା ଗ୍ରାମରେ ଜବାହାର ଲାଲ୍ ନେହେରୁ ଆଦିବାସୀ କ୍ଲବ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କ୍ଲବର ସଭାପତି ସହଦେବ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ କ୍ଲବର ସଭାପତି ଶ୍ରୀ
Read More...

ବାଙ୍କେଲ ଭାରପ୍ରାପ୍ତ ଆର୍‌ଆଇ ତଥା ଏଆର୍‌ଆଇ ଜିଲୁ ବିଶ୍ୱାଳଙ୍କୁ ସସ୍‌ପେଣ୍ଡ କଲେ ଜିଲ୍ଲାପାଳ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲ ବାଙ୍କେଲ ସର୍କଲ ଅନ୍ତର୍ଗତ ତେନ୍ତୁଲିଖୁଣ୍ଟି ପଂଚାୟତ ଖଜୁରପଡା ଗାଁରେ ମୃତ ବ୍ୟକ୍ତିଙ୍କ ନାଁରେ ଜମି ଜାଲିଆତି ଘଟଣାରେ ବଲାଙ୍ଗିର ଜିଲ୍ଲାପାଳ ଚିଠି.୨୧/୬୦ ତା. ୦୬/୦୮/୨୨ରିଖରେ ବାଙ୍କେଲ ଭାରପ୍ରାପ୍ତ ଆର୍‌ଆଇ ତଥା
Read More...

କୋସଲ ସଂଗ୍ରାମୀମାନଙ୍କୁ କଣ୍ଟାବାଞ୍ଜି ରେଳ ଷ୍ଟେସନଠାରେ ସ୍ୱାଗତ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଭାରତର ରାଜଧାନୀ ଦିଲ୍ଲୀର ଜନ୍ତର ମନ୍ତରଠାରେ ଅଗଷ୍ଟ ୮ ତାରିଖରେ ଅଲଗା କୋସଲ ରାଜ୍ୟ ଓ କୋସଲି ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବୀରେ ଦିଆଯାଇଥିବା ଧାରଣାରେ ଯୋଗ ଦେଇ କୋସଲ ସଂଗ୍ରାମୀ ମାନେ ଆଜି କୋସଲାଞ୍ଚଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଶୁଭ
Read More...

ରକ୍ତଦାନ ମହତ ଦାନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ପାଳିତ ହେଉଛି 'ଆଜାଦୀ କା ଅମୃତ ମହୋତ୍ସବ' । ସ୍ୱାଧୀନତା ସଂଗ୍ରାମର ଇତିହାସ ଓ ସ୍ୱ।ଧୀନତା ସଂଗ୍ରାମୀମାନଙ୍କୁ ମନେ ପକେଇବା ଏହି ମହୋତ୍ସବର ଉଦ୍ଦେଶ୍ୟ । ଏହି କ୍ରମରେ ଏନ୍‌ଆଇଏଫ୍‌ଏଏ ତରଫରୁ ସାରା
Read More...